ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଅନିଶା ଶର୍ମା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ଗତ କିଛି ତଳେ ଅନିଶା ଙ୍କ ଏକ କନ୍ୟା ସନ୍ତାନ ଜନ୍ମ ଲାଭ କରିଥିଲା । ତେବେ ଅନିଶା ତାଙ୍କ ଝିଅ କୁ ନେଇ ବର୍ତ୍ତମାନ ସମୟ ରେ ବେସ ଖୁସି ରେ ଅଛନ୍ତି ଓ ନିଜ ଝିଅ କୁନି ଝିଅ ସହିତ ବହୁ ମଜେଦାର ଓ ମଜାମସ୍ତି ର କରୁଥିବା ର ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ତାଙ୍କ ପ୍ରଶଂସକ ମାନ ଙ୍କ ପାଇଁ ପୋଷ୍ଟ କରୁଛନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଏଜି ଧାଡି ର ଅଭିନେତ୍ରୀ ହଉଛନ୍ତି ଅନିଶା ଶର୍ମା । ସେ ତାଙ୍କ ଅଭିନୟ ଜୀବନ ରେ ବହୁ ଗୁଡିଏ ଧାରାବାହିକ ଓ ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ଶୁଟିଙ୍ଗ ସେଟ ରୁ ଲୋକ ପ୍ରିୟ ଅଭିନେତା ଶୁଭାଶିଶ ଙ୍କୁ ଭଲପାଇ ଥିଲେ ଓ ପରବର୍ତ୍ତୀ ସମୟ ରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।
ତେବେ ବନ୍ଧୁଗଣ ବିବାହ 3 ବର୍ଷ ପରେ ବର୍ତ୍ତମାନ ସମୟ ରେ ମା ହୋଇଛନ୍ତି ଅନିଶା ଓ ଅନିଶା ଙ୍କୁ ବହୁ ଗୁଡିଏ ଚାକଚିତ୍ର ଓ ଧାରାବାହିକ ରେ ଅଫାର ମିଳିଥିଲେ ମଧ୍ୟ ସେ ନିଜ ଝିଅ ମନା କରି ଦେଇଛନ୍ତି ଓ ବର୍ତ୍ତମାନ ସମୟ ରେ ନିଜ କୁନି ଝିଅ ର ଯତ୍ନ ନେଉଥିବା ଦୃଶ୍ୟ ଦେଖିବା ମିଳିଛି । ତେବେ ଅନ୍ୟ ପଟେ ଶୁଭାଶିଷ ଜୀ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ହେ ପ୍ରଭୁ ରେ ନିଜ ଅଭିନୟ ଜାରୀ ରଖିଛନ୍ତି । ତେବେ ବଧୁଗଣ ବର୍ତ୍ତମାନ ସମୟ ରେ ଅନିଶା ତାଙ୍କ ଝିଅ କୁ ଧରି ନାଚୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଅନିଶା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ