Breaking News

ଭାରତ ସରକାରଙ୍କର E-Shram Card ରେ ଦ୍ଵାରା ମିଳୁଛି ଅନେକ ସୁବିଧା ଓ ଟଙ୍କା !, ଜାଣନ୍ତୁ କେମିତି ପାଇବେ ଏହି କାର୍ଡ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲେବର କାର୍ଡ ରେ ହିତାଧିକାରୀ କଣ କଣ ସୁବିଧା ପାଇପାରୁଛି , ତେବେ ଆଜି ଆମେ ଆପଣ ଙ୍କୁ ଏକ ନୂଆ କାର୍ଡ ବିଷୟ ରେ ଅବଗତ କରାଇବୁ ଯାହାର ନାମ ଅଛି ଇ-ଶ୍ରମ କାର୍ଡ , ତେବେ କଣ ଏହି ଇ-ଶ୍ରମ କାର୍ଡ ଓ ଏହା କରିବା ଦ୍ଵାରା ଲୋକ ମାନ ଙ୍କୁ କଣ ସୁବିଧା ମିଳୁଛି ଓ ଏହି କାର୍ଡ କରିବା ପାଇଁ କଣ ଡକୁମେଣ୍ଟ ଆବଶ୍ୟକ , ତେବେ ଏହାକୁ କେଉଁମାନେ ଆବେଦନ କରି ପାରିବେ ଆସନ୍ତୁ ସଂପୂର୍ଣ୍ଣ ବିଷୟ ରେ ଜାଣିବା ।

ତେବେ ବନ୍ଧୁଗଣ ଏହି କାର୍ଡ କୁ ଭରତ ସରକାର ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଦ୍ଵାରା ଜାରି କରା ଯାଇଛି । ତେବେ ଯେଉଁ ବ୍ୟକ୍ତି ମାନେ ଏହି କାର୍ଡ ବିଷୟ ରେ ଜାଣିଛନ୍ତି ସେମାନେ ଭାବୁଛନ୍ତି ଏହି କାର୍ଡ ଲେବର କାର୍ଡ ଭଳି । କିନ୍ତୁ ଇ-ଶ୍ରମ କାର୍ଡ ଏବଂ ଲେବର କାର୍ଡ ମଧ୍ୟ ରେ ବହୁତ ପାର୍ଥକ୍ୟ ଅଛି । ତେବେ ଏ-ଶ୍ରମ କାର୍ଡ ରେ ଶ୍ରମିକ ମାନେ ପଞ୍ଜୀକରଣ କରିବା ଦ୍ଵାରା 1 ବର୍ଷ ପାଇଁ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ର ଲାଭ ପାଇ ପାରିବେ , ତେବେ ଦୁ-ର୍ଘ-ଟ-ଣା ରେ ମୃ-ତ୍ୟୁ ହେଲେ 2 ଲକ୍ଷ ଓ ଆଂଶିକ ବିକଳଙ୍କ କ୍ଷେତ୍ର ରେ 1 ଲକ୍ଷ ଟଙ୍କା ପାଇବେ । ଏହାଦ୍ବାରା ସରକାର ଶ୍ରମିକ ମାନ ଏନକେ ସହିତ ଯୋଗାଯୋଗ ରେ ରହିବେ ଓ ସେମାନ ଏନକେ ପାଇଁ ନିଯୁକ୍ତି ର ସୁଯୋଗ ସୃଷ୍ଟି କରି ପାରିବେ ।

ତେବେ ଯେଉଁ ଶ୍ରମିକ ମାନେ କୌଣସି ସଂସ୍ଥା ରେ ଜଡିତ ନାହାଁନ୍ତି ସେମାନେ ଇ-ଶ୍ରମ କାର୍ଡ ଆବେଦନ କରିପାରିବେ । ଏହାକୁ ଆବେଦନ କରିବା ପାଇଁ ଶ୍ରମିକ ଙ୍କୁ 18 ରୁ 59 ବର୍ଷ ହବା ଆବଶ୍ୟକ । ଡକୁମେଣ୍ଟ କହିଲେ ଆଧାର କାର୍ଡ ଓ ମୋବାଇଲ ନମ୍ବର , ହଁ ବନ୍ଧୁ ସେହି ମୋବାଇଲ ନମ୍ବର ଦିଆଯିବ ସେହି ନମ୍ବର ଟି ଆଧାର ରେ ରହିଥିବ , ବ୍ଯାଙ୍କ ପାସବୁକ ଓ ନୋମିନୀ ର ତଥ୍ୟ ଆବଶ୍ୟକ ।
ତେବେ ଆପଣ ଏନକେ ନୋମିନୀ ରେ ପଡିଥିବା ବ୍ୟକ୍ତି ଙ୍କ ନାମ ଓ ଜନ୍ମ ତାରିଖ ଓ ଆବେଦନକାରୀ ସହ ତାଙ୍କ ସମ୍ପର୍କ କଣ ଏହି ଭଳି ସବୁ ତଥ୍ୟ ଦେବାକୁ ପଡିବ । ଶିକ୍ଷାଗତ ଯୋଗତ୍ୟା ମଧ୍ୟ ଥିବା ଆବଶ୍ୟକ , ଏଥିସହିତ ଆହୁରି ଅନେକ କିଛି ଅଛି କିନ୍ତୁ ସେଗୁଡିକ ଆପଣ ଚାହିଁଲେ ପୂରଣ କରିବେ ନହେଲେ ନହିଁ ବାଧ୍ୟତାମୂଳକ ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

୩୦୦ ବର୍ଷ ପରେ ଏହି ୨ଟି ରାଶି ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହେବାକୁ ଯାଉଛନ୍ତି, ଦୁନିଆରେ ସବୁ ଠାରୁ କୋଟିପତି ଅଟନ୍ତି ଏହି ୨ଟି ରାଶି, ଏଥି ମଧ୍ୟରେ ଆପଣଙ୍କର ରାଶି ନାହିଁ ତ !

ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନା ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜା …

Leave a Reply

Your email address will not be published.