Breaking News

ହେ ଭଗବାନ! ଯାହାକୁ ରଖେ ଅନନ୍ତ, କି କରିପାରିବ ବଳବନ୍ତ , ଦେଖନ୍ତୁ ଏ Shocking ଭିଡିଓକୁ, ନଦେଖିଲେ ବିଶ୍ଵାସ କରି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବହୁ କମ ବ୍ୟକ୍ତି ଅଛନ୍ତି ଯେଉଁମାନେ ମରଣ କୁ ନିଜ ସାମ୍ନା ରେ ଦେଖିଛନ୍ତି କିନ୍ତୁ ମରଣ ବି ମଧ୍ୟ କିଛି କରି ପାରିନାହିଁ କାରଣ ଯାହାକୁ ରଖେ ଅନନ୍ତ , କି କରିପାରିବ ବଳବନ୍ତ । ହଁ ବନ୍ଧୁ ବହୁ ବ୍ୟକ୍ତି ବଡ ବଡ ଦୁ-ର୍ଘ-ଟ-ଣା ରେ ପଡିଥିଲେ ମଧ୍ୟ ଭଗବାନଙ୍କ କୃପା ରୁ ତାଙ୍କର କିଛି ହୋଇନଥାଏ ଓ ଭଗବାନ ଙ୍କ କୃପା ଥିଲେ ବ୍ୟକ୍ତି ବହୁ ବିପଦ ର ସମ୍ମୁଖୀନ ହୋଇଥିଲେ ମଧ୍ୟ ତାର କିଛି ବି ଅସୁବିଧା ହୋଇନଥାଏ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏମିତି ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ର ଲାଗିଛି ଓ ଏହି ଭାଇରାଲ ଭିଡିଓ କୁ ଯିଏ ବି ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି ଓ ତାର ମନେ ମନେ ଭାବୁଛି ଯାହାକୁ ରଖିବେ ଅନନ୍ତ । ତେବେ ଆପଣ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ , ହଁ ବନ୍ଧୁ ଏକ ବସ ଯାଉଥିବା ସମୟ ରେ ତାର ଆଗ ରେ ଜଣେ ବାଇକ ଆରୋହି ଯାଉଥିଲେ ,

ତେବେ ଏକ ରାସ୍ତା ରେ ବୁଲାଣି ପଡିବା ରୁ ବାଇକ ଆରୋହି ଗାଡି କୁ ସ୍ଲୋ କରି ବୁଲାଣି ରେ ବୁଲାଉଥିବା ସମୟ ରେ ପଛ ପଟୁ ବସ ବାଲା ଗାଡି କୁ ଧ-କ୍କା ଦେଲା ଓ ଗାଡି ରୁ ବାଇକ ଆରୋହି ଜଣକ ଖସି ପଡିଲେ । ତେବେ ଗାଡି ଟି ଏକ ସ୍ଥାନ ରେ ପଡିଥିବା ସମୟ ରେ ବାଇକି ଆରୋହି ଜଣକ ବସ ର ଆଗ ଚକା ରେ ପଡି ଯାଇଥିଲେ ଓ ସେହି ସମୟ ରେ ମଧ୍ୟ ବସ ଡ୍ରାଇଭର ସଙ୍ଗେ ସଙ୍ଗେ ବ୍ରେକ ମାରି ଦେବାରୁ ବାଇକି ଆରୋହି ଙ୍କ ଜୀବନ ଅଳ୍ପ କେ ବଞ୍ଚିଗଲେ ।

ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଚକା ତଳେ ପଡିଥିଲେ ଓ ଠିକ ସେହି ସମୟ ରେ ବ୍ରେକ ନ ମାରିଥିଲେ ତ ସେ ନିଶ୍ଚୟ ମୃତ୍ୟୁ କରିଥାନ୍ତେ କିନ୍ତୁ ଭଗବାନ ଙ୍କ କୃପାରୁ ତାଙ୍କୁ ମାତ୍ର ସାମାନ୍ୟ ଆହତ ଲାଗିଛି । ସେଥିପାଇଁ ଆପଣ ମାନେ ଭଗବାନ ଙ୍କ ଉପରେ ଭରସା କରନ୍ତୁ ସେ ସବୁକିଛି ଠିକ କରିଦେବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

କଲେଜ ଯିବା ପାଇଁ କୁନି ପିଲା ଟି ଦେଖନ୍ତୁ କେମିତି ଜିଦି କରୁଛି, ସେ କଲେଜ ଯିବା ପଛର କାରଣ ଜାଣିଲେ ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ବର୍ତ୍ତମାନ ସମୟ ରେ ବେସ ଲୋକ ପ୍ରିୟ ହୋଇପାରିଛି ଓ …

Leave a Reply

Your email address will not be published. Required fields are marked *