Breaking News

Biju Swasthya କାର୍ଡ ରେ ଏବେ ସାଧାରଣ ଲୋକ ପାଇପାରିବେ ୧୦ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ କିପରି ଓ କେଉଁ ମାନେ ଏହାକୁ ଆବେଦନ କରି ପାରିବେ

ବନ୍ଧୁଗଣ ରାଜ୍ୟସରକାର ଏନକେ ନୂଆ ଯୋଜନା ବିଜୁ ହେଲଥ କାର୍ଡ ସେପ୍ଟେମ୍ବର 1 ରୁ ଏହି କାର୍ଡ ଉପଲବ୍ଧ କରାଇ ଦିଆଯାଇଛି । ତାହେଲେ ଆଜି ଆମେ ଆପଣ ଙ୍କୁ ଏହି କାର୍ଡ ବିଷୟ ରେ ଜଣାଇବୁ ଏହା କାର୍ଡ କେମିତି ମିଳିବ ଓ ଏହି କାର୍ଡ ରେ କଣ କଣ ବେନି୞ିଟ ରହିଛି ଓ ଏହି କାର୍ଡ ମାଧ୍ୟମ ରେ କିପରି ମାଗଣା ଚିକିତ୍ସା ପାଇ ପାରିବେ ଓ ଏହି କାର୍ଡ ଆପଣ କେଉଁଠାରେ ପାଇବେ । ହଁ ବନ୍ଧୁ ଯଦି ଆପଣଙ୍କ ପାଖ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ କିମ୍ବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ ମାନେ ଏହି କାର୍ଡ ସେପ୍ଟେମ୍ବର 1 ତାରିଖ ରୁ ପାଇ ପାରିବେ ।

ତେବେ ପ୍ରତ୍ଯେକ ହିତାଧିକାରୀ ପରିବାର କୁ ଘରୋଇ ଚିକିତ୍ସାଲଯ ରେ ମିଳିବ 5 ଲକ୍ଷ ଟଙ୍କା ଓ ଏହା ସହ ମହିଳା ସ୍ୱାସ୍ଥ୍ୟ ନିମନ୍ତେ ଔ 5 ଲକ୍ଷ ଟଙ୍କା ର ଚିକିତ୍ସା ସହାୟତା ଉପଲବ୍ଧ କରାଇ ଦିଆଯିବ ବୋଲି ସୂଚନା ମିଳିଛି । ଆପଣ ଯେ କୌଣସି ସରକାରୀ ମେଡିକାଲ କୁ ଯିବେ ଆପଣ ଙ୍କୁ ମାଗଣା ଚିକିତ୍ସା କରାଯିବ । ଯଦି ଆପଣ ପ୍ରାଇଭେଟ ମେଡିକାଲ କୁ ଯାଉଛନ୍ତି ତାହେଲେ ଆପଣ ଙ୍କୁ 5 ଲକ୍ଷ ଟଙ୍କା ସହାୟତା ମିଳିବ ଓ ଏହି ସୁବିଧା ପାଇଲା ପରେ ମଧ୍ୟ ଆପଣ ଏନକେ ପରିବାର ଲୋକ ଙ୍କ ଯଦି ଔ କାହାର ଦେହ ଖରାପ ହୁଏ ତାହେଲେ ଆପଣ ଙ୍କୁ ଆଉ 5 ଲକ୍ଷ ଟଙ୍କା ର ସହାୟତା ମିଳିବ , ତେବେ ମୋଟ ଆପଣ ଙ୍କୁ 10 ଲକ୍ଷ ଟଙ୍କା ମିଳିବ ।

ତେବେ ଯେଉଁ ମାନ ଙ୍କ ପାଖ ରେ ଏନଏଫଏସଏ କାର୍ଡ କିମ୍ବା ଏସଏଫଏସଏ କାର୍ଡ ଅଛି ସେମାନ ଙ୍କ ପାଇଁ କୌଣସି ସର୍ତ୍ତ ନହିଁ ସେମାନ ଙ୍କୁ ମାଗଣା ରେ ଚିକିତ୍ସା କରାଯିବ । ତେବେ ଏନଏଫଏସଏ ବା ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା କାର୍ଡ ଥାଏ ତେବେ ବେ ସରକାରୀ ଚିକିତ୍ସାଳୟ ରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପାଇପାରିବେ । ଯଦି ଆପଣ ଏନକେ ପାଖ ରେ ଏସଏଫଏସଏ କାର୍ଡ କିମ୍ବା ଏନଏଫଏସଏ କାର୍ଡ ରହିଛି ତେବେ ରାଜ୍ୟ ବାହାରେ ମଧ୍ୟ ସୁବିଧା ପାଇପାରିବେ ଓ ଏହି କାର୍ଡ ସହିତ ଯଦି BSKY କାର୍ଡ ଅଛି ତେବେ ସେହିମାନେ ସହାୟତ ପାଇ ପାରିବେ ।

ତେବେ ଏହି କାର୍ଡ ର ସୁବିଧା ଆପଣ ମାନେ କେମତି ପାଇବେ , ଯଦି ଆପଣ ଙ୍କ ପାଖ ରେ କାର୍ଡ ଅଛି ଓ ଆପଣ ହଠାତ ଏମେର୍ଗିଂସୀ ହସ୍ପିଟାଲାଇଜ କରୁଛନ୍ତି ତେବେ 72 ଘଣ୍ଟା ଭିତରେ ବିଏସକେଉଆଇ ହେଲ୍ପ ସେଣ୍ଟର ରେ ଚିଠି ଜମା କରି ମାଗଣା ଚିକିତ୍ସା ପାଇପାରିବେ । ତେବେ ଏହି ସୁବିଧା କେଉଁ କେଉଁ ମେଡିକାଲ ରେ ଉପଲବ୍ଧ ମିଳିବ ତାହା ଏକ ଲିଷ୍ଟ କରାଯାଇଛି ଓ ଆପଣ ଏହି ଲିଷ୍ଟ କୁ ଯଦି ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ bsky.odisha.govt.in ୱେବ କୁ ଯାଇ ଦେଖି ପାରିବେ । ତେବେ ବିଏସକେଉଆଇ ଗୋଟିଏ କାର୍ଡ ର ମୂଲ୍ୟ 5 ଲକ୍ଷ ଟଙ୍କା । ତେବେ ପୁରୁଷ 5 ଲକ୍ଷ ଟଙ୍କା ଯାଏ ଏହାର ଉପଯୋଗ କରି ପାରିବେ ଓ ଏହା ପରେ ଯଦି କୌନଶୀ ମହିଳା ମାନ ଙ୍କ ଦେହ ଖରାପ ହୁଏ ତାହେଲେ 5 ଲକ୍ଷ ଟଙ୍କା ଅତିରିକ୍ତ ମିଳିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *