Breaking News

ସରକାର ଦେବେ ବେ-ରୋ-ଜ-ଗା-ର ଭ-ତ୍ତା, କେମିତି ପାଇବେ ଏହି ଭ-ତ୍ତା, କିଏ କିଏ ଓ କେଉଁ ମାନେ ପାଇବେ ଏହାର ଲାଭ

ଦର୍ଶକ ବନ୍ଧୁ ବର୍ତମାନ ସମୟ ର ବଡ ଖବର ଯେ ବହୁ ଶୀଘ୍ର ସରକାର ବେ-ରୋ-ଜ-ଗା-ରି-ୟା ଭ-ତ୍ତା ଦବା ପାଇଁ ଯାଉଛନ୍ତି , ହଁ ବନ୍ଧୁ ଏହି ଯୋଜନା ରେ 50 ହଜାର ଲୋକ ଲାଭବାନ ହୋଇ ସାରିଛନ୍ତି ଯଦି ଆପଣ ମାନେ ଏହି ସୁବିଧାରୁ ବ-ଞ୍ଚି-ତ ଅଛନ୍ତି , ତେବେ ସେଥିପାଇଁ ଆପଣ ମାନେ ଆମର ଏହି ପେଜ କୁ ସେସ ପର୍ଯ୍ୟନ୍ତ ପଢନ୍ତୁ , ଏହାରି ଭିତରେ ଆପଣ ମାନେ ଜାଣି ପାରିବେ ଆପଣ ଙ୍କୁ କଣ କରିବାକୁ ପଡିବ ଓ କେମତି ଭ-ତ୍ତା ପାଇବେ ।

ତେବେ ବନ୍ଧୁଗଣ ଏହି କରୋନା ସମୟ ରେ ଅନେକ ଲୋକ ଚାକିରି ହରାଇ ଘରେ ବସିଛନ୍ତି ଓ ସେହିମାନ ଙ୍କ ପାଇଁ ସରକାର ବେ-ରୋ-ଜ-ଗା-ରି-ୟା ଙ୍କୁ ଭ-ତ୍ତା ଦବା ପାଇଁ ପ୍ରୟାସ ରଖିଛନ୍ତି ସରକାର । ତେବେ ଏହି ଭତ୍ତା ପାଇଁ ସରକାର ଏକ ନୂଆ ଯୋଜନା ବାହାର କରା ଯାଇଛି ଓ ଏହାର ନାମ ହଉଛି ଅଟଳ ବି-ମି-ତ-ବ୍ୟ-କ୍ତି କଲ୍ୟାଣ ଯୋଜନା । ତେବେ ଏହି ଯୋଜନା ରେ ବର୍ତ୍ତମାନ ସମୟ ରେ 50 ହଜାର ଲୋକ ଲାଭବାନ ହୋଇପାରିଥିଲେ ।

ତେବେ ଯୋଜନା ଟି ସରକାର ଇଏସଆଇସି ଦ୍ଵାରା କାର୍ଯ୍ୟ କରାଯାଉଛି , ଏହାର ଅବଧି ରହିଛି ଜୁନ 30 ତାରିଖ 2022 ପର୍ଯ୍ୟନ୍ତ ଅଛି । ତେବେ ପୂର୍ବ ରୁ 2021 ପର୍ଯ୍ୟନ୍ତ ଏହାର ଅବଧି ଥିଲା କିନ୍ତୁ କ-ରୋ-ନା କାରଣ ରୁ ଏହାକୁ ବୃଦ୍ଧି କରାଯାଇଛି । ତେବେ ଆପଣ ମାନେ ଏହାର ସୁବିଧା ଉଠାଇବାକୁ ହେଲେ ଆପଣ ମାନେ ଇଏସଆଇସି କାର୍ଯ୍ଯାଳୟ ରେ ଆବେଦନ କରିବେ ଓ ଆବେଦନ ପରେ ଆପଣ ଙ୍କ ଡକୁମେଣ୍ଟ କୁ ଯାଞ୍ଚ କରିବା ପରେ ଯଦି ଆପଣ ଙ୍କ ଡକୁମେଣ୍ଟ ଠିକ ଥାଏ ତାହେଲେ ଆପଣ ଙ୍କ ଆକାଉଣ୍ଟ ଙ୍କୁ ଟଙ୍କା ନିଶ୍ଚୟ ଆସିବ ।

ତେବେ ବନ୍ଧୁଗଣ ଏହାର ଫାଇଦା କେବଳ ବେସରକାରୀ ସଂସ୍ଥା ରେ ଚାକିରି କରୁଥିବା ଲୋକ ସେତେବେଳେ ପାଇବ ଯେତେବେଳେ ସେ ବେ ରୋଜଗାର ହୋଇଯିବେ । ତେବେ ସେହି ବ୍ୟକ୍ତି ମାନେ ପାଇବେ ଯେତେବେଳେ ତାଙ୍କ ଦରମା ସମୟ ରେ କମ୍ପାନୀ ପିଏଫ,ଇଏସଆଇସି ବେତନ କଟୁଥିବେ । ତେବେ ଜାଣନ୍ତୁ ସେହି ବ୍ୟକ୍ତି ମାନେ ଏହି ଯୋଜନା ରେ କେମିତି ଲାଭବାନ ହୋଇବେ , ତେବେ ପ୍ରଥମେ ଆପଣ ଇଏସଆଇସି ର ୱେବ ସାଇଟ www.ISIC.nic.in କୁ ଯାଇ ଅଟଳ ବିମିତବ୍ୟକ୍ତି କଲ୍ଯାଣ ଯୋଜନା ର ଫର୍ମ ଡାଉନଲୋଡ କରିବାକୁ ପଡିବ ଓ ଏହା ପରେ ତାକୁ ପୂରଣ କରି ନିକଟସ୍ଥ ଆଇଏସଆଇସି କାର୍ଯ୍ଯାଳୟ ରେ ଆବେଦନ କରିବାକୁ ପଡିବ ।

ତେବେ ଏହି ଫର୍ମ ସହିତ 20 ଟଙ୍କାର ନ-ନ-ଯୁ-ଡି-ସି-ଆ-ଲ ଷ୍ଟାମ୍ପ ପେପର ରେ ଏକ ନୋଟରି ର ଅଫିଡେଟିଭ ରହିବ । ତେବେ ଏହାର ଫାଇଦା ସେଇମାନେ ପାଇ ପାରିବେ ନହିଁ ଯେଉଁମାନେ ଚାକିରି ସମୟ ରେ ଦୁ-ର୍ବ୍ୟ-ବ-ହା-ର ଦେଖାଇ ଚାକିରି ଚାଲିଯାଇଥିବା ବ୍ୟକ୍ତି ମାନେ ଏହାର ଫାଇଦା ଉଠେଇ ପାରିବେ ନହିଁ ଓ ଯେଉଁ ବ୍ୟକ୍ତି ମାନେ ସ୍ବଇଚ୍ଛା ରେ ଚାକିରି ଅବସର ନେଇଥିବେ ସେମାନେ ବି ମଧ୍ୟ ଏହାର ଫାଇଦା ଉଠେ ପାରିବେ ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତ୍ଵର, ଏମ୍ସରେ ଭର୍ତ୍ତି ହେଲେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସାମୀ ର ବଡ ଖବର ଯେ ମନମୋହନ ସିଂ ବର୍ତ୍ତମାନ ସମୟ ରେ ଅସୁସ୍ଥ ଅବସ୍ଥା …

Leave a Reply

Your email address will not be published. Required fields are marked *