ଏଇ କିଛି ଦିନ ତଳେ ୧୦ମ ଶ୍ରେଣୀର ଛାତ୍ର ରାଜା ଡ୍ରେନ ରେ ଖସି ପଡି ପ୍ରାଣ ହାରିଥିଲା, ଯାହାର ଚର୍ଚାର ସାରା ରାଜ୍ୟ ହେଉଛି ବର୍ତ୍ତମାନ । ଦୁନିଆ କୁ ଦେଖିବା ଆଗରୁ ସଂସାରକୁ ଛାଡିଚାଲିଗଲା ସେ । ରାଜାର ବିୟୋଗରେ ରାଜାକୁ ବାପା ମା ଓ ବନ୍ଧୁ ପରିବାର ସମସ୍ତେ ଝୁରୁଛନ୍ତି କିନ୍ତୁ ରାଜା ଆଉ ଏଇ ଦୁନିଆକୁ ଫେରିବ ନାହିଁ, ତଥାପି ତାକୁ ମନେ ପକାଇ ବାହୁନି ବାହୁନି ଝୁରୁଛନ୍ତି ତାର ସାଙ୍ଗ ସାଥି । , ତେବେ ଆମେ ଭଗବାନ ନିକଟ ରେ ପ୍ରାର୍ଥନା କରୁଛୁ ଯେ ରାଜା ର ଆତ୍ମା କୁ ଶାନ୍ତି ମିଳୁ ।
ତାହେଲେ ବନ୍ଧୁଗଣ ଗତ କାଲି ରାଜା ପଢୁଥିବା ସ୍କୁଲ ଭୁବନେଶ୍ବର ୟୁନିଟ 8 ରେ ଥିବା ସରସ୍ଵତୀ ବିଦ୍ୟା ମନ୍ଦିର ରେ ରାଜା ର ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା , ତେବେ ଏହି ସମୟ ରେ ରାଜା ଙ୍କ ସହ ପାଠିନୀ ସୋମ୍ୟା ରାଜା ଙ୍କ ବିଷୟ ରେ କହିଛନ୍ତି ଯେ ରାଜା ହେଉଛି ଆମ ବିଦ୍ୟାଳୟ ର ପୁଅ ଓ ଜଣେ ମେଧାବୀ ଛାତ୍ର । ସେ ମୋର ଭାଇ ଭଳି ଥିଲା ଓ ସେ ବର୍ତ୍ତମାନ ନଥିଲେ ମଧ୍ୟ ମୋ ହୃଦୟ ରେ ତାର ସ୍ଥାନ ଆଉ କେହି ନେଇ ପାରିବେ ନହିଁ ।
ହଁ ବନ୍ଧୁ ସବୁଠୁ ବଡ କଥା ରାଜା ଙ୍କ ସହ ପାଠିନୀ ସୋମ୍ୟା କହିଛନ୍ତି ଯେ ରାଜା ଦଶମ ପରୀକ୍ଷା ରେ 90 ପ୍ରତିଶତ ଅଧିକ ନମ୍ବର ରଖି ସ୍କୁଲ ର ନାମ କୁ ଉଚ୍ଚ କୁ ନେବା ପାଇଁ କିନ୍ତୁ ରାଜା ର ସେହି ସ୍ଵପ ଅଧୁରା ରହିଗଲା । ତେବେ ରାଜା କେବଳ ପାଠ ପଢା ରେ ମନ ଦେଉଥିଲେ ଓ ଦୁଷ୍ଟାମି ନଥିଲା । ତେବେ ତାର ମୃତ୍ୟୁ ହବା ପରେ ତାଙ୍କ ସାଙ୍ଗ ସାଥି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ