Breaking News

ଭିଡିଓ ଦେଖନ୍ତୁ – ସିନେମାରେ କଣ ପାଇଁ ଛୋଟ ଡ୍ରେସ ପିନ୍ଧନ୍ତି ଅଭିନେତ୍ରୀମାନେ ? ଏହାର ଜବାବରେ ବର୍ଷା (Varsha Priyadarshini) ଏମିତି କିଛି କହିଲେ ଜାଣିଲେ ଚକିତ ହୋଇଯିବେ

ଦର୍ଶକ ବନ୍ଧୁଗଣ ଗତ କିଛି ଦିନ ତଳେ ମହିଳା ଦିବସ ଅବସର ରେ ମହିଳା ମାନ ଙ୍କୁ ସମ୍ମାନ ଜଣାଇବା ପାଇଁ ସ୍ବତନ୍ତ୍ର କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଓ ଏହି କାର୍ଯ୍ୟକ୍ରମ ଟି ର ଆୟୋଜକ କରିଥିଲେ ନନ୍ଦିଘୋଷ ଟିଭି ର କର୍ମଚାରୀ ମାନେ। ତାହେଲେ କାର୍ଯ୍ୟକ୍ରମ ଅନେକ ଅଭିନେତ୍ରୀ ଓ ବିଶିଷ୍ଟ ମହିଳା ମାନ ସମ୍ମାନ ସହ ଡକା ଯାଇଥିଲା ଓ ସେମାନେ ତାଙ୍କ ସମ୍ମାନ ରକ୍ଷା କରି ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଯୋଗ ଦେଇଥିଲେ , ତାହେଲେ ଅଭିନେତ୍ରୀ ବିଦୁସ୍ମିତା ଏହି କାର୍ଯ୍ୟକ୍ରମ ରେ ସମସ୍ତ ଙ୍କ ସମ୍ମୁଖ ରେ ବର୍ଷା ଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ଓ ଏହି ପ୍ରଶ୍ନ ର ଉତ୍ତର ରେ ବର୍ଷା ମଧ୍ଯ ସମସ୍ତ ଙ୍କ ସମ୍ମୁଖ ଭଲ ଭାବ ରେ ଦେଇ ଦେଇଥିଲେ । ତାହେଲେ ଆସନ୍ତୁ ଜାଣିବା ବିଦୁସ୍ମିତା କେଉଁ ପ୍ରଶ୍ନ ପଚାରିଥିଲେ ।

ତାହେଲେ ବନ୍ଧୁଗଣ ଏହି କାର୍ଯ୍ୟକ୍ରମ ରେ ବିଦୁସ୍ମିତା ବର୍ଷା ଙ୍କୁ ପଚାରିଥିଲେ ଯଦି ଜଣେ ଝିଅ ଛୋଟ ଛୋଟ ଡ୍ରେସ ପିନ୍ଧି ଫିଲ୍ମ ରେ ଅଭିନୟ କରୁଛି ତାହେଲେ ସେ ଚ-ରି-ତ୍ର ହି-ନ କିନ୍ତୁ ଯେ ଭଲ ଡ୍ରେସ ପିନ୍ଧୁଛି ସେ ଚରିତ୍ରବାନ , ତାହେଲେ ଏ ମାନସିକତା କଣ ପାଇଁ । ବର୍ଷା ମଧ୍ୟ ଏହାର ଉତ୍ତର ଭଲ ଭାବ ରେ ଦେଇ କହିଥିଲେ ଯେ ଏହା ଭାବିବା ଏକ ସମ୍ପୂର୍ଣ୍ଣ ସ-କୀ-ର୍ଣ୍ଣ ମାନସିକତା କାରଣ କାହାର ପୋଷାକ ରୁ ତାର ଚରିତ୍ର ବିଷୟ ରେ ଜାଣିବା କିମ୍ବା କହିବା ଉଚିତ ନୁହେଁ । ଯଦି ଆମେ ସିନେମା କଲା ବେଳେ ପିନ୍ଧୁଥିବା ପୋଷାକ ଉପରେ ଲିମିଟ ରଖୁଥିବା ଓ ଛୋଟ ଡ୍ରେସ କୁ ବାରଣ କରିବା ତାହେଲେ ଏହା କୌଣଶୀ ପ୍ରକାର ଖରାପ ନୁହେଁ ।

ତେବେ ବର୍ତ୍ତମାନ ସମୟରେ ଚଳଚିତ୍ର କୁ ବହୁ ଯୁବପିଢି ମାନେ ଦେଖୁଛନ୍ତି ,ବଡ ଲୋକ ମଧ୍ୟ ଦେଖୁଛନ୍ତି ଓ ଏହି ଜିନିଷ ଦେଖିବା ଦ୍ବାରା ସେମାନେ ବହୁତ ପ୍ରଭାବିତ ହୋଇଥାଆନ୍ତି ସେଥିପାଇଁ ଆମେ ଅଭିନୟ କଲା ବେଳେ ଭାବି ଚିନ୍ତି ଉଚିତ କାମ କରିବା ଦରକାର । ଏହି ପ୍ରଶ୍ନ ର ଉତ୍ତର ବିଦୁସ୍ମିତା ଙ୍କୁ ପସନ୍ଦ ଆସିଲା ନହିଁ । ସେଥିପାଇଁ ସେ ଆଉ ଏକ ପ୍ରଶ୍ନ କରିଥିଲେ ଯେ ଯେ ପୁଅ ମାନେ କେମିତି ହାପ ପ୍ୟାଣ୍ଟ ପିନ୍ଧି ବୁଲୁଛନ୍ତି , ଏହାର ଉତ୍ତର ରେ ମାତ୍ର ଅତି ସହଜ ରେ ବର୍ଷା କହିଥିଲେ ଯେ ଆମେ ଆରମ୍ଭ ରୁ ଦେଖି ଆସିଛୁ ପୁଅ ମାନେ ହାଫ୍ ପ୍ୟାଣ୍ଟ ପିନ୍ଧିବାର ତେବେ ପୁଅ ମାନ ଙ୍କୁ ଏଠାରେ ତୁଳନା କରିବା ଉଚିତ୍ ନୁହେଁ ।


ତେବେ ଆଉ ଏକ କଥା ଯେ ଘରେ ପିନ୍ଧିବା ଓ ବାହାରେ ପିନ୍ଧିବା ଏ ଦୁଇଟି ଅଲଗା କଥା କାରଣ ଚଳଚ୍ଚିତ୍ର ରୁ ବହୁ ବ୍ୟକ୍ତି କିଛି ବାର୍ତ୍ତା ମିଳିଥାଏ ଯୁବ ପିଢ଼ି ଓ ସାଧାରଣ ଲୋକ ମାନ ଙ୍କୁ କିନ୍ତୁ ଛୋଟ ଛୋଟ ଡ୍ରେସ୍ ପିନ୍ଧିବା ଦ୍ଵାରା ସେମାନେ ପ୍ରଭାବିତ ହେଉଛନ୍ତି ଓ ସେଥିପାଇଁ ଆମେ ଆମ୍ ଲିମିଟ ପିନ୍ଧିବା ସବୁଠୁ ଭଲ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ଷା ପ୍ରିୟଦର୍ଶିନୀ ଜଣେ ଅଭିନେତ୍ରୀ ହବା ସହିତ ଜଣେ ସାମାଜିକ କର୍ମୀ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ (Goodly Rath)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , …

Leave a Reply

Your email address will not be published. Required fields are marked *