Breaking News

ଓଡିଆ ଅଭିନେତ୍ରୀ ଜିନା (Zeena Samal) Live ଭିଡିଓରେ ଆସି କହିଲେ କଣ ପାଇଁ ବିବାହର ୫ ବର୍ଷ ପରେ ବି ମା ହୋଇ ନାହାନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସଦା ସର୍ବଦା ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ତେବେ ଏହି ଅଭିନେତ୍ରୀ ମାନେ ବେଳେ ବେଳେ ଲାଇଭ ରେ ଆସି ଏମିତି କିଛି ବ୍ୟକ୍ତିଗତ କହିଥାନ୍ତି ଯାହାକି ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି । ତେବେ ବର୍ତ୍ତମାନ ସମୟ ରେ ସେହିଭଳି ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହି ଭିଡିଓ ରେ ସେହି ଲୋକ ପ୍ରିୟ ଅଭିନେତ୍ରୀ ଜଣକ ଲାଇଭ ରେ ତାଙ୍କ ପ୍ରଶଂସକ ମାନ ଙ୍କୁ ଏମିତି କିଛି କହିଛନ୍ତି ଯେଉଁ କଥା ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି , ତେବେ ଆସନ୍ତୁ ଜାଣିବା ।

ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଜିନା ସାମଲ ଯିଏ କି ଆଲବମ ହିରୋଇନ ଭାବେ ବେସ ପରିଚିତ । ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ପ୍ରଥମେ ଆଲବମ ଜଗତ ରୁ ଅଭିନୟ ଜୀବନୀ ଆରମ୍ଭ କରିଥିଲେ ଓ ପରବର୍ତ୍ତୀ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିଥିଲେ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଅପା ନାମ ରେ ବେସ ପରିଚିତ କାରଣ ସେ ଅପା ଧାରାବାହିକ ରୁ ସେ ଲୋକ ପ୍ରିୟ ହୋଇପାରିଥିଲେ ।


ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ମାଧ୍ୟମ ରେ ନିଜ ସାତ ଜନମ ର ସାଥି କୁ ପାଇଥିଲେ । ତେବେ ତାଙ୍କ ସ୍ଵାମୀ ଙ୍କ ନାମ ହଉଛି ରୁଦ୍ର । ତେବେ ବନ୍ଧୁଗଣ ଜିନା ଲାଇଭ ଆସିଥିବା ସମୟ ରେ ତାଙ୍କ ପ୍ରଶଂସକ ସହ କଥା ହେଉଥିବା ସମୟ ରେ ତାଙ୍କର ଜଣେ ପ୍ରଶଂସକ କହିଥିଲେ ଯେ ଦିଦି ବେବି କେବେ ହବ ବୋଲି , ତେବେ ଜିନା ତାଙ୍କ ପ୍ରଶଂସକ ଙ୍କ ପ୍ରଶ୍ନ ର ଉତ୍ତର ରେ କହିଥିଲେ ଯେ ବର୍ତ୍ତମାନ ସମୟ ରେ ମୋ ସ୍ଵାମୀ ଭଲ ନାହାଁନ୍ତି , ମୁଁ ଭଲ ନହିଁ ଓ ଏହି ସମୟ ରେ ବେବି କଥା ଆମେ ଚିନ୍ତା କରି ନାହୁଁ । ଯେତେବେଳେ ହେବ ସେ ନିଶ୍ଚୟ ଜଣାଇବେ , ତେବେ ଏହି କଥା ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.