ଦର୍ଶକ ବନ୍ଧୁ ଜ୍ଯୋତି ମୃତ୍ୟୁ ବରଣ କରିବା ପରେ ତାଙ୍କ ବାପା ମା ବହୁତ ଅସୁସ୍ଥ ହୋଇଯାଇଛନ୍ତି ଓ ଦୁଃଖ ରେ ମଧ୍ୟ ଅଛନ୍ତି । ତେବେ ଜ୍ୟୋତିଙ୍କ ବାପା ମା କଥା ହୋଇଛନ୍ତି ଯେ ସେମାନେ ଆ-ତ୍ମ-ହ-ତ୍ୟା କରିଦେବ ବୋଲି , ହଁ ବନ୍ଧୁ ଏହିକଥା ଟି ଜ୍ୟୋତି ଏନକେ ଆଇ ଗଣ ମାଧ୍ୟମ ନିକଟ ରେ ପ୍ରତିକ୍ରିୟା ରଖିଛନ୍ତି , ତେବେ ଆସନ୍ତୁ ଜାଣିବା ସେ ଆଉ କଣ କହିଛନ୍ତି ।
ତେବେ ତାଙ୍କ ଆଇ କହିଛନ୍ତି ଜ୍ୟୋତିଙ୍କ ବାପା ଯାହାବି କିଛି ଇନିକମ କରି ଥାନ୍ତି ଜ୍ୟୋତି ଙ୍କ ପାଠ ପଢା ରେ ଖର୍ଚ୍ଚ ହୋଇଯାଇଥାଏ ଓ ବେସ ଖୁସି ରେ ଥାନ୍ତି ତେବେ ଜ୍ୟୋତି ଡ୍ରେନ ପାଣି ରେ ଭାସି ଯାଇ ମୃତ୍ୟୁବରଣ କରିବା ପରେ ତାଙ୍କ ବାପା ମା ଅସୁସ୍ଥ ହବା ହୋଇ ଯାଇଛନ୍ତି ଓ ତାଙ୍କ ସଂସାର ମଧ୍ୟ ଭାଙ୍ଗି ଯାଇଛି ବୋଲି ମୃତ ଜ୍ୟୋତି ଏନକେ ଆଇ କହିଛନ୍ତି । ତେବେ ଜ୍ୟୋତି ଙ୍କ ବାପା କହିଛନ୍ତି ଯେ ଛୁଆ ଟି କୁ ଅନର୍ଥ ଆଶ୍ରମ ରେ ଛାଡି ଦେଇ ଆମେ ଆ-ତ୍ମ-ହ-ତ୍ୟା କରିଦେବା ।
ତେବେ ମୃତ ଜ୍ୟୋତିଙ୍କ ବାପା ଙ୍କୁ ଡାଇବେଟିସ ହୋଇଥିବା ସମୟ ରେ ମା କୁ ଶ୍ଵାସ ରୋଗ ଅଛି । ତେବେ ବନ୍ଧୁଗଣ ଜଣେ ମା ଠାରୁ ତା ପୁଅ ସବୁଦିନ ପାଇଁ ଛାଡି ଚାଲି ଯାଇଛି , ତେବେ ସେହି ମା କୁ କେତେ କଷ୍ଟ ହେଉଥିବ ଆପଣ ମାନେ ଜାଣନ୍ତୁ । ସବୁଠୁ ବଡ କଥା ହେଲା ମୃତ ଜ୍ୟୋତି ବଡ ହୋଇ ଡାକ୍ତର ହୋଇଥାନ୍ତା ଓ ତାଙ୍କ ବାପା ମା ଦରିଦ୍ରତା କୁ ହଟାଇ ଦେବ ବୋଲି କହୁଥିଲା କିନ୍ତୁ ତାର ସମସ୍ତ ସ୍ଵପ୍ନ ସରକାର ଙ୍କ ଉନ୍ନତମାନ ର ଡ୍ରେନ ରେ ଭାସିଗଲା ଓ ଡ୍ରେନ ଭିତରେ ଜ୍ୟୋତି ର ଜୀବନ ଅନ୍ଧାର ହୋଇଗଲା ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ