Breaking News

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ ଆସନ୍ତା 26 ତାରିଖ ରେ ପୁଣି ଆଉ ଏକ ଲଘୁଚାପ । ଏହି ଲଘୁଚାପ ଫଳ ରେ ଉପକୂଳ ରୁ ଆଭ୍ଯନ୍ତରୀଣ ପର୍ଯ୍ୟନ୍ତ ସବୁଠି ବର୍ଷା କରାଇବ , ବେଶୀ ବର୍ଷିବ 28 ତାରିଖ ରୁ 30 ତାରିଖ ପର୍ଯ୍ୟନ୍ତ । ତେବେ ବର୍ଷା ପ୍ରଭାବ ରେ ଆଉ ବଡ ବନ୍ୟା ଆସିବା ର ସମ୍ଭାବନା ରହିଛି , ହଁ ବନ୍ଧୁ ଚଳିତ ମାସ ସେସ ଆଡକୁ ନେହେଲେ ଅକ୍ଟୋବର ମାସ ରୁ ଆରମ୍ଭ ହବା କୁ ଯାଉଛି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମଯ ରେ ବନ୍ୟା ଆଶଙ୍କା ଟଳି ଯାଇଥିବା ସମୟ ରେ ପୁଣି ଏହି ଆଗାମୀ ଲଘୁଚାପ ବର୍ଷା କାରଣ ରୁ ବଡ ବନ୍ୟା ଆସିବା ର ଆଶଙ୍କା ରହିଛି । ତେବେ ବର୍ତ୍ତମାନ ସମୟ ରେ ଏହା ଘୂର୍ଣ୍ଣୀଭୂତ ହୋଇସାରିଛି ଓ ଏହାଫଳ ରେ ମଧ୍ୟ ଉତ୍ତର ଓଡିଶା ରେ ବିଭିନ୍ନ ସ୍ଥାନ ରେ ବର୍ଷା ହୋଇଛି । ତେବେ 24 ତାରିଖ ବେଳ କୁ ମିଆଁମାର ଉପକୂଳ ରେ ଏକ ଘୁର୍ନିବାଳୟ ସୃଷ୍ଟି ହୋଇପାରେ ଓ ଏହା 25 ତାରିଖ ବେଳ କୁ ଲଘୁଚାପ ପରିଣତ ହୋଇ ଆସନ୍ତା 26 ତାରିଖ ରେ ଓଡିଶା ର ଭଦ୍ରକ ଉପକୂଳ ରେ ସ୍ଥଳଭାଗ ଛୁଇଁପାରେ ।

ଠିକ ସେହିପରି ମିଆଁମାର ରେ ଆସନ୍ତା 26 ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ 27 ତାରିଖ ବେଳ କୁ ଲାଘୁଚାପ ଓ 28 ତାରିଖ ରେ ଏହା ଅବପାତ ରୂପ ନେଇ ଅଧିକ ଘନୀଭୂତ ହୋଇ 29 ଓ 30 ତାରିଖ ରେ ଓଡିଶା ର ଉପକୂଳ ରେ ବର୍ଷା ହବା ସହିତ ଆଭ୍ଯନ୍ତରୀଣ ବର୍ଷା ହେବ ଓ 30 ତାରିଖ ରେ ପଶ୍ଚିମବଙ୍ଗ ଓ ଛତିଶଗଡ ପ୍ରବଳ ବର୍ଷିବ ହେବ ବୋଲି ଡକ୍ଟର ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି । ତେବେ ଏହି ଆକଳନ ସତ ହେଲେ ଏକ ବଡ ଧରଣ ର ବନ୍ୟା ଆସିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *