ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଆମ ଓଡିଆ ଇଣ୍ଡଷ୍ଟ୍ରି ଚୂଳବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ବର୍ଷା ଅନୁଭବ ପରସ୍ପର ଉଭୟ କୁ ଶୁଟିଙ୍ଗ ସେଟ ରୁ ଭଲପାଇ ଥିଲେ ଓ 2014 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ବିବାହ କିଛି ବର୍ଷ ପରେ ବର୍ଷା ଓ ଅନୁଭବ ଙ୍କ ମଧ୍ୟ ରେ ପାରିବାରିକ ବିବାଦ ଯୋଗୁ ଅଲଗା ହୋଇଯାଇଛନ୍ତି ଓ ଉଭୟ ବିବାଦ ମାମଲା ବର୍ତ୍ତମାନ ସମୟ ରେ କୋର୍ଟ ରେ ଜାରି ରହିଛି ।
ତେବେ ବନ୍ଧୁଗଣ ବର୍ଷା ଅନୁଭବ ଙ୍କ ଠୁ ଅଲଗା ହେବ ପରେ ନିଜ ଝିଅ ସହିତ କେମିତି ସମୟ ଅତି ବାହିତ କରୁଛନ୍ତି ଆସନ୍ତୁ ଜାଣିବା । ତାହେଲେ ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷା ଙ୍କ ବିବାଦ ର ସମାଧାନ ପାଇଁ ଉଭୟ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ କିନ୍ତୁ କୋର୍ଟ ଉଭୟ ଙ୍କ ସମାଧାନ କରିନାହିଁ । ତେବେ ଏହାରି ଭିତରେ ବର୍ଷା ତାଙ୍କ କୁନି ଝିଅ ସହିତ ବହୁସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ହଁ ବନ୍ଧୁ ବର୍ଷା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରିଛନ୍ତି , ତେବେ ଏହି ଫଟୋ ରେ ବର୍ଷା ଙ୍କ ସହ ଜଣେ କୁନି ଝିଅ ନଜର ଆସିବା ସହ ବହୁସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତାହେଲେ ବନ୍ଧୁଗଣ ଏହି କୁନି ଝିଅ ଜଣକ ହଉଛନ୍ତି ବର୍ଷା ଙ୍କ ବଡ ଭଉଣୀ ର ଝିଅ ଯାହାର ନାମ ରହିଛି ମେହେକ । ତେବେ ବର୍ଷା ତାଙ୍କ ଭଉଣୀ ଝିଅ ସହିତ ବହୁସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ