Breaking News

ଘର ଚାରିପଟେ ଲଗାନ୍ତୁ ନାହିଁ ଏହି ଗଛ ନଚେତ ହେବ ସର୍ବନାଶ, ଦେଖନ୍ତୁ ଆପଣଙ୍କ ଘର ପାଖରେ ଏହି ଗଛ ନାହିଁ ତ

ଦର୍ଶକ ବନ୍ଧୁ ଆମ ଜୀବନ ରେ ଏମିତି କିଛି ଆମେ ମାନେ ଭୁଲ କରି ଦେଇଥାଉ ଯାହାକି ଆମ କୁ ଜଣା ନଥାଏ କିନ୍ତୁ ଘଟି ଯାଇଥାଏ । ତେବେ ଏହି ଅସୁବିଧା ଆମେ ମାନେ ସମ୍ମୁଖୀନ ହୋଇବା ସହିତ ପରିବାର ଲୋକ ମଧ୍ୟ ଭୋଗି ଥାନ୍ତି , ତେବେ ସାଧାରଣ ଏହା କେବଳ ବାସ୍ତୁ ଦୋଷ ରୁ ହୋଇଥାଏ । ହଁ ବନ୍ଧୁ ବାସ୍ତୁ ଦୋଷ ଦ୍ଵାରା ମଣିଷ ବହୁତ ଅସୁବିଧା ସହିତ ଦୁଃଖ ମଧ୍ୟ ଲାଗିରହିଥାଏ । ବାସ୍ତୁ ଦୋଷ ସାଧାରଣତଃ ନିଜ ଘର ର ଚର୍ତ୍ତୁପସ୍ଵ ରେ ଥିବା ବିଭିନ୍ନ ଗଛ ଦ୍ଵାରା ହୋଇଥାଏ , ତାହେଲେ ଆଜି ଅମର ଏହି ପେଜ ରେ ଆମେ ଜାଣିବା ଯେ ଘର ପାଖ ରେ କେଉଁ ଗଛ ରହିଲେ ସୁଖ ହୋଇଥାଏ ଓ କେଉଁ ଗଛ ରହିବା ଦ୍ଵାରା ଘରେ ନକରାତ୍ମକ ,ଅସାନ୍ତି,ଓ ଦରିଦ୍ରତା ଆଦି ବୃଦ୍ଧି ହୋଇଥାଏ ।

ତେବେ ବନ୍ଧୁଗଣ ବାସ୍ତୁ ଶସ୍ତ୍ର ଅନୁସାରେ ଘରେ ଲେମ୍ବୁ,କମଲା ଏବଂ ଗନ୍ଧିଆ ଗଛ ଆଦି ଲଗାନ୍ତୁ ନାହି , କାରଣ ଏହି ଗଛ ଥିବାରୁ ସେହି ଘର ର ମୁଖ୍ୟ ସଦସ୍ୟ କେବେ ହେଲେ ବି ବିକାଶ କରି ପାରନ୍ତି ନହିଁ । ତେବେ ଆମ୍ବ,ନିମ୍ବ ଭଳି କଣ୍ଟା ଜାତୀୟ ଗଛ କେବେ ବି ଘର ଚାରି ପାଖ ରେ ଲଗାନ୍ତୁ ନହିଁ ଯଦି ଥାଏ ତାକୁ ଉପାଡି ଦେଇ ଘର ଠୁ ଦୂରେଇ ଲଗାନ୍ତୁ । ତେବେ ଆପଣ ମାନେ ସଦା ସର୍ବଦା ମନେ ରଖନ୍ତୁ ଘର ର ଅଗ୍ନି କୋଣ ରେ ବିଫଳ ଗଛ ଦକ୍ଷିଣ ଦିଗ ରେ ନିମ୍ବ କିମ୍ବା କଡମ୍ବ ଗଛ ଓ ପଶ୍ଚିମ ଦିଗ ରେ କଣ୍ଟା ଜାତୀୟ ଗଛ ଏବଂ ଉତ୍ତର ରେ କଦଳୀ ଗଛ ଲଗାଇବା ଉଚିତ ନୁହେଁ କାରଣ ଏହା ଥିବା ଦ୍ଵାରା ଘର ପାଇଁ ନକରାତ୍ମକ ଓ ଅଶାନ୍ତି,ଅସୁବିଧା ହୋଇ ରହିଥାଏ ।

ତେବେ ଠିକ ସେହିପରି ଘର ର ପୂର୍ବ ଦିଗ ରେ ଫଳ ଗଛ ଲଗାଇବା ଉଚିତ ନୁହେଁ କାରଣ ଏହା ଥିବା ଦ୍ଵାରା ଆପଣ ବଂଶ କୁ ବହୁତ କ୍ଷତି ପହଞ୍ଚାଇ ଥାଏ । ପଶ୍ଚିମ ଦିଗ ରେ କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ କାରଣ ଏହା ଦ୍ଵାରା ଶତ୍ରୁ ର ଆଗମନ ହୋଇଥାଏ । ଦକ୍ଷିଣ ଦିଗ ରେ କ୍ଷୀର ଧାରଣ କରୁଥିବା ଗଛ ଲଗାଇବା ଉଚିତ ନୁହେ । ଯଦି କିଛି ଗଛ ଲଗାଇବା କୁ ଚାହାଁନ୍ତି ତାହେଲେ ଜ୍ୟୋତିର୍ଷ ଙ୍କ ଠାରୁ ବୁଝି କେଉଁ ଗଛ ଲଗାଇବା ଦ୍ଵାରା ସୁବିଧା ହୋଇଥାଏ ତାହା ହିଁ ଲଗାନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପିରିଅଡର ଏତିକି ଦିନ ମଧ୍ୟରେ ସମ୍ପର୍କ ସ୍ଥାପନା କରିଲେ ନିଶ୍ଚୟ Pregnant ହୋଇ ପାରିବେ – Pregnancy Tips

ବନ୍ଧୁଗଣ ଆଜି ଆମେ ମହିଳା ଙ୍କ ପାଇଁ ନେଇ ଆସିଛୁ ଏକ ବଡ ଖବର , ହଁ ବନ୍ଧୁ ଯଦି …

Leave a Reply

Your email address will not be published. Required fields are marked *