Breaking News

ମୁକୁଳା ଡ୍ରେନ ରେ ରାଜା ଭାସିଗଲା, ଆଜି ଝୁରୁଛି ସ୍କୁଲ, ଝୁରୁଛନ୍ତି ଶିକ୍ଷକ, ଝୁରୁଛନ୍ତି ସାଙ୍ଗ ମାନେ ଭିଡିଓ ଦେଖିଲେ ଆଖିରୁ ଲୁହ ଝରି ଯିବ

ଦର୍ଶକ ବନ୍ଧୁ ଡ୍ରେନ ପାଣି ରେ ବୁଡି ପ୍ରାଣ ହରାଇଥିବା ସ୍କୁଲ ଛାତ୍ର ଜ୍ୟୋତିପ୍ରକାଶ ବେହେରା ବା ରାଜା ପାଇଁ ଆଜି ସାରା ରାଜ୍ୟ କାନ୍ଦୁଛି । ତେବେ ପୁଅ ର ମୃତ୍ୟୁ ରେ ବାପା ମା ବନ୍ଧୁବର୍ଗ ବେସ ଦୁଃଖ ରେ ଅଛନ୍ତି ଓ ରାଜା କୁ ସମସ୍ତେ ଝୁରୁଛନ୍ତି କିନ୍ତୁ ରାଜା ଆଉ ଫେରିବନହିଁ କାରଣ ସେ ସବୁଦିନ ପାଇଁ ଆରପାରି ଚାଲିଯାଇଛି , ତେବେ ଆମେ ଭଗବାନ ନିକଟ ରେ ପ୍ରାର୍ଥନା କରୁଛୁ ଯେ ରାଜା ର ଆତ୍ମା କୁ ଶାନ୍ତି ମିଳୁ । ହଁ ବନ୍ଧୁ ଯେଉଁଭଳି ଭଳି ଭାବେ ରାଜା ଅଣନିଶ୍ଵାସ ହୋଇ କି ମୃତ୍ୟୁ କରିଛି ତାହା ବେସ କଷ୍ଟଦାୟକ ।

ତାହେଲେ ବନ୍ଧୁଗଣ ଗତ କାଲି ରାଜା ପଢୁଥିବା ସ୍କୁଲ ଭୁବନେଶ୍ବର ୟୁନିଟ 8 ରେ ଥିବା ସରସ୍ଵତୀ ବିଦ୍ୟା ମନ୍ଦିର ରେ ରାଜା ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା । ତେବେ ସବୁଠୁ ବଡ କଥା ହେଲା ଯେ ରାଜା ହେଉଛନ୍ତି ଜଣେ ମେଧାବୀ ଛାତ୍ର ଓ ସେ ଭଲ ପାଠ ପଢିବା ସହିତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରିୟ ଛାତ୍ର ଥିଲେ ରାଜା । ସ୍କୁଲ ରେ ରାଜା କେବେ ବି ଦୁଷ୍ଟାମି କରି ନଥାଏ । ସେ ବହୁତ ସାନ୍ତ ସରଲ ଥିଲେ ।

କିନ୍ତୁ ଲଘୁଚାପ ହବା ଯୋଗୁ ଯେମିତି ବର୍ଷା ହୋଇଥିଲା ସେହି ବର୍ଷା ପରିମାଣ ଏତେଥିଲା ଯେ ରାଜା କୁ ଡ୍ରେନ ରେ ଭସେଇ ନେଲା ଓ ଡ୍ରେନ ର ପାଣିସ୍ରୋତ ରେ ରାଜା ଅଣ ନିଶ୍ଵାସ ହୋଇ ମୃତ୍ୟୁ କରିଥିଲେ । ତେବେ ତାଙ୍କ ସ୍କୁଲ ରେ ରାଜା ଙ୍କୁ ଶ୍ରଦ୍ଧାଞ୍ଜଲି ଅର୍ପଣ କରୁଥିବା ସମୟ ରେ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ , ସାଙ୍ଗସାଥି ମାନେ ଉପସ୍ଥିତ ଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମହାଲିଙ୍ଗ କଲେଜରେ ସେଦିନ ରାତି କାହାଣୀ କହିଲେ JCB ଡ୍ରାଇଭର ପୁଷ୍କର, ଏମିତି କଥା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ କଳାହାଣ୍ଡି ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲ ର ଶିକ୍ଷକ ମମିତା ମେହେର …

Leave a Reply

Your email address will not be published. Required fields are marked *