Breaking News

ଅନୁଭବଙ୍କ ଠାରୁ ଅଲଗା ହେବା ପରେ ବର୍ଷା (Varsha) ପିଲା ମାନଙ୍କ ପିଲାଳିଆମୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଆମ ଓଡିଆ ଇଣ୍ଡଷ୍ଟ୍ରି ଚୂଳବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ବର୍ଷା ଅନୁଭବ ପରସ୍ପର ଉଭୟ କୁ ଶୁଟିଙ୍ଗ ସେଟ ରୁ ଭଲପାଇ ଥିଲେ ଓ 2014 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ବିବାହ କିଛି ବର୍ଷ ପରେ ବର୍ଷା ଓ ଅନୁଭବ ଙ୍କ ମଧ୍ୟ ରେ ପାରିବାରିକ ବିବାଦ ଯୋଗୁ ଅଲଗା ହୋଇଯାଇଛନ୍ତି ଓ ଉଭୟ ବିବାଦ ମାମଲା ବର୍ତ୍ତମାନ ସମୟ ରେ କୋର୍ଟ ରେ ଜାରି ରହିଛି ।

ତେବେ ବନ୍ଧୁଗଣ ବର୍ଷା ଅନୁଭବ ଙ୍କ ଠୁ ଅଲଗା ହେବ ପରେ ନିଜ ଝିଅ ସହିତ କେମିତି ସମୟ ଅତି ବାହିତ କରୁଛନ୍ତି ଆସନ୍ତୁ ଜାଣିବା । ତାହେଲେ ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷା ଙ୍କ ବିବାଦ ର ସମାଧାନ ପାଇଁ ଉଭୟ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ କିନ୍ତୁ କୋର୍ଟ ଉଭୟ ଙ୍କ ସମାଧାନ କରିନାହିଁ । ତେବେ ଏହାରି ଭିତରେ ବର୍ଷା ତାଙ୍କ କୁନି ଝିଅ ସହିତ ବହୁସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ହଁ ବନ୍ଧୁ ବର୍ଷା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରିଛନ୍ତି , ତେବେ ଏହି ଫଟୋ ରେ ବର୍ଷା ଙ୍କ ସହ ଜଣେ କୁନି ଝିଅ ନଜର ଆସିବା ସହ ବହୁସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତାହେଲେ ବନ୍ଧୁଗଣ ଏହି କୁନି ଝିଅ ଜଣକ ହଉଛନ୍ତି ବର୍ଷା ଙ୍କ ବଡ ଭଉଣୀ ର ଝିଅ ଯାହାର ନାମ ରହିଛି ମେହେକ । ତେବେ ବର୍ଷା ତାଙ୍କ ଭଉଣୀ ଝିଅ ସହିତ ବହୁସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା କରିଲା ଭବିଷ୍ୟବାଣୀ – ଭାଙ୍ଗିବ ହୀରାକୁଦ ବନ୍ଧ! ତାପରେ ବାହାରିବ ବଉଳା କୁମ୍ଭୀର! ଜାଣନ୍ତୁ କଣ ମାଳିକାରେ ଲେଖା ଅଛି

ଦର୍ଶକ ବନ୍ଧୁ ଆମେ ଆପଣ ଙ୍କ ପାଇଁ ମାଳିକା ରେ ବର୍ଣ୍ଣିତ ହୋଇଥିବା ସେହିଭଳି କିଛି ଅଜଣା କଥା ଆଜି …

Leave a Reply

Your email address will not be published. Required fields are marked *