Breaking News

ବହାଘରପରେ ପ୍ରଥମଥର ଅର୍ଚ୍ଚିତାଙ୍କୁ ଛାଡି ବିଦେଶ ଗଲେ ସବ୍ୟସାଚୀ, ଦୁଃଖରେ କାନ୍ଦିଲେ ଅର୍ଚ୍ଚିତା! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟଶଚି ବାହାଘର ପରେ ପ୍ରଥମ ଥର ପାଇଁ ଅର୍ଚିତା ଙ୍କୁ ଛାଡି ଯାଇଛନ୍ତି ବିଦେଶ । ତାହେଲେ କଣ ପାଇଁ ବିଦେଶ ଗଲେ ସବ୍ୟସାଚୀ ଯଦି ଗଲେ କଣ ପାଇଁ ଅର୍ଚିତା ଗଲେ ନହିଁ କାରଣ ଜାଣନ୍ତୁ ତାହେଲେ ଆସନ୍ତୁ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଓଡିଆ ଇଣ୍ଡଷ୍ଟ୍ରି ଏହି ଦୁଇ ଯୋଡି ପରସ୍ପର କୁ ଭଲପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ଏହି ଦୁଇ ଯୋଡି ପ୍ରାୟ 10 ବର୍ଷ ହେଲା ଏକାଠି ହୋଇ ଫିଲ୍ମ କରି ଆସୁଛନ୍ତି ଓ ଏହାରି ଭିତରେ ପରସ୍ପର କୁ ଭଲ ପାଇ ବିବାହ କରିଥିଲେ । ତେବେ ବିବାହ ପରେ ଉଭୟ ବହୁ ଲୋକ ଙ୍କୁ ସାହାର୍ଯ୍ୟ କରି ରିଅଲ ରେ ହିରୋ ହୋଇପାରିଛନ୍ତି ।

ତେବେ ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ଭିତରେ ଅର୍ଚିତା ଙ୍କ ଏକ ନୂଆ ଚଳଚିତ୍ର ଆସିବାକୁ ଯାଉଛି ଯାହାର ନାମ ରହିଛି ଦୁର୍ଗତି ନାସିନୀ 2 , ତେବେ ଏହି ଫିଲ୍ମ ପ୍ରଥମ ଭାଗ ଆପଣ ମାନେ ନିଶ୍ଚୟ ଦେଖିଥିବେ , ତେବେ ଦ୍ଵିତୀୟ ଭାଗ ଟି ଆଗାମୀ ଦିନ ଙ୍କ ଭିତରେ ରିଲିଜ ହବା କୁ ଯାଉଛି । ତେବେ ଏହି ସମୟ ରେ ସବ୍ୟଶଚି ବିଡ୍ସ ଯାଇଛନ୍ତି କିନ୍ତୁ ଅର୍ଚିତା ଯାଇ ନାହାଁନ୍ତି ଓ ଏହା ର କାରଣ ହେଲା ଯେ ବର୍ତ୍ତମାନ ସମୟ ରେ ଆରଚିତ ଙ୍କ ଶୁଟିଙ୍ଗ ସେଟ ବେସ ଜୋରସୋର ରେ ଚାଲିଛି ଓ ଏଥିପାଇଁ ଅର୍ଚିତା ସବ୍ୟଶଚି ଙ୍କ ସହିତ ବିଦେଶ ଯାଇ ପାରିଲେ ନହିଁ । ତେବେ ସବ୍ୟଶଚି ବିଦେଶ କିଛି ଫଣ୍ଡ ଅରେଞ୍ଜ କରିବାକୁ ଯାଇଛନ୍ତି ମାନେ ଗରିବ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ 4 ଦିନିଆ ଗସ୍ତ ରେ ବିଦେଶ କୁ ଯାଇଛନ୍ତି ଓ ବିଦେଶ କୁ ସବ୍ୟଶଚି ଗଲା ସମୟ ରେ ଅର୍ଚିତା କାନ୍ଦିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *