Breaking News

ବଡ ଖବର – ଏହି ବଡ ଅଭିନେତ୍ରୀଙ୍କର ସଡକ ଦୁର୍ଘଟଣା ଅକାଳ ବିୟୋଗ ହେଲା

ଦର୍ଶକ ବନ୍ଧୁ ଆମ ଏଇ ଅଭିନୟ ଜଗତ ରେ ବହୁ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ବହୁ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଭଲ ଅଭିନୟ କରି ନିଜ କ୍ଯାରିୟର ଆରମ୍ଭ କରିଛନ୍ତି ଓ ବହୁ କମ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଖ-ରା-ପ ଅଭିନୟ ଦେଖାଇ ବରବାଦ ହୋଇଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏକ ଦୁଃଖ ର ଖବର ମିଳିଛି ଯେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ସୋମବାର ଦିନ ସକାଳୁ ନିଜ ବନ୍ଧୁ ଙ୍କ ସହ କାର ରେ ଯାଉଥିବା ସମୟ ରେ ଗୋଆ ରେ ଅରପୋରା ଅଞ୍ଚଳ ରେ ତାଙ୍କ କାର ଟି ରାସ୍ତା ତଳକୁ ଖସି ଯାଇଥିଲା ଓ ଏହାଫଳ ରେ ସେହି ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ସହ ତାଙ୍କ ବନ୍ଧୁ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ମୃତ ଅଭିନେତ୍ରୀ ଜଣକ ହଉଛନ୍ତି ଈଶ୍ଵରୀ ଦେଶପାଣ୍ଡେ ।

ତେବେ ଏହି ଅଭିନେତ୍ରୀ ଜଣକ ହିନ୍ଦୀ ଫିଲ୍ମ ରେ ଅଭିନୟ କରିବା ସହିତ ତାମିଲ ଫିଲ୍ମ ରେ ମଧ୍ୟ ନଜର ଆସିଛନ୍ତି । ତେବେ ତାଙ୍କ ସହିତ ମୃତ୍ୟୁ କରିଥିବା ତାଙ୍କ ବନ୍ଧୁ ଙ୍କ ନାମ ହଉଛି ଶୁଭମ । ତେବେ ଈଶ୍ଵରୀ ଙ୍କ ବୟସ ମାତ୍ର 25 ବର୍ଷ ବୟସ ହୋଇଥିବା ସମୟ ରେ ଶୁଭମ ଙ୍କୁ 28 ବର୍ଷ ବୟସ ହୋଇଛି । ହଁ ବନ୍ଧୁ ଯେଉଁ ଦିନ ଦୁ-ର୍ଘ-ଟ-ଣା ଘଟିଲା ସେହିଦିନ ଅପରାହ୍ନ ରୁ ଗାଡି ଟି ବହୁ ଦ୍ରୁତଗତି ରେ ଆସୁଥିଲା ଓ ସେଥିପାଇଁ ଭାରସାମ୍ୟ ହରାଇ ଏହି ଦୁ-ର୍ଘ-ଟ-ଣା ଟି ଘଟିଛି ବୋଲି ଅନୁମାନ କରାଯାଉଛି । ତେବେ ଅଭିନେତ୍ରୀ ଈଶ୍ଵରୀ ପୁନେ ରେ ରହୁଥିବା ସମୟ ରେ ଶୁଭମ ମଧ୍ୟ ପୁନେ ର କିର୍କଟବାଡି ରେ ରହୁଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *