Breaking News

ଜ୍ୟୋତିଙ୍କୁ ଝୁରୁଛି ପୁରା ସ୍କୁଲ, ରାଜାର ସହପାଠିନୀ କହିଲେ – ଜ୍ୟୋତିର ସ୍ଥାନ ମୋ ହୃଦୟରେ ଆଉ କିଏ ନେବନି, ଭିଡିଓ ଦେଖିଲେ ଆଖିରୁ ଲୁହ ଝରି ଯିବ, ଦେଖନ୍ତୁ ଭିଡିଓ

ଏଇ କିଛି ଦିନ ତଳେ ୧୦ମ ଶ୍ରେଣୀର ଛାତ୍ର ରାଜା ଡ୍ରେନ ରେ ଖସି ପଡି ପ୍ରାଣ ହାରିଥିଲା, ଯାହାର ଚର୍ଚାର ସାରା ରାଜ୍ୟ ହେଉଛି ବର୍ତ୍ତମାନ । ଦୁନିଆ କୁ ଦେଖିବା ଆଗରୁ ସଂସାରକୁ ଛାଡିଚାଲିଗଲା ସେ । ରାଜାର ବିୟୋଗରେ ରାଜାକୁ ବାପା ମା ଓ ବନ୍ଧୁ ପରିବାର ସମସ୍ତେ ଝୁରୁଛନ୍ତି କିନ୍ତୁ ରାଜା ଆଉ ଏଇ ଦୁନିଆକୁ ଫେରିବ ନାହିଁ, ତଥାପି ତାକୁ ମନେ ପକାଇ ବାହୁନି ବାହୁନି ଝୁରୁଛନ୍ତି ତାର ସାଙ୍ଗ ସାଥି । , ତେବେ ଆମେ ଭଗବାନ ନିକଟ ରେ ପ୍ରାର୍ଥନା କରୁଛୁ ଯେ ରାଜା ର ଆତ୍ମା କୁ ଶାନ୍ତି ମିଳୁ ।


ତାହେଲେ ବନ୍ଧୁଗଣ ଗତ କାଲି ରାଜା ପଢୁଥିବା ସ୍କୁଲ ଭୁବନେଶ୍ବର ୟୁନିଟ 8 ରେ ଥିବା ସରସ୍ଵତୀ ବିଦ୍ୟା ମନ୍ଦିର ରେ ରାଜା ର ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା , ତେବେ ଏହି ସମୟ ରେ ରାଜା ଙ୍କ ସହ ପାଠିନୀ ସୋମ୍ୟା ରାଜା ଙ୍କ ବିଷୟ ରେ କହିଛନ୍ତି ଯେ ରାଜା ହେଉଛି ଆମ ବିଦ୍ୟାଳୟ ର ପୁଅ ଓ ଜଣେ ମେଧାବୀ ଛାତ୍ର । ସେ ମୋର ଭାଇ ଭଳି ଥିଲା ଓ ସେ ବର୍ତ୍ତମାନ ନଥିଲେ ମଧ୍ୟ ମୋ ହୃଦୟ ରେ ତାର ସ୍ଥାନ ଆଉ କେହି ନେଇ ପାରିବେ ନହିଁ ।

ହଁ ବନ୍ଧୁ ସବୁଠୁ ବଡ କଥା ରାଜା ଙ୍କ ସହ ପାଠିନୀ ସୋମ୍ୟା କହିଛନ୍ତି ଯେ ରାଜା ଦଶମ ପରୀକ୍ଷା ରେ 90 ପ୍ରତିଶତ ଅଧିକ ନମ୍ବର ରଖି ସ୍କୁଲ ର ନାମ କୁ ଉଚ୍ଚ କୁ ନେବା ପାଇଁ କିନ୍ତୁ ରାଜା ର ସେହି ସ୍ଵପ ଅଧୁରା ରହିଗଲା । ତେବେ ରାଜା କେବଳ ପାଠ ପଢା ରେ ମନ ଦେଉଥିଲେ ଓ ଦୁଷ୍ଟାମି ନଥିଲା । ତେବେ ତାର ମୃତ୍ୟୁ ହବା ପରେ ତାଙ୍କ ସାଙ୍ଗ ସାଥି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.