Breaking News

ଆସିଲା JIO ର ପୂଜା ଅଫର, ଏବେ ମାତ୍ରା ଏତିକି ଟଙ୍କା ରିଚାର୍ଜ କରିଲେ ମିଳିବ ଏକ ବର୍ଷର ବୈଧତା ସହିତ ଆହୁରି ଅନେକ କିଛି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଓ ଏହି ବଡ ଖବର ସେହି ବ୍ୟକ୍ତି ମାନ ଙ୍କ ପାଇଁ ଯେଉଁମାନେ ଜିଓ ସିମ ବ୍ୟବହାର କରୁଛନ୍ତି । ହଁ ବନ୍ଧୁ ରିଲାଏନ୍ସେ ଜିଓ ତାର ଗ୍ରାହକ ପାଇଁ ଏହି ପୂଜା ଉଲକ୍ଷେ ଏକ ପ୍ରିପେଡ ଯୋଜନା ଆରମ୍ଭ କରିଛି ଓ ଏହି ଯୋଜନା ରେ ଜିଓ ଗ୍ରାହକ ମାତ୍ର 749 ଟଙ୍କା ପ୍ରିପେଡ ରେ 336 ଦିନ (28*12=366) ମାନେ 12 ମାସ ର ବୈଧତା ରହିଛି ।

ତେବେ ଏହି ଯୋଜନା ରେ 1 ମାସ କୁ ଅର୍ଥାତ 28 ଦିନ ପାଇଁ 2ଜିବି ଡାଟା ପ୍ରଦାନ କରିବ , ତା ମାନେ ଜିଓ ଗ୍ରାହକ ମାନେ 12 ମାସ ରେ ମୋଟ 24 ଡାଟା ପାଇବେ ଓ ଡାଟା ବାଲାନ୍ସ ସରିଯିବା ପରେ ତାର ଗତି 64 କେବିପିଏସ କୁ କମିଯାଏ । ଏହି ଯୋଜନା ରେ 28 ଦିନ ରେ ଆସିମୀତ କଳିଙ୍ଗ ସୁବିଧା ସହ 50 ଏସଏମଏସ ସହିତ ଆସିଥାଏ । ଏହି ଯୋଜନା ରେ ଜିଓ ଟିଭି,ଜିଓ ସିନେମା , ଜିଓ ନ୍ଯୁଜ ,ଜିଓ ଶିକୁରୀଟି ଓ ଜିଓ କ୍ଲାଉଡ ଆପ କୁ ମାଗଣା ପ୍ରବେଶ ମଧ୍ୟ ପ୍ରଦାନ କରିଥାଏ । ଜିଓ ର 749 ଟଙ୍କା ଏହିପରି ଦୀର୍ଘକାଳୀନ ଯୋଜନା ଯାହା ଜିଓଫୋନ ସହିତ ଆସିଥାଏ । ଏହାକୁ ପ୍ରଥମେ 91 ମୋବାଇଲ ଦ୍ଵାରା ରିପୋର୍ଟ କରା ଯାଇଥିଲା ।

ଏହି ମାସ ରେ ଜିଓ ଏକ ନୂତନ ଯୋଜନା କରିଥିଲା ଜିଓ ଫୋନ ବ୍ୟବହାର କରୁଥୁବ ବ୍ୟକ୍ତି ମାନ ଙ୍କ ପାଇଁ ଏହି ଯୋଜନା ରେ 75 ଟଙ୍କା ରହିଛି । ଜିଓ ମଧ୍ୟ ଜିଓ ଫୋନ ର ଯୋଜନା ଉପରେ ଏକ ବାଏ-ୱାନ।ଗେଟ-ୱାନ ଅଫର ଘୋଷଣା କରିଛି । ତେବେ ଏହି ଜିଓ ଫୋନ 75 ଟଙ୍କା ରିଚାର୍ଜ ରେ ଦୈନିକ 100 ଏମବି ସହିତ ଯେ କୌନଶୀ ନେଟୱର୍କ କୁ ଆସିମୀତ ଭଏସ କଲ ପ୍ରତିଦିନ 50 ଏସଏମଏସ ଓ ରେ ଜିଓ ଟିଭି,ଜିଓ ସିନେମା , ଜିଓ ନ୍ଯୁଜ ,ଜିଓ ଶିକୁରୀଟି ଓ ଜିଓ କ୍ଲାଉଡ ଆପ ସହିତ ଆସେ । ଏହି ଯୋଜନା ର ବୈଧତା ମାତ୍ର 28 ଦିନ ଅଟେ ।

ତେବେ ଜିଓ ୱେବ୍ସାଇଟ ମାଧ୍ୟମ ରେ କ୍ରୟ ପାଇଁ ରିଚାର୍ଜ ଉପଲବ୍ଧ , ତେବେ ଜିଓ ରିଚାର୍ଜ ରେ 75 ଟଙ୍କା ହେଉଛି ସବୁଠୁ ଶସ୍ତା ଜିଓ ଫୋନ ରିଚାର୍ଜ । ଖୁବ ଶୀଘ୍ର ଜିଓ ସୁଲଭ ମୂଲ୍ୟ ର 4ଜି ଫୋନ jiophone next ଦିୱାଲି ରେ ଶୁଭାରମ୍ଭ ସ୍ଥଗିତ ରଖିଲା ମାନେ ଏହି 4ଜି ଫୋନ ନଭେମ୍ବର ମାସ ଆଡକୁ ଆରମ୍ଭ ରେ ବିକ୍ରି ହେବ ବୋଲି ଆସା କରା ଯାଉଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

୩୦୦ ବର୍ଷ ପରେ ଏହି ୨ଟି ରାଶି ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହେବାକୁ ଯାଉଛନ୍ତି, ଦୁନିଆରେ ସବୁ ଠାରୁ କୋଟିପତି ଅଟନ୍ତି ଏହି ୨ଟି ରାଶି, ଏଥି ମଧ୍ୟରେ ଆପଣଙ୍କର ରାଶି ନାହିଁ ତ !

ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନା ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜା …

Leave a Reply

Your email address will not be published.