ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏ ଦୁନିଆ ରେ ସବୁଠୁ ପବିତ୍ର ଓ ମଜବୁତ ସମ୍ପର୍କ ହଉଛି ସ୍ଵାମୀ ସ୍ତ୍ରୀ ସମ୍ପର୍କ । ତେବେ ଏକ ଝିଅ ବିବାହ ପରେ ତାର ବାପଘର କୁ ଛାଡି ସଦା ସର୍ବଦା ପାଇଁ ସାସୁ ଘର କୁ ଆସିଥାଏ ଓ ନିଜ ଶାଶୁଘର କୁ ନିଜର କରି ତାର ଜୀବନ ଅତିବାହିତ କରିଥାଏ । ତେବେ ଶାଶୁଘରେ ସାସୁଶଶୁର ଙ୍କ ସେବା ଓ ନିଜ ସ୍ଵାମୀ ଙ୍କ ର ମଧ୍ୟ ସୁଖ ଦୁଃଖ ରେ ପାଖ ରେ ଠିଆ ହୋଇବା ।
ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଆପଣ ମାନେ ନିଶ୍ଚୟ ଦେଖିପାରୁଥିବେ ଯେ କେଉଁଠି ବୋହୁ ଶଶୁର କୁ ଚପଲ ରେ ବା-ଡା-ଉ-ଛି ତ କେଉଁଠି ବିଛ ରାସ୍ତା ରେ ପି-ଟୁ-ଛି । ତେବେ ସବୁଠୁ ବଡ କଥା ହେଲା ପ୍ରାୟ ସ୍ତ୍ରୀ ବୋଲକରା ମଣିଷ ମାନେ ସ୍ତ୍ରୀ ପଛ ରେ ପଡି ନି ବାପା ମା ଙ୍କୁ ଖାଇବାକୁ ନଦେଇ ଘର ବାହାର କରିଦେଇଥାନ୍ତି ବୃଦ୍ଧ ଅବସ୍ଥା ରେ । ଏହି ଭଳି ଅନେକ ଦୃଶ୍ୟ ଆପଣ ମାନେ ସୋସିଆଲ ମିଡିଆ ରେ ନିଶ୍ଚୟ ଦେଖୁଥିବେ ।
ତେବେ ବର୍ତ୍ତମାନ ସମୟ ରେ ସେହିଭଳି ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ଏହି ଭିଡିଓ ଟି ଦେଖିଲ ପରେ ଆପଣ ମାନେ ନିଶ୍ଚୟ ଭାବି ଯେ ସ୍ଵାମୀ ସ୍ତ୍ରୀ ଙ୍କ ପବିତ୍ର ସମ୍ପର୍କ କୁ କିଛି ଖରାପ ଚରିତ୍ର ର ସ୍ତ୍ରୀ ଲୋକ ମାନ ଙ୍କ ପାଇଁ ଏହି ପବିତ୍ର ସମ୍ପର୍କ କ-ଳ-ଙ୍କି-ତ ହେଉଛି , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଜଣେ ସ୍ତ୍ରୀ ଲୋକ ତାର ପ୍ରେମିକ କୁ ନିଜ ଶାଶୁଘର କୁ ଡକାଇ ରା-ସ-ଲୀ-ଳା କରୁଥିବା ସମୟ ରେ ସ୍ତ୍ରୀ ଓ ପ୍ରେମିକ କୁ ସ୍ଵାମୀ ଧରି ପକେଇଛି ଓ ପରିବାର ଲୋକ ଙ୍କୁ ଡକାଇ ତାର ଏକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆ ରେ ପୋଷ୍ଟ କରିଛି , ତେବେ ବନ୍ଧୁଗଣ ଘଟନା ଟି ଆମ ଭାରତ ଦେଶ ଭିତରେ ଘଟିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ