Breaking News

କେଉଁ କାରଣ ପାଇଁ ଶ୍ରୀରାମ ପଣ୍ଡା (Sriram Panda) ଓଡିଆ ସିନେମା ଛାଡି ସନ୍ନ୍ୟାସୀ ହେଲେ ଜାଣିଲେ ଆଖି ଲୁହରେ ଭିଜିଯିବ ନିଶ୍ଚୟ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏମିତି ବହୁ ଅଭିନେତା ଅଛନ୍ତି ଯେଉଁ ଅଭିନେତା ମାନେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହବା ସହିତ ଓଡିଆ ଇଣ୍ଡଷ୍ଟ୍ରି କୁ ବହୁତ ଆଗକୁ ନେଇଛନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ । ସେ ଏହି ଦୁନିଆ ରେ ଥିଲେ ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ରହିଛନ୍ତି , ତେବେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯିବା ସହ ଏହି ସଂସାର ଲୋଭ ମୋହ ଓ ପରିବାର ସୁଖ କୁ ତ୍ୟାଗ କରି ସବୁଦିନ ପାଇଁ ସନ୍ୟାସ ହୋଇଯାଇଛନ୍ତି ।

ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ସର୍ବ ପ୍ରଥମ ମେଘାଷ୍ଟାର ଶ୍ରୀ ରାମ ପଣ୍ଡା । ତାହେଲେ ଆପଣ ମାନେ ନିଶ୍ଚୟ ଏହି ଅଭିନେତା ଙ୍କୁ ଜାଣିଥିବେ , ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଦେଖିବାକୁ ମିଳି ନଥିଲେ ମଧ୍ୟ ସେ ସେହିଭଳି ଲୋକ ପ୍ରିୟ ଅଭିନେତା ଭାବେ ପରିଚିତ ଅଛନ୍ତି । ତେବେ ସେ ବହୁ ଚଳଚିତ୍ର ରେ ତାଙ୍କର ଜବରଦସ୍ତ ଅଭିନୟ ଦେଖାଇ ଚଳଚିତ୍ର ଗୁଡିକୁ ସୁପର ହିଟ କରାଇଛନ୍ତି ।


ତେବେ ସେ ଯାଯାବର ,ସିନ୍ଦୁର ବିନ୍ଦୁ,ସୁବର୍ଣ୍ଣ ସୀତା ,ମାନିନୀ ଭଳି ବହୁ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଥିଲେ । ଶ୍ରୀରାମ ପଣ୍ଡା 1954 ମସିହା କୋରାପୁଟ ସ୍ଥାନ ରେ ଜନ୍ମ ଗ୍ରହଣ କରିଥିଲେ ଓ 1972 ମସିହା ରେ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ଓ ପରବର୍ତ୍ତୀ ସମୟ ରେ ତ୍ରିପୁରା ଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କ ସ୍ତ୍ରୀ ଓ ଏକ ମାତ୍ର ପୁଅ ଥିଲେ ମଧ୍ୟ ସେ ଏହି ସଂସାର ରୁ କୁ ତ୍ୟାଗ କରିଦେଇ ସନ୍ୟାସ ଜୀବନ ଜାପାନ କରୁଛନ୍ତି । ତେବେ ସେ ସନ୍ୟାସ ହୋଇଥିଲେ ମଧ୍ୟ ସେ ଆଜି ବି ଓଡିଆ ଇଣ୍ଡଷ୍ଟ୍ରି ରେ ମେଘାଷ୍ଟାର ଭାବେ ପରିଚିତ ଅଛନ୍ତି ଓ ଆଗକୁ ମଧ୍ୟ ରହିବେ ॥ ଏବେ ସେ ସ୍ଵାମୀ ନିତ୍ୟ ଚୈତନ୍ୟ ନାମରେ ପରିଚିତ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *