Breaking News

ଦେଖନ୍ତୁ ଭିଡିଓ – ଜନ୍ମ ଦିନରେ ତାରିଣୀ (Suman) ତାଙ୍କ ବୟଫ୍ରେଣ୍ଡ ତୁଷାରଙ୍କ ଗିପ୍ଟ ଦେଖି ଚମକି ପଡିଲେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଲୋକ ପ୍ରିୟ ଧାରାବାହିକ ର ଲୋକ ପ୍ରିୟ ଅଭିନେତ୍ରୀ ତାରିଣୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ ତାଙ୍କ ପ୍ରକୃତ ନାମ ହଉଛି ସୁମନ , ତାହେଲେ ବର୍ତ୍ତମାନ ସମୟ ରେ ତାରିଣୀ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହି ଭାଇରାଲ ଭିଡିଓ ଟି ତାରିଣୀ ଙ୍କ ରିଅଲ ଲାଇଫ ର ଘଟଣା , ତେବେ ସୁମନ ଙ୍କ ଏହି ଭାଇରାଲ ଭିଡିଓ ରେ ସୁମନ ବହୁସରା ମଜାମସ୍ତି କରିବା ସହ ତାଙ୍କ ଘର ଅତି ସୁନ୍ଦର ଭାବେ ଡେକୋରେସନ କରାଯାଇଛି ।

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ୨୦୧୮ ରେ ସୁମନ ରଜ କୁଇନି ରେ ୱିନର ହବା ପରେ, ସେ ପ୍ରଥମ ଥର ପାଇଁ ଏକ ଧାରାବାହିକ ରେ ଅଭିନୟ କରିଥିଲେ ସେ ଧାରାବାହିକ ଟି ର ନାମ ହେଉଛି ମୁ ବି ଅର୍ଦ୍ଧାଙ୍ଗିନୀ । ଏହି ଧାରାବାହିକ ରେ ସେ ଜବରଦସ୍ତ ଅଭିନୟ କରି ଥିଲେ ଓ ଏହି ଧାରାବାହିକ ଟି ମଧ୍ୟ ଲୋକ ପ୍ରିୟ ହୋଇ ପାରିଥିଲା ।

ଏହି ଧାରାବାହିକ ଟି ବନ୍ଦ ହବା ପରେ ସେ ଅଭିନୟ କରି ଥିଲେ ଜି ସାର୍ଥକ ର ଆଉ ଏକ ଧାରାବାହିକ ସୁଭଦ୍ରା ରେ । ଏହି ଧାରାବାହିକ ରେ ଜବରଦସ୍ତ ଅଭିନୟ ଦେଖାଇ ଏହି ଧାରାବାହିକ ଟି ମଧ୍ୟ ଓଡ଼ିଶା ର ନମ୍ବର 1 ଧାରାବାହିକ ହୋଇପାରିଥିଲା । ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଥିଲେ । କିନ୍ତୁ ବର୍ତମାନ ସମୟ ରେ ଆପଣ ସୁମନ ଙ୍କୁ ତାରିଣୀ ଆଖିରେ ତାରା ରେ ଅଭିନୟ ତାରିଣୀ ଚରିତ୍ର ରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ ।

ତେବେ ଏହି ଧାରାବାହିକ ଟି ମଧ୍ୟ ବହୁ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି , ତାହେଲେ ବନ୍ଧୁଗଣ ଗତକାଲି ତାରିଣୀ ବା ସୁମନ ଙ୍କ ଜନ୍ମ ହୋଇଥିଲା ଓ ଏହି ଜନ୍ମ ଦିନ ଅବସର ରେ ତାଙ୍କ ଘର ଡେକର୍ଷଣ କରିବା ସହିତ ତାଙ୍କ ପରିବାର ଲୋକ ଓ ବନ୍ଧୁ ବର୍ଗ ମାନେ ମିଶି ତାଙ୍କ ଜନ୍ମ ଦିନ ଟି କୁ ବେସ ଧୁମଧାମ ରେ ପାଳନ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *