Breaking News

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ତରା ତାରିଣୀ ରେ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ତେବେ ଦର୍ଶକ ମାନେ ଲିପି ଙ୍କ ଅଭିନୟ ବହୁତ ପସନ୍ଦ କରିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ଲିପି ତାଙ୍କ ବଏଫ୍ରେଣ୍ଡ ଙ୍କ ସହ ବୁଲାବୁଲି କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହା ପଛ ରେ କଣ ରହିଛି ସଂପୂର୍ଣ୍ଣ ତଥ୍ୟ ଟି ଆସନ୍ତୁ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି କି ଲିପି ନିଜ କ୍ଯାରିୟର ଆଲବମ ଜଗତ ରୁ କରିଥିଲେ ଓ ଆଲବମ ଜଗତ ରେ ଲୋକପ୍ରିୟ ହୋଇ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ତେବେ ସେ ତାଙ୍କ ଅଭିନୟ ଜୀବନୀ ରେ ସେ ବହୁ ଗୁଡିଏ ଧାରାବାହିକ ଓ ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପରିଚିତ ହୋଇପାରିଛନ୍ତି । ତେବେ କିଛି ଦିନ ପୂର୍ବେ ଲିପି ତରଂଗ ଟିଭି ର ଲୋକ ପ୍ରିୟ ଧାରାବାହିକ ତାରା ତାରିଣୀ ରେ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚୟ ଜାଣିଥିବେ ।


ତେବେ ଏହି ଲୋକପ୍ରିୟ ହବା ସହ 1000 ଟି ଅଧ୍ୟାୟ ହୋଇ ବନ୍ଦ ହୋଇଯାଇଥିଲା , ତେବେ ବର୍ତ୍ତମାନ ସମୟ ରେ ଲିପି ଙ୍କ ଆଉ ଏକ ନୂଆ ଧାରାବାହିକ ପ୍ରସାରିତ ହେଉଛି ଯାହାର ନାମ ରହିଛି ରକ୍ତ ସିନ୍ଦୁର । ତେବେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଦେଖିବାକୁ ପାଇବେ , ତେବେ ବର୍ତ୍ତମାନ ସମୟ ରେ ମୁଖ୍ୟ ଅଭିନେତା ଙ୍କ ସହିତ କିଛି ଶୁଟିଙ୍ଗ ସେଟ ର ଫଟୋ ଦେଖିବାକୁ ମିଳିଛି ଯାହାକି ରିଲ ଅଟେ । ତେବେ ରିଅଲ ରେ ଲିପି ଙ୍କୁ ଉପଯୁକ୍ତ ବୟସ ହୋଇଥିଲେ ସେ ଏ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *