Breaking News

ଓଡିଆ ସିରିଏଲ ଅଭିନେତ୍ରୀ ତନୁଜା ଖୁଡୀଙ୍କୁ (Ranjita Panigrahi) ନେଇ ଆସିଲା ବହୁତ ବଡ ଦୁଃଖ ଖବର, ଦୁଃଖରେ ଭାଙ୍ଗି ପଡିଲେ ରଞ୍ଜିତା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ତାରା ତାରିଣୀ ଧାରାବାହିକ ରେ ତନୁଜା ଖୁଡୀ ଚରିତ୍ର ରେ ଅଭିନୟ କରୁଥିବା ରଂଜିତା ପାଣିଗ୍ରାହୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତାହେଲେ ବର୍ତ୍ତମାନ ସମୟ ରେ ରଞ୍ଜିତା ଙ୍କ ଘରୁ ବହୁତ ବଡ ଦୁଃଖ ର ଖବର ଆସିଛି , ହଁ ବନ୍ଧୁ ଆସନ୍ତୁ ଜାଣିବା ଏହି ଦୁଃଖ ଖବର ଟି କଣ ରହିଛି ।


ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଜୀ ସାର୍ଥକ ଟିଭି ର ରିଆଲିଟି ସୋ ରଜ କୁଇନି ୨୦୧୬ ରେ ରଞ୍ଜିତା ବିଜେତା ହୋଇ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ହଁ ବନ୍ଧୁ ତାରା ତାରିଣୀ ରେ ଧାରାବାହିକ ରେ ଅଭିନୟ କରିବା ପାଇଁ ଅଫର ମିଳିଥିଲା ଓ ଏହି ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଓଡ଼ିଶା ର ଘରେ ଘରେ ତନୁଜା ଖୁଡୀ ନାମ ରେ ବେଶ ପରିଚିତ ଥିଲେ ଏବଂ ତାଙ୍କ ଅଭିନୟ ପାଇଁ ମଧ୍ୟ ଏହି ଧାରାବାହିକ ଟି ଲୋକ ପ୍ରିୟ ହୋଇ ପାରିଥିଲା । ତାହେଲେ ଏହି ଧାରାବାହିକ ବନ୍ଦ ହୋଇ ଯିବାରୁ ଏଥିରେ ଆଉ ଏକ ଧାରାବାହିକ ସଂଯୋଗ କରା ଯାଇଥିଲା ତାରିଣୀ ଆଖିରେ ତାରା ଯେଉଁ ଧାରାବାହିକ ଟି ଆପଣ ମାନେ ସବୁବେଳେ ଦେଖୁଛନ୍ତି ଏହି ଧାରାବାହିକ ମଧ୍ୟ ତନୁଜା ନଜର ଆସିଛନ୍ତି ।


ତେବେ ଏହି ଧାରାବାହିକ ରେ ତନୁଜା ଖୁଡୀ ବର୍ତ୍ତମାନ ସମୟ ରେ ମା ଚରିତ୍ର ରେ ନଜର ଆସୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ରଞ୍ଜିତା ଙ୍କ ଘରୁ ଏକ ବଡ ଦୁଃଖ ର ଖବର ଆସିଯାଇଛି ଓ ବର୍ତ୍ତମାନ ତନୁଜା ତାଙ୍କ ଗାଁ ରେ ଅଛନ୍ତି ଓ ତାଙ୍କ ପାଇଁ ସବୁଠୁ ବଡ ଖବର ଯେ ରଞ୍ଜିତା ଙ୍କ ପୁତୁରା ଙ୍କ ଗତ କାଲି ମୃ-ତ୍ୟୁ ହୋଇଛି । ତେବେ ତାଙ୍କ ପୁତୁରା କୁ ସେ ବହୁତ ଭଲ ପାଉଥିଲେ ଓ ପୁଅ ମଧ୍ୟ ଡାକୁଥିଲେ , ତେବେ ପୁତୁରା ଙ୍କ ମୃତ୍ୟୁ ରେ ରଞ୍ଜିତା ବହୁତ ଭାଙ୍ଗି ଯାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.