Breaking News

ଦଶମ ଶ୍ରେଣୀ ଛାତ୍ର ରାଜର ଶେଷ ଭିଡିଓ ଦେଖିଲେ ଆଖିରୁ ଲୁହ ଝରି ଯିବ, ଏବେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି

ଦର୍ଶକ ବନ୍ଧୁ ମୃତ୍ୟୁ କେତେବେଳେ ଆସେ ତାହା କାହାକୁ ଜଣା ନଥାଏ , ଯେମିତି ବର୍ତ୍ତମାନ ସମୟ ରେ ଖେଳୁଥିବା ୧୫ ବର୍ଷ ବୟସ ର ରାଜା ଯିଏ କି ସାହି ଦାଣ୍ଡ ରେ ଖେଳି ବାପା ମା ଙ୍କୁ ଖୁସି କରୁଥିଲା ଆଜି ସେହି ରାଜା ର ମୃ-ତ ଶରୀର ସେହି ଦାଣ୍ଡ ରେ ଆସୁଛି ନିଜ ବାପାମାଆ ଙ୍କୁ ଦୁଃଖ ଦେଇ ।

ହଁ ବନ୍ଧୁ ଗତ ଦୁଇ ଦିନ ତଳେ ଭୁବନେଶ୍ୱର ର ବରମୁଣ୍ଡା ଶତାବ୍ଦୀ ନଗର ରେ ଥିବା ନାଲ ରେ ଦଶମ ଶ୍ରେଣୀ ଛାତ୍ର। ରାଜା ଯିଏ କି କୋଚିଙ୍ଗ ରୁ ଫେରୁଥିବା ସମୟରେ ସେହି ନାଳ ରେ ଦୁର୍ଭାଗ୍ୟ ବଶତଃ ଖସି 1 । ତେବେ ପାଣି ସେହି ପାଣି ର ସ୍ରୋତ ରେ ଏତେ ପରିମାଣ ଥିଲା ଯେ ସେହି ନାଳ ରେ ଭାସିଗଲେ ରାଜା ଓ ମୃତ୍ୟୁ ପାଖ ରେ। ହାର ମାନି ନେଇଥିଲେ ।

ତେବେ ପାଣି ଭାସି ଯିବାର ୧୯ ଘଣ୍ଟା ପରେ ସୋମବାର ଦିନ ଡୁମୁଡୁମା ପଞ୍ଚ ସଖାନଗର ନିକଟ ରେ ଥିବା ନାଳ ଓ ତା ପାଖରେ ରେ ଥିବା। ବାଉଁଶ ବୁଦା ରେ ମିଳିଥିଲା ତାଙ୍କ ମୃତ ଦେହ । ତେବେ ଗେହ୍ଲା ପୁଅ କୁ ହରାଇ ବାପା ମା ବହୁତ୍ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଏହା ହେଉଛି ସବୁଠୁ ବଡ ଖବର ଓ ଦୁଃଖ ଖବର ।

ଠିକ୍ ସେହିପରି ବର୍ତ୍ତମାନ ସମୟ ରେ ସେହି ଦୁଃଖ କୁ ଆହୁରି ଦୁଃଖ କରିଛି ରାଜା ଙ୍କ ଶେଷ ଭିଡିଓ । ହଁ ବନ୍ଧୁ ଏହି ଭିଡିଓ ରେ ସେ ତାଙ୍କ ସୋସିଆଲ ମିଡ଼ିଆଆକାଉଣ୍ଟ ରେ ଲାଇଭ୍ ଆସି ତାଙ୍କ ପାଠ ପଢା ବିଷୟ ରେ କହିବା ସହିତ ତାଙ୍କ ଦିନ କୁ ସେ କେମିତି ଅତି ବାହିତ କରୁଛନ୍ତି ତାହା କହିଥିଲେ ଓ ଏହି ଭିଡିଓ ଟି ହେଉଛି ତାଙ୍କ ଜିବନ ର ଶେଷ ଭିଡିଓ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *