ଦର୍ଶକ ବନ୍ଧୁଗଣ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ, ହଁ ବନ୍ଧୁ ଖାଲି ଆପଣ ନୁହଁନ୍ତି ବରଂ ଓଡ଼ିଶା ରେ ଘରେ ଘରେ ପରିଚିତ ଏହି ଅଭିନେତ୍ରୀ ଜଣକ । ତାହେଲେ ଏହି ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବର୍ତ୍ତମାନ ସମୟ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହି ଭିଡିଓ ରେ ବର୍ଷା ଏକ କାଗଜ ମାଧ୍ୟମ ରେ କିଛି ଚିତ୍ର ଓ ଲେଖା ଲେଖି କରି ଦେଖାଉଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ଆସନ୍ତୁ ସେ କାଗଜ ରେ କଣ ଲେଖାହୋଇଛି ଜାଣିବା ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ , ସେ ବହୁ ଗୁଡିଏ ଚଳଚିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । କିନ୍ତୁ ବିବାହ ର କିଛି ଦିନ ପରେ ଉଭୟ ଙ୍କ ମଝିରେ କିଛି ପାରିବାରିକ ବିବାଦ ହବା ରୁ ପରସ୍ପର ଠାରୁ ଅଲଗା ହୋଇ ରହୁଛନ୍ତି ଓ ଏହି ବିବାଦ ର ସମଧାନ ପାଇଁ ଉଭୟ କୋର୍ଟ ର ଦ୍ଵାରସ୍ଥ ହୋଇଛନ୍ତି । ଦୁହିଁ ଙ୍କ ସମଧାନ ଖୁବ ଶୀଘ୍ର ହବା କୁ ଯାଉଛି ।
ତାହେଲେ ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀ ଙ୍କ ଆଗାମୀ ଦିନ ମାନ ଙ୍କ ଭିତରେ ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚିତ୍ର ର ନାମ ବିଜୟିନୀ ରହିଛି । ତେବେ ବର୍ତ୍ତମାନ ସମୟ ରେ ବର୍ଷା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଓ ଏହି ଭିଡିଓ ରେ ବର୍ଷା ଏକ କାଗଜ ମାଧ୍ୟମ ରେ ମା ଦୂର୍ଗା ଙ୍କ ଫଟୋ ରହିଛି ଓ ତାର ତଳେ ବିଜୟିନୀ ଲେଖା ହବା ସହିତ ଏକ ମହିଳା ଚିତ୍ର ରହିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ