Breaking News

ଭିଡିଓ ଦେଖନ୍ତୁ – ରାନୀ ପଣ୍ଡା (Rani Panda) ଙ୍କ ପ୍ରଥମ ଭୋଜପୁରୀ ଜବରଦସ୍ତ ଆଇଟମ ଗୀତ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଯାତ୍ରା ଜଗତ ର ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ । ଏହି ଅଭିନେତ୍ରୀ ଜଣକ ଯାତ୍ରା ଜଗତ ରେ ଅଭିନୟ କରିବା ସହିତ ମଞ୍ଜରି ର ହାସ୍ୟ ଧାରାବାହିକ ରେ ଅଭିନୟ କରିଛନ୍ତି ଓ ବହୁ ଗୁଡିଏ ଆଲବମ ରେ ମଧ୍ୟ ନଜର ଆସିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି କାରଣ ସେ ଭଲ ଅଭିନୟ କରିବା ସହିତ ଭଲ ଗୀତ ମଧ୍ୟ ଗାଇଥାନ୍ତି ଓ ସବୁଠି ବଡ କଥା ହେଲା ଯେ ଲୋକ ପ୍ରିୟତା ହବା ର ବଡ କାରଣ ତାଙ୍କର ସାମାଜିକ କାମ ।


ହଁ ବନ୍ଧୁ ରାଣୀ ପଣ୍ଡା ବିଭିନ୍ନ ସମୟ ରେ ବହୁ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିଥାଆନ୍ତି ଓ ଏହି ସାହାର୍ଯ୍ୟ ର ସହଯୋଗ ଆମେ ମାନେ ସୋସିଆଲ ମିଡ଼ିଆ ରେ ଦେଖିଥିଲେ କେତେନେଲେ ବାତ୍ୟା ପରେ ଆସି ଲୋକ ମାନ ଙ୍କୁ ସାହାର୍ଯ୍ୟ କରିଛନ୍ତି କେତେବେଳେ କରୋନା ମହାମାରୀ ସମୟ ରେ ଅସହାୟ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ବେଶ ପ୍ରଶଂସନୀୟ କାମ କରିଛନ୍ତି ରାଣୀ ପଣ୍ଡା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ବିବାଦୀୟ ଅଭିନେତ୍ରୀ ଭାବେ ବେସ ପରିଚିତ । ତାହେଲେ ରାନୀ ପଣ୍ଡା ତାଙ୍କ ଜୀବନ ରେ ବହୁ ବିବାଦ ର ସମ୍ମୁଖୀନ ହୋଇଛନ୍ତି ।


ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଜଣକ ଙ୍କ ଆଉ ଏକ ଖବର ସୋସିଆଲ ମିଡିଆ ରେ ବେସ ଭାଇରାଲ ହବ ରେ ଲାଗିଛି , ଏହି ଭାଇରାଲ ଖବର ଟି ହେଲା ଭୋଜପୁରୀ ଆଲବମ ରେ ରାନୀ ପଣ୍ଡା ଙ୍କ ଆଇଟମ ଗୀତ ରେ ଜବରଦସ୍ତ ନାଚ ଦେଖିବାକୁ ମିଳିଛି ଓ ଏହି ଗୀତ ଗତକାଲି ରିଲିଜି ହୋଇଛି । ତେବେ ଏହି ସୂଚନା ଟି ରାନୀ ପଣ୍ଡା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଜଣାଇବା ସହ ଏହି ଗୀତ ଟି କୁ ଦେଖିବା ପାଇଁ ଦର୍ଶକ ମାନ ଙ୍କୁ କହିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *