ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ଆଜି ଆମେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ ସମୟ ରେ ସାମାଜିକ କାର୍ଯ୍ୟ କରି ରିଲ ଲାଇଫ ରେ ଯେତିକି ଲୋକ ପ୍ରିୟ ହୋଇପାରିଛନ୍ତି ତା ଠାରୁ ଅଧିକ ରିଅଲ ଲାଇଫ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତେବେ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ତେବେ ବର୍ତ୍ତମାନ ସମୟ ରେ ବର୍ଷା ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତାହେଲେ ଆସନ୍ତୁ ଏହି ଭିଡିଓ ବିଷୟ ରେ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ବହୁ ସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ଶୁଟିଙ୍ଗ ସେଟ ରୁ ଭଲପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ବିବାହ ର କିଛି ଦିନ ପରେ ଉଭୟ ଙ୍କ ମଝିରେ କିଛି ପାରିବାରିକ ବିବାଦ ହବା ରୁ ପରସ୍ପର ଠାରୁ ଅଲଗା ହୋଇ ରହୁଛନ୍ତି ଓ ଏହି ବିବାଦ ର ସମଧାନ ପାଇଁ ଉଭୟ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ଦୁହିଁଙ୍କ ସମାଧାନ ଏ ପର୍ଯ୍ୟନ୍ତ ହୋଇନାହିଁ ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବର୍ଷା ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ଏହି ଭିଡିଓ ରେ ବର୍ଷା ଜଣେ କୁନି ଝିଅ ସହିତ ବର୍ଷା ବହୁସାରା ମଜାମସ୍ତି କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି , ତେବେ ଏହି ଭିଡିଓ ଟି ରେ ବର୍ଷା ଙ୍କ ସହିତ ଖେଳୁଥିବା ଝିଅ ଟି ହେଉଛି ବର୍ଷା ଙ୍କ ଭଉଣୀଙ୍କର ଝିଅ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ