ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସଦା ସର୍ବଦା ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ତେବେ ଏହି ଅଭିନେତ୍ରୀ ମାନେ ବେଳେ ବେଳେ ଲାଇଭ ରେ ଆସି ଏମିତି କିଛି ବ୍ୟକ୍ତିଗତ କହିଥାନ୍ତି ଯାହାକି ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି । ତେବେ ବର୍ତ୍ତମାନ ସମୟ ରେ ସେହିଭଳି ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହି ଭିଡିଓ ରେ ସେହି ଲୋକ ପ୍ରିୟ ଅଭିନେତ୍ରୀ ଜଣକ ଲାଇଭ ରେ ତାଙ୍କ ପ୍ରଶଂସକ ମାନ ଙ୍କୁ ଏମିତି କିଛି କହିଛନ୍ତି ଯେଉଁ କଥା ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି , ତେବେ ଆସନ୍ତୁ ଜାଣିବା ।
ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଜିନା ସାମଲ ଯିଏ କି ଆଲବମ ହିରୋଇନ ଭାବେ ବେସ ପରିଚିତ । ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ପ୍ରଥମେ ଆଲବମ ଜଗତ ରୁ ଅଭିନୟ ଜୀବନୀ ଆରମ୍ଭ କରିଥିଲେ ଓ ପରବର୍ତ୍ତୀ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବହୁ ସାରା ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିଥିଲେ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଅପା ନାମ ରେ ବେସ ପରିଚିତ କାରଣ ସେ ଅପା ଧାରାବାହିକ ରୁ ସେ ଲୋକ ପ୍ରିୟ ହୋଇପାରିଥିଲେ ।
ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ମାଧ୍ୟମ ରେ ନିଜ ସାତ ଜନମ ର ସାଥି କୁ ପାଇଥିଲେ । ତେବେ ତାଙ୍କ ସ୍ଵାମୀ ଙ୍କ ନାମ ହଉଛି ରୁଦ୍ର । ତେବେ ବନ୍ଧୁଗଣ ଜିନା ଲାଇଭ ଆସିଥିବା ସମୟ ରେ ତାଙ୍କ ପ୍ରଶଂସକ ସହ କଥା ହେଉଥିବା ସମୟ ରେ ତାଙ୍କର ଜଣେ ପ୍ରଶଂସକ କହିଥିଲେ ଯେ ଦିଦି ବେବି କେବେ ହବ ବୋଲି , ତେବେ ଜିନା ତାଙ୍କ ପ୍ରଶଂସକ ଙ୍କ ପ୍ରଶ୍ନ ର ଉତ୍ତର ରେ କହିଥିଲେ ଯେ ବର୍ତ୍ତମାନ ସମୟ ରେ ମୋ ସ୍ଵାମୀ ଭଲ ନାହାଁନ୍ତି , ମୁଁ ଭଲ ନହିଁ ଓ ଏହି ସମୟ ରେ ବେବି କଥା ଆମେ ଚିନ୍ତା କରି ନାହୁଁ । ଯେତେବେଳେ ହେବ ସେ ନିଶ୍ଚୟ ଜଣାଇବେ , ତେବେ ଏହି କଥା ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ