Breaking News

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ଆକାଶ ଦାସ ନାୟକ ତାଙ୍କ ଭଲ ଅଭିନୟ କରି ଲୋକଙ୍କ ହୃଦୟ ଜିତିବା ପରେ ରାଜନୀତି ରେ ପାଦ ରଖିଥିଲେ । ରାଜନୀତି ରେ ବି ଲୋକ ମାନେ ବି ତାଙ୍କୁ ବହୁତ ଭଲ ପାଇବା ଦେଇଥିଲେ । ବର୍ତ୍ତମାନ ଆକାଶ ଦାସ ନାୟକ ତାଙ୍କ ନିଜ ଫ୍ୟାନ ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ତେବେ ସେହି ଖୁସି ଖବର ଟି କଣ ଚାଳନ୍ତୁ ଜାଣିବା


ତାହେଲେ ବନ୍ଧୁଗଣ ଆକାଶ ଦାସ ଙ୍କ ପ୍ରକୃତ ନାମ ହଉଛି ଆକାଶ ଦାସନାୟକ , ସେ ସେପ୍ଟେମ୍ବର 17 ତାରିଖ 1981 ମସିହା ରେ ଜନ୍ମ ଗ୍ରହଣ କରିଥିଲେ । ସେ ଯାଜପୁର କଲେଜ ରେ +3 ସମ୍ପୂର୍ଣ୍ଣ କରି ଏଲଏଲବି ଭୁବନେଶ୍ବର ଉତ୍କଳ ୟୁନିଭରସିଟି କରିଛନ୍ତି , ଦିଲ୍ଲୀ ରେ ସେ ସାମ୍ବାଦିକତା ମଧ୍ୟ ପଢିଛନ୍ତି । ଆକାଶ ପ୍ରଥମେ ଆଲବମ ରେ କାମ କରୁଥିଲେ ଓ ପରବର୍ତ୍ତୀ ସମୟ ରେ 2008 ରେ ପ୍ରଥମ ଥର ଓଡିଆ ଇଣ୍ଡଷ୍ଟ୍ରୀ ପାଦ ଦେଇଥିଲେ ।ସେହି ଚଳଚିତ୍ର ର ନାମ ହଉଛି କଳିଙ୍ଗ ପୁତ୍ର । ତା ପରବର୍ତ୍ତୀ ସମୟ ରେ ସେ ବହୁ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇଛନ୍ତି । ବନ୍ଧୁଗଣ ଆକାଶ 2014 ମସିହା ରେ ବିଜେଡ଼ି ଯୋଗ ଦେବା ସହ କୋରେଇ ନିର୍ବାଚନ ମଣ୍ଡଳୀ ରୁ ବିଜୟୀ ହୋଇଥିଲେ ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆକାଶ ଦାସ ଶୁଭ୍ରଜ୍ୟୋତି ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ତାଙ୍କ ର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ଆକାଶ ଙ୍କ ପରିବାର କହିଲେ ଆକାଶ ଙ୍କ ବାପା,ମା,ପତ୍ନୀ ଓ ପୁଅ ତେବେ ବର୍ତ୍ତମାନ ସମୟ ରେ ତାଙ୍କ ପରିବାର ସଦସ୍ୟ ରେ ଆଉ ଜଣେ ସଦସ୍ୟ ଆସିଛନ୍ତି , ହଁ ବନ୍ଧୁ ଆକାଶ ଦ୍ଵିତୀୟ ସନ୍ତାନ ର ବାପା ହୋଇଛନ୍ତି , ବର୍ତ୍ତମାନ ସମୟ ରେ ଆକାଶ ଙ୍କ ପତ୍ନୀ ଶୁଭ୍ରଜ୍ୟୋତି ଆଉ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି , ତେବେ ଏହି ସୂଚନା ଟି ଅକ୍ଷ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ପାଇଁ ଦେଖନ୍ତୁ Ollywood ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) ଙ୍କ ୨ ପୁଅଙ୍କୁ, ଆଗରୁ ଦେଖି ନଥିବେ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ମାନ ଙ୍କୁ ବେସ ଭଲ …

Leave a Reply

Your email address will not be published. Required fields are marked *