Breaking News

ମାଳିକା ଦେଲା ବଡ ସତର୍କବାଣୀ – ଚୈତ୍ର ମାସରେ ଲଗାତାର ଦୁଇ ଦିନ କୁହୁଡି ସହ ୧୨ ଫୁଟ ଉଚ୍ଚା ବରଫରେ ଫସିବ ସମଗ୍ର ଓଡିଶା

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆଜି କୁ ପ୍ରାୟ 600 ବର୍ଷ ପୂର୍ବେ ମହା ପୁରୁଷ ମାନେ ଆଗାମୀ ଦିନ ମାନ ଙ୍କ ଭିତରେ ଘଟିବାକୁ ଯାଉଥିବା ଘଟଣା ଗୁଡିକୁ ଉଲେଖ କରିଥିଲେ । ତାହେଲେ ଆପଣ ମାନେ ଜାଣିଥିବେ ଯେ ମାଳିକା ଉଲ୍ଲେଖ ହୋଇଥିବା କିଛି କଥା ଆମ ଏହି ଜିବନ ରେ ଘଟି ଯାଇଛି । ହଁ ବନ୍ଧୁ ଯାହା ଘଟଣା ଘଟି ଯାଉଛି ତାହା ମାଳିକା ରେ ଲେଖା ହୋଇଥିବା ସମସ୍ତ ଘଟଣା ସହିତ ବେଶ ମେଳକ ହଉଛି ।

ତେବେ ଘଟି ଯାଉଥିବା ସମସ୍ତ ଘଟଣା ର ନାମ ନ ଦର୍ଶାଇଥିଲେ ମଧ୍ୟ ସେହି ଘଟଣା କୁ ବୁଝାଉଥିବା ଉଦାହରଣ ଦର୍ଶଯାଇଛି ଯେମିତି କି ଆମେ କହୁଛେ ଯେ କରୋନା ଭାଇରସ କିନ୍ତୁ ମାଳିକା ରେ କରୋନା ବିଷୟ ରେ ଲେଖା ହୋଇନି ସତ କିନ୍ତୁ ତାର ଉଦାହାରଣ ରେ ଲେଖା ହେଇଛି ମହାମାରୀ ଆସିବ ଘରେ ଘରେ ତାଟି , କବାଟ, ପଡିବ ଓ ଲୋକ ମାନେ ମୁହଁ ରେ ତୁଣ୍ଡି ବାନ୍ଧିବେ , ତାହେଲେ ଏହା କଣ କରୋନା ସହ ବେଶ ମେଳକ ହେଉଛି ।

ଖାଲି ସେତିକି ନୁହେଁ ମାଳିକା ରେ ଇଛି ଅଲୌକିକ କଥା ଅଛି ଯାହା ମାଳିକା ରେ ବର୍ଣିତ ହୋଇଛି ଓ ବର୍ତ୍ତମାନ ସମୟ ରେ ସେ ସତ ହୋଇଛି ଯେମତି କି ପଥର ରେ ପଦ୍ମ ଫୁଟୁଛି,ତୁଲସୀ ଗଛ ରେ ମନ୍ଦାର ଫୁଲ ଫୁଟିବା ଭଳି ଅନେକ କିଛି ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ସମସ୍ତ ଦୃଶ୍ୟ ବିଷୟ ରେ ମାଳିକା ରେ ବର୍ଣ୍ଣିତ ଅଛି ।

ତେବେ ବନ୍ଧୁଗଣ ମାଳିକା ରେ ବର୍ଣ୍ଣିତ ହୋଇଥିବା ସାତ ଦିନ ସତ ରାତି ଅନ୍ଧାର ହୋଇବ ତେବେ ଏକ କଣ ସତ ରେ ଘଟିବ ନା ଏହା କାଳ୍ପନିକ ଅଟେ । ତେବେ ଏ ନେଇ ଜଣେ ମାଳିକା ଭକ୍ତ କହିଛନ୍ତି ଯେ ଏହି କଥା ପୁରା ସତ୍ୟ ଅଟେ ଏହା ଆଗାମୀ ଦିନ ମାନ ଏନକେ ଭିତରେ ନିଶ୍ଚୟ ସତ ହୋଇବ । ଏଥି ସହିତ ସେ ଆହୁରି କହିଛନ୍ତି ଯେ 2022 ରେ ଚୈତ୍ର ମାସ ରେ 9 ଦିନ କୁହୁଡି ପଡିବ ଓ ଓଡିଶା ରେ 12 ଫୁଟ ବରଫ ରେ ଖସିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ବର୍ଣିତ କଥା – କଳିଯୁଗର ମହାବିପତ୍ତିରୁ ବଞ୍ଚିବାର ବାଟ ଦେଖାଇଲେ ଶ୍ରୀକୃଷ୍ଣ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ମଣିଷ ସବୁକିଛି କାର୍ଯ୍ୟ ପାଇଁ ଜନ୍ତ୍ର ବ୍ୟବହାର କରୁଛି …

Leave a Reply

Your email address will not be published. Required fields are marked *