Breaking News

ଦେଖନ୍ତୁ ଭିଡିଓ – ACF ସୌମ୍ୟ ଓ ବିଦ୍ୟାଭାରତୀଙ୍କ କାହାଣୀକୁ ନେଇ ରିଲିଜ ହେଲା ଆଲବମ ଗୀତ, ଭିଡିଓ ଦେଖିଲେ ଲୁହ ଝରି ଯିବ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବହୁ ଘଟଣା ଅଛି ଯାହା କି ରିଅଲ ଲାଇଫ ରେ ଘଟିଥାଏ ଓ ଏହି ରିଅଲ ଲାଇଫ ର ଘଟଣା କୁ ନେଇ ରିଲ ଲାଇଫ ମାନେ ବାସ୍ତବ ଦୁନିଆ ର କାହାଣୀ କୁ ନେଇ ଧାରାବାହିକ,ଆଲବମ କରାଯାଏ ଥାଏ । ତେବେ ବର୍ତ୍ତମାନ ପାରଳାଖେମୁଣ୍ଡି ସମୟ ରେ ପାରଳାଖେମୁଣ୍ଡି ମୃତ ଏସିଏଫ ସୌମ୍ୟ ଙ୍କ କାହାଣୀ ସହିତ ମିସିଲା ଭଳି ଏକ ଆଲବମ ଭିଡିଓ ସେ ବିଷୟ ରେ ଆସିଛି ।

ହଁ ବନ୍ଧୁ ଏହି ଆଲବମ ଗୀତ ରେ ଲୋକ ପ୍ରିୟ ଅଭିନେତା ଅଶ୍ଵିନୀ, ସୌମ୍ଯ ଙ୍କ ଚରିତ୍ର ରେ ଅଭିନୟ କରିଛନ୍ତି ଓ ବିଦ୍ୟାଭାରତି ଙ୍କ ଚରିତ୍ର ରେ ଲୋକ ପ୍ରିୟ ଅଭିନେତ୍ରୀ ପ୍ରତିଭା ଅଭିନୟ କରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଏହି ଆଲବମ ଟି ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ କିଛିଦିନ ପୂର୍ବେ ଯେଉଁଭଳି ବିଦ୍ୟାଭାରତି ଙ୍କୁ ଗଣ ମାଧ୍ୟମ କିଛି ପ୍ରଶ୍ନ କରିବାରୁ ବିଦ୍ୟାଭାରତି ତାଙ୍କ ପ୍ରତିକ୍ରିୟା ନଦେଇ ଦେହ ଖରାପ କହି ଚାଲିଯାଇଥିଲେ ଓ ବର୍ତ୍ତମାନ ସମୟ ରେ ଏହି କଥା ଟି କୁ ନେଇ ଆଲବମ ର ଆରମ୍ଭ ହୋଇଛି ।


ଖାଲି ସେତିକି ନୁହେଁ ବନ୍ଧୁ ଆପଣ ମାନେ ଏହି ଭିଡିଓ ରେ ବିଦ୍ୟାଭାରତି ଓ ସୌମ୍ୟ ରିଅଲ ଲାଇଫ ର ଘଟଣା କିଛି ଦେଖିବାକୁ ମିଳିଛି ଓ ଏହି ଆଲବମ ରେ ଡ଼ିଏଫଓ ଓ ବିଦ୍ୟାଭାରତି ଙ୍କ ପ୍ରେମ ସମ୍ପର୍କ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଆଲବମ ରେ ସୌମ୍ୟ ଓ ବିଦ୍ୟାଭାରତିଙ୍କ ସହିତ ଡ଼ିଏଫଓ ଓ ରୋଷେୟା ଙ୍କୁ ମଧ୍ୟ ଚିତ୍ରଣ କରାଯାଇଛି । ତେବେ ଗୀତ ଟି କୁ ଗାଇଛନ୍ତି ହ୍ୟୁମାନ ସାଗର ଓ ଗୀତ ନିର୍ଦ୍ଦେଶକ ହଉଛନ୍ତି ଆମମାନ ଙ୍କ ପ୍ରିୟ ଜାପାନୀ ଭାଇ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.