ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଶ୍ରଦ୍ଧା ଓ ରାଜେସ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ପୂର୍ବ ରୁ ପରସ୍ପର କୁ ଭଲପାଇ ପାଉଥିଲେ ଓ ପରବର୍ତ୍ତୀ ସମୟ ରେ ଉଭୟ ଙ୍କ ନିର୍ବନ୍ଧ ସରିଯାଇଥିଲା ଓ ବାହାଘର ପାଇଁ ମଧ୍ୟ ତାରିଖ ଠିକ ହୋଇଥିଲା କିନ୍ତୁ ଦୁହିଁଙ୍କ ଭିତରେ କିଛି ବ୍ୟକ୍ତିଗତ ବିବାଦ ହବା ରୁ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି ।
ତେବେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସୋସିଆଲ ମିଡିଆ ରେ ଏକ ଫଟୋ ବେସ ଭାଇରାଲ ହବା ରେ ଲାଗିଥିଲା ଓ ଏହି ଫଟୋ ରେ ରାଜେସ ଓ କୁଆଁରୀ ବୋହୁ ର ଅଭିନେତ୍ରୀ ବର୍ଷା ଙ୍କ ସହିତ ନଜର ଆସିଥିଲେ । ତେବେ ଏହି ଫଟୋ ଟି କୁ ଦେଖିବା ପରେ ତାଙ୍କ ପ୍ରଶଂସକ ମାନେ ଭାବିଥିଲେ ଏହି ଦୁଇ ଯୋଡି ରିଲେସନ ଅଛନ୍ତି କାରଣ ପୂର୍ବ ରୁ ରାଜେସ ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ ଶ୍ରଦ୍ଧା ଙ୍କ ଠାରୁ ଅଲଗା ହବା ପରେ ସେ ବର୍ତ୍ତମାନ ରିଲେସନ ରେ ଅଛନ୍ତି ।
ତାହେଲେ ସେଥିପାଇଁ ତାଙ୍କ ପ୍ରଶଂସକ ମାନେ ଏହି ଦୁଇ ଯୋଡି ପରସ୍ପର କୁ ଭଲପାଉଛନ୍ତି ବୋଲି ତାଙ୍କର ପ୍ରତିକ୍ରିୟା ରଖୁଥିଲେ । ତେବେ ବର୍ତ୍ତମାନ ସମୟ ରେ ରାଜେସ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ଯେ ତାଙ୍କର ଏହି ସମସ୍ତ ଫଟୋ ଶୁଟିଙ୍ଗ ସେଟ ର ଫଟୋ ଓ ସେ ଆହୁରି କହିଛନ୍ତି ଯେ ବର୍ଷା ହଉଛନ୍ତି ତାଙ୍କର ଜଣେ ଭଲ ସାଙ୍ଗ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ