ଦର୍ଶକବନ୍ଧୁ ଆପଣମାନେ ସଦା ସର୍ବଦା ଓଡିଆ ଇଣ୍ଡଷ୍ଟ୍ରୀ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ଙ୍କ ରିଅଲ ଲାଇଫ ବା ଅଜଣା ତଥ୍ୟ ବିଷୟ ରେ ଜାଣିଥିବେ କିନ୍ତୁ ଆଜି ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଲୋକ ପ୍ରିୟ କଣ୍ଠଶିଳ୍ପୀ ଙ୍କ ବିଷୟ ରେ ଜାଣିବା ଓ ଏହି କଣ୍ଠଶିଳ୍ପୀ ଜଣକ ହଉଛନ୍ତି ହ୍ୟୁମାନ ସାଗର । ତେବେ ହ୍ୟୁମାନ ସାଗର ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅରିଜିତ ସିଂ । ତାହେଲେ ଆଜି ଆମେ ହ୍ୟୁମାନ ଙ୍କ ବିଷୟ ରେ କିଛି ଅଜଣା ତଥ୍ୟ ବିଷୟ ରେ ଜାଣିବା ,
ତେବେ ବନ୍ଧୁଗଣ ହ୍ୟୁମାନ ସାଗର ସେ 1990 ମସିହା ନଭେମ୍ବର 25 ତାରିଖ ରେ ଟିଟିଲାଗଡ ରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଏହି ଗାୟକ ଜଣକ ତୃତୀୟ ଶ୍ରେଣୀ ରେ ପଢୁଥିବା ସମୟ ରେ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ତେବେ ସେହିଦିନ ଠାରୁ ତାଙ୍କର ସଙ୍ଗୀତ ଜୀବନୀ ଆରମ୍ଭ ହୋଇଥିଲା । ତେବେ ଏହି ଗାୟକ ଜଣକ ତରଙ୍ଗ ଟିଭି ର ରିଆଲିଟି ସୋ ଭଏସ ଅଫ ଓଡ଼ିଶା ର ସିଜିନ 2 ରେ ବିଜେତା ହୋଇଥିଲେ ।
ତେବେ ବନ୍ଧୁଗଣ ଏହି ଗାୟକ ଜଣକ ବିଜେତା ହବା ପରେ ସେ ଓଡିଆ ଚଳଚିତ୍ର ର ଗପ ହେଲେ ବି ସତ ଓ ଇସ୍କ ତୁ ହି ତୁ ରେ ଜବରଦସ୍ତ ଗୀତ ଗାଈ ଲୋକ ଲୋଚନ କୁ ଆସିଥିଲେ ଓ ସେହିଦିନ ଠାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଗୁଡିଏ ଗୀତ ଗାଈ ବେସ ଲୋକ ପ୍ରିୟ ହବା ସହ ଘରେ ଘରେ ପରିଚିତ । ହ୍ୟୁମାନ ଓ ଶ୍ରୀୟା ଉଭୟ ପରସ୍ପର କୁ ଭଲପାଇ 2015 ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ହ୍ୟୁମାନ ସାଗର ଡାକ୍ତରୀ ପାଠ ଛାଡି ସଙ୍ଗୀତ କ୍ୟାରିଆର ଆରମ୍ଭ କରିଥିଲେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ