ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ତରା ତାରିଣୀ ରେ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ତେବେ ଦର୍ଶକ ମାନେ ଲିପି ଙ୍କ ଅଭିନୟ ବହୁତ ପସନ୍ଦ କରିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ଲିପି ତାଙ୍କ ବଏଫ୍ରେଣ୍ଡ ଙ୍କ ସହ ବୁଲାବୁଲି କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହା ପଛ ରେ କଣ ରହିଛି ସଂପୂର୍ଣ୍ଣ ତଥ୍ୟ ଟି ଆସନ୍ତୁ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି କି ଲିପି ନିଜ କ୍ଯାରିୟର ଆଲବମ ଜଗତ ରୁ କରିଥିଲେ ଓ ଆଲବମ ଜଗତ ରେ ଲୋକପ୍ରିୟ ହୋଇ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ତେବେ ସେ ତାଙ୍କ ଅଭିନୟ ଜୀବନୀ ରେ ସେ ବହୁ ଗୁଡିଏ ଧାରାବାହିକ ଓ ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପରିଚିତ ହୋଇପାରିଛନ୍ତି । ତେବେ କିଛି ଦିନ ପୂର୍ବେ ଲିପି ତରଂଗ ଟିଭି ର ଲୋକ ପ୍ରିୟ ଧାରାବାହିକ ତାରା ତାରିଣୀ ରେ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚୟ ଜାଣିଥିବେ ।
ତେବେ ଏହି ଲୋକପ୍ରିୟ ହବା ସହ 1000 ଟି ଅଧ୍ୟାୟ ହୋଇ ବନ୍ଦ ହୋଇଯାଇଥିଲା , ତେବେ ବର୍ତ୍ତମାନ ସମୟ ରେ ଲିପି ଙ୍କ ଆଉ ଏକ ନୂଆ ଧାରାବାହିକ ପ୍ରସାରିତ ହେଉଛି ଯାହାର ନାମ ରହିଛି ରକ୍ତ ସିନ୍ଦୁର । ତେବେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଦେଖିବାକୁ ପାଇବେ , ତେବେ ବର୍ତ୍ତମାନ ସମୟ ରେ ମୁଖ୍ୟ ଅଭିନେତା ଙ୍କ ସହିତ କିଛି ଶୁଟିଙ୍ଗ ସେଟ ର ଫଟୋ ଦେଖିବାକୁ ମିଳିଛି ଯାହାକି ରିଲ ଅଟେ । ତେବେ ରିଅଲ ରେ ଲିପି ଙ୍କୁ ଉପଯୁକ୍ତ ବୟସ ହୋଇଥିଲେ ସେ ଏ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ