ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ତାରା ତାରିଣୀ ଧାରାବାହିକ ରେ ତନୁଜା ଖୁଡୀ ଚରିତ୍ର ରେ ଅଭିନୟ କରୁଥିବା ରଂଜିତା ପାଣିଗ୍ରାହୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତାହେଲେ ବର୍ତ୍ତମାନ ସମୟ ରେ ରଞ୍ଜିତା ଙ୍କ ଘରୁ ବହୁତ ବଡ ଦୁଃଖ ର ଖବର ଆସିଛି , ହଁ ବନ୍ଧୁ ଆସନ୍ତୁ ଜାଣିବା ଏହି ଦୁଃଖ ଖବର ଟି କଣ ରହିଛି ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଜୀ ସାର୍ଥକ ଟିଭି ର ରିଆଲିଟି ସୋ ରଜ କୁଇନି ୨୦୧୬ ରେ ରଞ୍ଜିତା ବିଜେତା ହୋଇ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ହଁ ବନ୍ଧୁ ତାରା ତାରିଣୀ ରେ ଧାରାବାହିକ ରେ ଅଭିନୟ କରିବା ପାଇଁ ଅଫର ମିଳିଥିଲା ଓ ଏହି ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଓଡ଼ିଶା ର ଘରେ ଘରେ ତନୁଜା ଖୁଡୀ ନାମ ରେ ବେଶ ପରିଚିତ ଥିଲେ ଏବଂ ତାଙ୍କ ଅଭିନୟ ପାଇଁ ମଧ୍ୟ ଏହି ଧାରାବାହିକ ଟି ଲୋକ ପ୍ରିୟ ହୋଇ ପାରିଥିଲା । ତାହେଲେ ଏହି ଧାରାବାହିକ ବନ୍ଦ ହୋଇ ଯିବାରୁ ଏଥିରେ ଆଉ ଏକ ଧାରାବାହିକ ସଂଯୋଗ କରା ଯାଇଥିଲା ତାରିଣୀ ଆଖିରେ ତାରା ଯେଉଁ ଧାରାବାହିକ ଟି ଆପଣ ମାନେ ସବୁବେଳେ ଦେଖୁଛନ୍ତି ଏହି ଧାରାବାହିକ ମଧ୍ୟ ତନୁଜା ନଜର ଆସିଛନ୍ତି ।
ତେବେ ଏହି ଧାରାବାହିକ ରେ ତନୁଜା ଖୁଡୀ ବର୍ତ୍ତମାନ ସମୟ ରେ ମା ଚରିତ୍ର ରେ ନଜର ଆସୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ରଞ୍ଜିତା ଙ୍କ ଘରୁ ଏକ ବଡ ଦୁଃଖ ର ଖବର ଆସିଯାଇଛି ଓ ବର୍ତ୍ତମାନ ତନୁଜା ତାଙ୍କ ଗାଁ ରେ ଅଛନ୍ତି ଓ ତାଙ୍କ ପାଇଁ ସବୁଠୁ ବଡ ଖବର ଯେ ରଞ୍ଜିତା ଙ୍କ ପୁତୁରା ଙ୍କ ଗତ କାଲି ମୃ-ତ୍ୟୁ ହୋଇଛି । ତେବେ ତାଙ୍କ ପୁତୁରା କୁ ସେ ବହୁତ ଭଲ ପାଉଥିଲେ ଓ ପୁଅ ମଧ୍ୟ ଡାକୁଥିଲେ , ତେବେ ପୁତୁରା ଙ୍କ ମୃତ୍ୟୁ ରେ ରଞ୍ଜିତା ବହୁତ ଭାଙ୍ଗି ଯାଇଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ