ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବହୁ ଘଟଣା ଅଛି ଯାହା କି ରିଅଲ ଲାଇଫ ରେ ଘଟିଥାଏ ଓ ଏହି ରିଅଲ ଲାଇଫ ର ଘଟଣା କୁ ନେଇ ରିଲ ଲାଇଫ ମାନେ ବାସ୍ତବ ଦୁନିଆ ର କାହାଣୀ କୁ ନେଇ ଧାରାବାହିକ,ଆଲବମ କରାଯାଏ ଥାଏ । ତେବେ ବର୍ତ୍ତମାନ ପାରଳାଖେମୁଣ୍ଡି ସମୟ ରେ ପାରଳାଖେମୁଣ୍ଡି ମୃତ ଏସିଏଫ ସୌମ୍ୟ ଙ୍କ କାହାଣୀ ସହିତ ମିସିଲା ଭଳି ଏକ ଆଲବମ ଭିଡିଓ ସେ ବିଷୟ ରେ ଆସିଛି ।
ହଁ ବନ୍ଧୁ ଏହି ଆଲବମ ଗୀତ ରେ ଲୋକ ପ୍ରିୟ ଅଭିନେତା ଅଶ୍ଵିନୀ, ସୌମ୍ଯ ଙ୍କ ଚରିତ୍ର ରେ ଅଭିନୟ କରିଛନ୍ତି ଓ ବିଦ୍ୟାଭାରତି ଙ୍କ ଚରିତ୍ର ରେ ଲୋକ ପ୍ରିୟ ଅଭିନେତ୍ରୀ ପ୍ରତିଭା ଅଭିନୟ କରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଏହି ଆଲବମ ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ କିଛିଦିନ ପୂର୍ବେ ଯେଉଁଭଳି ବିଦ୍ୟାଭାରତି ଙ୍କୁ ଗଣ ମାଧ୍ୟମ କିଛି ପ୍ରଶ୍ନ କରିବାରୁ ବିଦ୍ୟାଭାରତି ତାଙ୍କ ପ୍ରତିକ୍ରିୟା ନଦେଇ ଦେହ ଖରାପ କହି ଚାଲିଯାଇଥିଲେ ଓ ବର୍ତ୍ତମାନ ସମୟ ରେ ଏହି କଥା ଟି କୁ ନେଇ ଆଲବମ ର ଆରମ୍ଭ ହୋଇଛି ।
ଖାଲି ସେତିକି ନୁହେଁ ବନ୍ଧୁ ଆପଣ ମାନେ ଏହି ଭିଡିଓ ରେ ବିଦ୍ୟାଭାରତି ଓ ସୌମ୍ୟ ରିଅଲ ଲାଇଫ ର ଘଟଣା କିଛି ଦେଖିବାକୁ ମିଳିଛି ଓ ଏହି ଆଲବମ ରେ ଡ଼ିଏଫଓ ଓ ବିଦ୍ୟାଭାରତି ଙ୍କ ପ୍ରେମ ସମ୍ପର୍କ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଆଲବମ ରେ ସୌମ୍ୟ ଓ ବିଦ୍ୟାଭାରତିଙ୍କ ସହିତ ଡ଼ିଏଫଓ ଓ ରୋଷେୟା ଙ୍କୁ ମଧ୍ୟ ଚିତ୍ରଣ କରାଯାଇଛି । ତେବେ ଗୀତ ଟି କୁ ଗାଇଛନ୍ତି ହ୍ୟୁମାନ ସାଗର ଓ ଗୀତ ନିର୍ଦ୍ଦେଶକ ହଉଛନ୍ତି ଆମମାନ ଙ୍କ ପ୍ରିୟ ଜାପାନୀ ଭାଇ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ