Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତ୍ରୀ ଆନିଶା (Aanisha) ତାଙ୍କ ଦୁଇ ମାସର ଝିଅ କେମିତି ଦିନ କାଟୁଛନ୍ତି ଦେଖିଲେ ନହସି ରହି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ କି ଭଲପାଇବା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ବିବାହ ପରେ ନିଜ ଶାଶୁଘରେ ନିଜ ସ୍ଵାମୀ ଙ୍କ ସହିତ ବେସ ଖୁସି ରେ ଅଛନ୍ତି । ତେବେ ବନ୍ଧୁଗଣ ଆଜି ଆମର ଏହି ପେଜ ରେ ଏମିତି ଦୁଇ ଯୋଡି ଙ୍କ ବିଷୟ ରେ ଜାଣିବା ଯିଏ କି ଭଲପାଇବା ପରେ ବିବାହ କରିଛନ୍ତି ଓ ବିବାହ ପରେ ତାଙ୍କ ସମ୍ପର୍କ ଆହୁରି ମଜବୁତ ହୋଇ ଯାଇଛି ଓ ଏହି ଦୁଇ ଯୋଡି ଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି ।

ତେବେ ଏହି ଦୁଇ ଯୋଡି ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଅନିଶା ଓ ସୁଭାସିସ, ତେବେ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଭଲପାଇ ବିବାହ କରିବା ପରେ ବହୁ ଚଳଚିତ୍ର ଓ ଧାରାବାହିକ ରେ ନଜର ଆସିଥିଲେ ସତ କିନ୍ତୁ ଏକାଠି ହୋଇ ଅଭିନୟ କରି ନାହାଁନ୍ତି , ଉଭୟ ଅଲଗା ଅଲଗା ଧାରାବାହିକ ଓ ଚଳଚିତ୍ର ରେ ଅଭିନୟ କରୁଥିଲେ । ତେବେ ଅନିଶା ଗତ କିଛି ମାସ ତଳେ ଗର୍ଭବତୀ ଥିବାରୁ ସେ ସଂପୂର୍ଣ୍ଣ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଥିଲେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆପଣ ମାନେ ଜାଣିଥିବେ ଯେ ଗତ କିଛି ମାସ ତଳେ ଅନିଶା ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ ଓ ଏହି କନ୍ୟା ର ନାମ ଭିୟୋନା ରଖିଥିଲେ । ତେବେ ବର୍ତ୍ତମାନ ସମୟ ରେ ଅନିଶା ଓ ତାଙ୍କ ଝିଅ ଭିୟୋନା ର ବହୁ ଗୁଡିଏ ସର୍ଟ ଭିଡିଓ ଦେଖିବାକୁ ମିଳିଛି ଓ ଏହି ସର୍ଟ ଭିଡିଓ ରେ ଅନିଶା ତାଙ୍କ ଝିଅ ସହିତ ବହୁ ସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ (Goodly Rath)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , …

Leave a Reply

Your email address will not be published. Required fields are marked *