ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବହୁ କମ ବ୍ୟକ୍ତି ଅଛନ୍ତି ଯେଉଁମାନେ ମରଣ କୁ ନିଜ ସାମ୍ନା ରେ ଦେଖିଛନ୍ତି କିନ୍ତୁ ମରଣ ବି ମଧ୍ୟ କିଛି କରି ପାରିନାହିଁ କାରଣ ଯାହାକୁ ରଖେ ଅନନ୍ତ , କି କରିପାରିବ ବଳବନ୍ତ । ହଁ ବନ୍ଧୁ ବହୁ ବ୍ୟକ୍ତି ବଡ ବଡ ଦୁ-ର୍ଘ-ଟ-ଣା ରେ ପଡିଥିଲେ ମଧ୍ୟ ଭଗବାନଙ୍କ କୃପା ରୁ ତାଙ୍କର କିଛି ହୋଇନଥାଏ ଓ ଭଗବାନ ଙ୍କ କୃପା ଥିଲେ ବ୍ୟକ୍ତି ବହୁ ବିପଦ ର ସମ୍ମୁଖୀନ ହୋଇଥିଲେ ମଧ୍ୟ ତାର କିଛି ବି ଅସୁବିଧା ହୋଇନଥାଏ ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏମିତି ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ର ଲାଗିଛି ଓ ଏହି ଭାଇରାଲ ଭିଡିଓ କୁ ଯିଏ ବି ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି ଓ ତାର ମନେ ମନେ ଭାବୁଛି ଯାହାକୁ ରଖିବେ ଅନନ୍ତ । ତେବେ ଆପଣ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ , ହଁ ବନ୍ଧୁ ଏକ ବସ ଯାଉଥିବା ସମୟ ରେ ତାର ଆଗ ରେ ଜଣେ ବାଇକ ଆରୋହି ଯାଉଥିଲେ ,
ତେବେ ଏକ ରାସ୍ତା ରେ ବୁଲାଣି ପଡିବା ରୁ ବାଇକ ଆରୋହି ଗାଡି କୁ ସ୍ଲୋ କରି ବୁଲାଣି ରେ ବୁଲାଉଥିବା ସମୟ ରେ ପଛ ପଟୁ ବସ ବାଲା ଗାଡି କୁ ଧ-କ୍କା ଦେଲା ଓ ଗାଡି ରୁ ବାଇକ ଆରୋହି ଜଣକ ଖସି ପଡିଲେ । ତେବେ ଗାଡି ଟି ଏକ ସ୍ଥାନ ରେ ପଡିଥିବା ସମୟ ରେ ବାଇକି ଆରୋହି ଜଣକ ବସ ର ଆଗ ଚକା ରେ ପଡି ଯାଇଥିଲେ ଓ ସେହି ସମୟ ରେ ମଧ୍ୟ ବସ ଡ୍ରାଇଭର ସଙ୍ଗେ ସଙ୍ଗେ ବ୍ରେକ ମାରି ଦେବାରୁ ବାଇକି ଆରୋହି ଙ୍କ ଜୀବନ ଅଳ୍ପ କେ ବଞ୍ଚିଗଲେ ।
ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଚକା ତଳେ ପଡିଥିଲେ ଓ ଠିକ ସେହି ସମୟ ରେ ବ୍ରେକ ନ ମାରିଥିଲେ ତ ସେ ନିଶ୍ଚୟ ମୃତ୍ୟୁ କରିଥାନ୍ତେ କିନ୍ତୁ ଭଗବାନ ଙ୍କ କୃପାରୁ ତାଙ୍କୁ ମାତ୍ର ସାମାନ୍ୟ ଆହତ ଲାଗିଛି । ସେଥିପାଇଁ ଆପଣ ମାନେ ଭଗବାନ ଙ୍କ ଉପରେ ଭରସା କରନ୍ତୁ ସେ ସବୁକିଛି ଠିକ କରିଦେବ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ