Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ହାସ୍ୟ ଅଭିନେତା ସୁମନଙ୍କ (Suman Maharana) Family ଓ Life Style

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଲୋକ ପ୍ରିୟ କଳାକାର ମାନେ ଅଛନ୍ତି , ତେବେ ଏହି କଳାକାର ମାନେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ବନ୍ଧୁଗଣ ଏହି କଳାକାର ମାନ ଙ୍କ ମଧ୍ୟ ରୁ ବହୁ କମ କଳାକାର ଅଛନ୍ତି ଯେଉଁମାନେ କି ନିଜ ଅଭିନୟ କୁ ନେଇ ଲୋକ ପ୍ରିୟ ହବା ସହିତ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ବେସ ପରିଚିତ ଥାନ୍ତି । ହଁ ବନ୍ଧୁ କେଉଁ ଲୋକ ପ୍ରିୟ ଅଭିନେତା ନିଜ ଅଭିନୟ ପାଇଁ ଲୋକ ପ୍ରିୟ ହବା ସହିତ ନିଜ ମୋଟ ଶରୀର ପାଇଁ ଚର୍ଚା ରେ ଥାଏ ତ ଆଉ କିଏ ପତଳା ପାଇଁ ।

ତେବେ ବନ୍ଧୁଗଣ ଆଜି ଆମେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା , ଯେଉଁ ଅଭିନେତା ନିଜ ଅଭିନୟ ଅପେକ୍ଷା ନିଜ ର କମ ଉଚ୍ଚତା କୁ ନେଇ ବେସ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ । ତେବେ ବନ୍ଧୁଗଣ ଆପଣ ମାନେ ସୁମନ ଙ୍କୁ ବହୁ ସାରା ଚଳଚିତ୍ର ଜବରଦସ୍ତ କମିଡି କରିଥିବା ର ନିଶ୍ଚୟ ଦେଖିଥିବେ ।

ତେବେ ଏହି ଅଭିନେତା ଜଣକ ନିଜ କମ ଉଚ୍ଚତା କୁ ନେଇ ବେସ ଚର୍ଚ୍ଚା ରେ ଅଛନ୍ତି । ତେବେ ବର୍ତ୍ତମାନ ସମୟ ରେ ସୁମନ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ଏହି ଭିଡିଓ ରେ ସୁମନ ବହୁ ସର୍ଟ ଭିଡିଓ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ରେ ଆଉ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ସୁମନ ତାଙ୍କ ଭଉଣୀ ସହିତ ବହୁସରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ସୁମନ ଙ୍କ ଭଉଣୀ ବି କମ ଉଚ୍ଚତା ର କିନ୍ତୁ ଅଭିନୟ ର ପ୍ରତିଭା ରେ ବହୁତ ପାରଙ୍ଗମ ଅଟନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *