Breaking News

ବଡ ଖବର – ରାଜ୍ୟରେ ଖୋଲିବ କି ପ୍ରାଇମେରୀ ସ୍କୁଲ ? ଦେଖନ୍ତୁ କଣ କହୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ସ୍କୁଲ ଖୋଲିବ କି ନହିଁ ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ଯେ ଏ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ ଖୋଲିବ କି ନହିଁ ତାହା ନିଷ୍ପତ୍ତି ହୋଇନାହିଁ ବିଭିନ୍ନ ବିଭାଗ ରୁ ପ୍ରସ୍ତାବ ଆସିଥିଲେ ମଧ୍ୟ ସରକାର ନିସ୍ପତି ନେଇ ନାହାଁନ୍ତି । ପୂଜା ପାଇଁ ହାଇକୋର୍ଟ ବି ମୂର୍ତ୍ତି ସମ୍ପର୍କ ରେ ରାଜ୍ୟ ସରକାର ନିଷ୍ପତ୍ତି ଙ୍କୁ ଠିକ କହିଲେ । ସମସ୍ତ ଦିଗ କୁ ନେଇ ବିଚାର ଚାଲିଛି ।


ତେବେ ବନ୍ଧୁଗଣ ଆସନ୍ତା 15 ଦିନ ଭିତରେ ଯଦି କରୋନା ସଂକ୍ରମଣ ବୃଦ୍ଧି ନହୁଏ ତାହେଲେ ଅକ୍ଟୋବର ର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲା ଙ୍କ ପାଇଁ କ୍ଳାସ ଆରମ୍ଭ ହୋଇଯିବେ । ହଁ ବନ୍ଧୁ ଯେହେତୁ ତୃତୀୟ ଲହର ହବା ର ସମ୍ଭାବନା ରହିଛି ଓ ଏହି ଲହର ରେ ବେସୀ ଛୋଟ ପିଲା ମାନେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସୂଚନା ମିଳିଛି ଓ ଆକୁ ଦ୍ରୁଷ୍ଟି ରେ ରଖି ଆମ ରାଜ୍ୟ ସରକାର ଠିକ ସମୟ ରେ ଠିକ ନିଷ୍ପତ୍ତି ନେଉଛନ୍ତି ।

ତେବେ ଔ ଏକ ବଡ କଥା ଯେ ପର୍ଯ୍ୟନ୍ତ ସ୍କୁଲ ଖୋଲି ନହିଁ ସେ ପର୍ଯ୍ୟନ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଗାଁ ,ଦାଣ୍ଡ ,ସାହି ରେ ରେ 10 ରୁ 15 ପିଲା ଙ୍କୁ ପାଠ ପଢାଇ ପାରିବେ । ତେବେ କିଛି ଜିଲ୍ଲା ରେ ଏହା କାର୍ଯ୍ୟକାରୀ ହୋଇଥିବା ସମୟ ରେ ଔ କିଛି ଜିଲ୍ଲା ରେ ଏହି ପଦକ୍ଷେପ ଶୀଘ୍ର ନେବା ପାଇଁ ଅଧିକାରୀ ମାନେ ନିର୍ଦ୍ଦେଶ ଦେଇଛନ୍ତି ॥


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *