Breaking News

ଡ୍ରେନରେ ଭାସି ଯାଇ ଜ୍ୟୋତି ଚାଲିଯିବା ପରେ ଭାଙ୍ଗି ପଡି ବାପା ମା ଯାହା କହୁଛନ୍ତି ଶୁଣିଲେ ଆଖିରେ ଲୁହ ଆସି ଯିବ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଜ୍ଯୋତି ମୃତ୍ୟୁ ବରଣ କରିବା ପରେ ତାଙ୍କ ବାପା ମା ବହୁତ ଅସୁସ୍ଥ ହୋଇଯାଇଛନ୍ତି ଓ ଦୁଃଖ ରେ ମଧ୍ୟ ଅଛନ୍ତି । ତେବେ ଜ୍ୟୋତିଙ୍କ ବାପା ମା କଥା ହୋଇଛନ୍ତି ଯେ ସେମାନେ ଆ-ତ୍ମ-ହ-ତ୍ୟା କରିଦେବ ବୋଲି , ହଁ ବନ୍ଧୁ ଏହିକଥା ଟି ଜ୍ୟୋତି ଏନକେ ଆଇ ଗଣ ମାଧ୍ୟମ ନିକଟ ରେ ପ୍ରତିକ୍ରିୟା ରଖିଛନ୍ତି , ତେବେ ଆସନ୍ତୁ ଜାଣିବା ସେ ଆଉ କଣ କହିଛନ୍ତି ।

ତେବେ ତାଙ୍କ ଆଇ କହିଛନ୍ତି ଜ୍ୟୋତିଙ୍କ ବାପା ଯାହାବି କିଛି ଇନିକମ କରି ଥାନ୍ତି ଜ୍ୟୋତି ଙ୍କ ପାଠ ପଢା ରେ ଖର୍ଚ୍ଚ ହୋଇଯାଇଥାଏ ଓ ବେସ ଖୁସି ରେ ଥାନ୍ତି ତେବେ ଜ୍ୟୋତି ଡ୍ରେନ ପାଣି ରେ ଭାସି ଯାଇ ମୃତ୍ୟୁବରଣ କରିବା ପରେ ତାଙ୍କ ବାପା ମା ଅସୁସ୍ଥ ହବା ହୋଇ ଯାଇଛନ୍ତି ଓ ତାଙ୍କ ସଂସାର ମଧ୍ୟ ଭାଙ୍ଗି ଯାଇଛି ବୋଲି ମୃତ ଜ୍ୟୋତି ଏନକେ ଆଇ କହିଛନ୍ତି । ତେବେ ଜ୍ୟୋତି ଙ୍କ ବାପା କହିଛନ୍ତି ଯେ ଛୁଆ ଟି କୁ ଅନର୍ଥ ଆଶ୍ରମ ରେ ଛାଡି ଦେଇ ଆମେ ଆ-ତ୍ମ-ହ-ତ୍ୟା କରିଦେବା ।


ତେବେ ମୃତ ଜ୍ୟୋତିଙ୍କ ବାପା ଙ୍କୁ ଡାଇବେଟିସ ହୋଇଥିବା ସମୟ ରେ ମା କୁ ଶ୍ଵାସ ରୋଗ ଅଛି । ତେବେ ବନ୍ଧୁଗଣ ଜଣେ ମା ଠାରୁ ତା ପୁଅ ସବୁଦିନ ପାଇଁ ଛାଡି ଚାଲି ଯାଇଛି , ତେବେ ସେହି ମା କୁ କେତେ କଷ୍ଟ ହେଉଥିବ ଆପଣ ମାନେ ଜାଣନ୍ତୁ । ସବୁଠୁ ବଡ କଥା ହେଲା ମୃତ ଜ୍ୟୋତି ବଡ ହୋଇ ଡାକ୍ତର ହୋଇଥାନ୍ତା ଓ ତାଙ୍କ ବାପା ମା ଦରିଦ୍ରତା କୁ ହଟାଇ ଦେବ ବୋଲି କହୁଥିଲା କିନ୍ତୁ ତାର ସମସ୍ତ ସ୍ଵପ୍ନ ସରକାର ଙ୍କ ଉନ୍ନତମାନ ର ଡ୍ରେନ ରେ ଭାସିଗଲା ଓ ଡ୍ରେନ ଭିତରେ ଜ୍ୟୋତି ର ଜୀବନ ଅନ୍ଧାର ହୋଇଗଲା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *