ଦର୍ଶକ ବନ୍ଧୁ ଏସିଏଫ ସୌମ୍ୟ ଙ୍କ ମୃତ୍ୟୁ ରହସ୍ୟ କ୍ରାଇମବ୍ରାଞ୍ଚ ଖୋଜୁଥିବା ସମୟ ରେ , ବିଦ୍ୟାଭାରତି ଙ୍କୁ କ୍ରାଇମବ୍ରାଞ୍ଚ ଥରେ ଜେରା କରିଥିବା ବେଳେ ପୂର୍ବ ରୁ ପୋଲିସ ଦୁଇ ଥର ଜେରା କରିଛି । ତେବେ ବର୍ତ୍ତମାନ ସମୟ ରେ ବିଦ୍ୟାଭାରତି ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସାରି ଯାଇଛି , ତେବେ ଫୋରେନ୍ସି କ୍ଲାବ ରେ ବିଦ୍ୟା ଙ୍କୁ ଯେଉଁ ଯେଉଁ ପ୍ରଶ୍ନ ପଚରାଯାଇଥିଲା ତାର ଉତ୍ତର କଣ ରଖିଲେ ବିଦ୍ୟାଭାରତି ତାହା ସ୍ପଷ୍ଟ ଭାବେ ଜଣା ପଡିନହିଁ ତେବେ ପଚରାଯାଇଥିବା ପ୍ରଶ୍ନ ମଧ୍ୟ ରୁ ଆଜି ଆମେ ଆପଣ ଙ୍କୁ କିଛି ପ୍ରଶ୍ନ ବିଷୟ ରେ କହିବୁ , ତେବେ ଆସନ୍ତୁ ଜାଣିବା
ବିଦ୍ୟାଭାରତି ଙ୍କୁ ପ୍ରଶ୍ନ କରଯାଇଥିଲା ଯେ ତୁମେ ଡ଼ିଏଫଓ ଙ୍କୁ ଜାଣିଛ କି ? ସୌମ୍ୟ ମୃତ୍ୟୁ କରିଥିବା ର ସମୟ କଣ ଥିଲା?ସୌମ୍ୟ କିପରି ପୋଡିହେଲେ? ତେବେ ଏହି ଘଟନା ଟି ଘଟିବା ପରେ ଆପଣ କାହାକୁ ଜଣାଇଥିଲେ ? ତେବେ ସୌମ୍ୟ ଙ୍କୁ କଟକ ମେଡିକାଳ ନବା ପାଇଁ କିଏ କହିଥିଲେ ? ତେବେ ତୁମ ଦାମ୍ପତ୍ୟ ଜୀବନ ରେ ତୁମ ଉଭୟ ଙ୍କ ମଝିରେ କିଛି ମତଭେଦ ଥିଲା କି?
ତେବେ ତୁମ ର ଯେଉଁ ଚିଠି ଗୁଡିକ ଧରା ପଡିଛି ସେ ଗୁଡିକ ପଛ ର ରହସ୍ୟ କଣ ? ସୌମ୍ୟ ଓ ତୁମର ସମ୍ପର୍କ କୁ ନେଇ ମିଳିଥିବା ଏଗ୍ରୀମେଣ୍ଟ ସତ ନା ମିଛ ? ଯଦି ସତ ତାହେଲେ ସେହି ଏଗ୍ରିମେଣ୍ଟ ପ୍ରସ୍ତୁତ କରିଥିଲେ ତୁମେ ନା ସୌମ୍ୟ ? ତେବେ ସୌମ୍ୟ ତୁମ ସହିତ ଯୁକ୍ତି କରିବା ପରେ ସୌମ୍ୟ ରା-ଗ ରେ ନିଜ ଦେ-ହ ରେ ନି-ଆଁ ଲଗାଇ ଦେଇଥିଲେ ତାହା ସତ୍ୟ କି ? ତେବେ ଏହି ଭଳି ଆହୁରି ଅନେକ ପ୍ରଶ୍ନ ବିଦ୍ୟାଭାରତି ଙ୍କୁ ପଚରାଯାଇଥିଲା । ତେବେ କ୍ରାଇମବ୍ରାଞ୍ଚ ତାଙ୍କ ଏହି ପ୍ରତିକ୍ରିୟା କୁ ଶୁଣିବା ପରେ ପୂର୍ବ ପ୍ରତିକ୍ରିୟା ସହ ମେଳକ କରିବା ପରେ ସ୍ପଷ୍ଟ ଭାବେ ଜଣା ପଡିଯିବ ଯେ ସ୍ଵାମୀ ମୃତ୍ୟୁ ପଛ ରେ ବିଦ୍ୟାଭାରତି ଙ୍କ ଭୂମିକା କଣ ରହିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ