Breaking News

ନୂଆ ସିରିଏଲ ଆସିବା ପୂର୍ବରୁ ପରିବାର ସହ ପୁରୀ ବୁଲିବାକୁ ଗଲେ ସ୍ଵାତ୍ତିକ (Jagajit Pal) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଯେଉଁ ଧାରାବାହିକ ଲୋକ ପ୍ରିୟ ହୋଇଥିଲେ ମଧ୍ୟ ତାହା ଦିନେ ନା ଦିନେ ନିଶ୍ଚୟ ସରିଯିବ । ଯେମିତି କି ବର୍ତ୍ତମାନ ସମୟ ରେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ନୂଆ ବୋହୁ ବନ୍ଦ ହୋଇଯାଇଛି । ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ସାତ୍ଵିକ ଓ ରାଧିକା ଅଭିନୟ ମଧ୍ୟ ଆଉ ଦେଖିବାକୁ ମିଳୁନହିଁ । କିନ୍ତୁ ତାଙ୍କର ବହୁ ପ୍ରଶଂସକ ମାନେ ଏହି ଦୁଇ ଯୋଡି ଙ୍କୁ ପୁଣି ଏକାଠି ଦେଖିବାକୁ ଚାହୁଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ଦୁଇ ଯୋଡି ଏନକେ ଜବରଦସ୍ତ ଅଭିନୟ ଏହି ନୂଆ ବୋହୁ ଧାରାବାହିକ ରେ ଦେଖିଥିବେ , ତେବେ ଏହି ଦୁଇ ଙ୍କ ଅଭିନୟ ପାଇଁ ନୂଆ ବୋହୁ ଆଜି ସରି ଯାଇଥିଲେ ମଧ୍ୟ ଦର୍ଶକ ମାନେ ଏହି ଧାରାବାହିକ କୁ ଭୁଲି ନାହାଁନ୍ତି କି ସାତ୍ଵିକ ଓ ରାଧିକା ପୁଣିଥରେ ଦେଖିବାକୁ ଚାହୁଁଛନ୍ତି । ତେବେ ଏହି ନୂଆ ବୋହୁ ଧାରାବାହିକ ଟି ଦୀର୍ଘ 18 ବର୍ଷ ଆଗକୁ ଚାଲିଯାଇଛି ଓ ଏଥିରେ ରାଧିକା ଓ ସତ୍ୱିକୀ ଙ୍କ ଝିଅ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଛନ୍ତି ।


ତାହେଲେ ଏହି ଧାରାବାହିକ ରୁ ସାତ୍ଵିକ ତାଙ୍କ ଅଭିନୟ ଛାଡିବା ପରେ ବର୍ତ୍ତମାନ ସମୟ ରେ ସାତ୍ଵିକ ତାଙ୍କ ପରିବାର ଲୋକ ଙ୍କୁ ନେଇ ପୁରୀ ବୁଲିବାକୁ ଯାଇଛନ୍ତି ଓ ତାଙ୍କ ପରିବାର ରେ ସେ ତାଙ୍କ ବାପା,ମା,ଓଭଉଣୀ ଅଛନ୍ତି । ତେବେ ବନ୍ଧୁଗଣ ବଡ ଖୁସି ଖବର ଯେ ସାତ୍ଵିକ ଏନକେ ଆଗାମୀ ଦିନ ମାନ ଙ୍କ ଭିତରେ ଆଉ ଏକ ଧାରାବାହିକ ଆସିବାକୁ ଯାଉଛି ଓ ଏହି ଧାରାବାହିକ ର ନାମ ରହିଛି ବନ୍ଧନ ଏ ଜନ୍ମ ଜନ୍ମ ର , କିନ୍ତୁ ଏହି ଧାରାବାହିକ ରାଧିକା ନଜର ଆସିବେ ନହିଁ କେବଳ ସାତ୍ଵିକ ନଜର ଆସିବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.