ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଯେଉଁ ଧାରାବାହିକ ଲୋକ ପ୍ରିୟ ହୋଇଥିଲେ ମଧ୍ୟ ତାହା ଦିନେ ନା ଦିନେ ନିଶ୍ଚୟ ସରିଯିବ । ଯେମିତି କି ବର୍ତ୍ତମାନ ସମୟ ରେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ନୂଆ ବୋହୁ ବନ୍ଦ ହୋଇଯାଇଛି । ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ସାତ୍ଵିକ ଓ ରାଧିକା ଅଭିନୟ ମଧ୍ୟ ଆଉ ଦେଖିବାକୁ ମିଳୁନହିଁ । କିନ୍ତୁ ତାଙ୍କର ବହୁ ପ୍ରଶଂସକ ମାନେ ଏହି ଦୁଇ ଯୋଡି ଙ୍କୁ ପୁଣି ଏକାଠି ଦେଖିବାକୁ ଚାହୁଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ଦୁଇ ଯୋଡି ଏନକେ ଜବରଦସ୍ତ ଅଭିନୟ ଏହି ନୂଆ ବୋହୁ ଧାରାବାହିକ ରେ ଦେଖିଥିବେ , ତେବେ ଏହି ଦୁଇ ଙ୍କ ଅଭିନୟ ପାଇଁ ନୂଆ ବୋହୁ ଆଜି ସରି ଯାଇଥିଲେ ମଧ୍ୟ ଦର୍ଶକ ମାନେ ଏହି ଧାରାବାହିକ କୁ ଭୁଲି ନାହାଁନ୍ତି କି ସାତ୍ଵିକ ଓ ରାଧିକା ପୁଣିଥରେ ଦେଖିବାକୁ ଚାହୁଁଛନ୍ତି । ତେବେ ଏହି ନୂଆ ବୋହୁ ଧାରାବାହିକ ଟି ଦୀର୍ଘ 18 ବର୍ଷ ଆଗକୁ ଚାଲିଯାଇଛି ଓ ଏଥିରେ ରାଧିକା ଓ ସତ୍ୱିକୀ ଙ୍କ ଝିଅ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଛନ୍ତି ।
ତାହେଲେ ଏହି ଧାରାବାହିକ ରୁ ସାତ୍ଵିକ ତାଙ୍କ ଅଭିନୟ ଛାଡିବା ପରେ ବର୍ତ୍ତମାନ ସମୟ ରେ ସାତ୍ଵିକ ତାଙ୍କ ପରିବାର ଲୋକ ଙ୍କୁ ନେଇ ପୁରୀ ବୁଲିବାକୁ ଯାଇଛନ୍ତି ଓ ତାଙ୍କ ପରିବାର ରେ ସେ ତାଙ୍କ ବାପା,ମା,ଓଭଉଣୀ ଅଛନ୍ତି । ତେବେ ବନ୍ଧୁଗଣ ବଡ ଖୁସି ଖବର ଯେ ସାତ୍ଵିକ ଏନକେ ଆଗାମୀ ଦିନ ମାନ ଙ୍କ ଭିତରେ ଆଉ ଏକ ଧାରାବାହିକ ଆସିବାକୁ ଯାଉଛି ଓ ଏହି ଧାରାବାହିକ ର ନାମ ରହିଛି ବନ୍ଧନ ଏ ଜନ୍ମ ଜନ୍ମ ର , କିନ୍ତୁ ଏହି ଧାରାବାହିକ ରାଧିକା ନଜର ଆସିବେ ନହିଁ କେବଳ ସାତ୍ଵିକ ନଜର ଆସିବେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ