ଦର୍ଶକ ବନ୍ଧୁ ବର୍ତମାନ ସମୟ ର ବଡ ଖବର ଯେ ବହୁ ଶୀଘ୍ର ସରକାର ବେ-ରୋ-ଜ-ଗା-ରି-ୟା ଭ-ତ୍ତା ଦବା ପାଇଁ ଯାଉଛନ୍ତି , ହଁ ବନ୍ଧୁ ଏହି ଯୋଜନା ରେ 50 ହଜାର ଲୋକ ଲାଭବାନ ହୋଇ ସାରିଛନ୍ତି ଯଦି ଆପଣ ମାନେ ଏହି ସୁବିଧାରୁ ବ-ଞ୍ଚି-ତ ଅଛନ୍ତି , ତେବେ ସେଥିପାଇଁ ଆପଣ ମାନେ ଆମର ଏହି ପେଜ କୁ ସେସ ପର୍ଯ୍ୟନ୍ତ ପଢନ୍ତୁ , ଏହାରି ଭିତରେ ଆପଣ ମାନେ ଜାଣି ପାରିବେ ଆପଣ ଙ୍କୁ କଣ କରିବାକୁ ପଡିବ ଓ କେମତି ଭ-ତ୍ତା ପାଇବେ ।
ତେବେ ବନ୍ଧୁଗଣ ଏହି କରୋନା ସମୟ ରେ ଅନେକ ଲୋକ ଚାକିରି ହରାଇ ଘରେ ବସିଛନ୍ତି ଓ ସେହିମାନ ଙ୍କ ପାଇଁ ସରକାର ବେ-ରୋ-ଜ-ଗା-ରି-ୟା ଙ୍କୁ ଭ-ତ୍ତା ଦବା ପାଇଁ ପ୍ରୟାସ ରଖିଛନ୍ତି ସରକାର । ତେବେ ଏହି ଭତ୍ତା ପାଇଁ ସରକାର ଏକ ନୂଆ ଯୋଜନା ବାହାର କରା ଯାଇଛି ଓ ଏହାର ନାମ ହଉଛି ଅଟଳ ବି-ମି-ତ-ବ୍ୟ-କ୍ତି କଲ୍ୟାଣ ଯୋଜନା । ତେବେ ଏହି ଯୋଜନା ରେ ବର୍ତ୍ତମାନ ସମୟ ରେ 50 ହଜାର ଲୋକ ଲାଭବାନ ହୋଇପାରିଥିଲେ ।
ତେବେ ଯୋଜନା ଟି ସରକାର ଇଏସଆଇସି ଦ୍ଵାରା କାର୍ଯ୍ୟ କରାଯାଉଛି , ଏହାର ଅବଧି ରହିଛି ଜୁନ 30 ତାରିଖ 2022 ପର୍ଯ୍ୟନ୍ତ ଅଛି । ତେବେ ପୂର୍ବ ରୁ 2021 ପର୍ଯ୍ୟନ୍ତ ଏହାର ଅବଧି ଥିଲା କିନ୍ତୁ କ-ରୋ-ନା କାରଣ ରୁ ଏହାକୁ ବୃଦ୍ଧି କରାଯାଇଛି । ତେବେ ଆପଣ ମାନେ ଏହାର ସୁବିଧା ଉଠାଇବାକୁ ହେଲେ ଆପଣ ମାନେ ଇଏସଆଇସି କାର୍ଯ୍ଯାଳୟ ରେ ଆବେଦନ କରିବେ ଓ ଆବେଦନ ପରେ ଆପଣ ଙ୍କ ଡକୁମେଣ୍ଟ କୁ ଯାଞ୍ଚ କରିବା ପରେ ଯଦି ଆପଣ ଙ୍କ ଡକୁମେଣ୍ଟ ଠିକ ଥାଏ ତାହେଲେ ଆପଣ ଙ୍କ ଆକାଉଣ୍ଟ ଙ୍କୁ ଟଙ୍କା ନିଶ୍ଚୟ ଆସିବ ।
ତେବେ ବନ୍ଧୁଗଣ ଏହାର ଫାଇଦା କେବଳ ବେସରକାରୀ ସଂସ୍ଥା ରେ ଚାକିରି କରୁଥିବା ଲୋକ ସେତେବେଳେ ପାଇବ ଯେତେବେଳେ ସେ ବେ ରୋଜଗାର ହୋଇଯିବେ । ତେବେ ସେହି ବ୍ୟକ୍ତି ମାନେ ପାଇବେ ଯେତେବେଳେ ତାଙ୍କ ଦରମା ସମୟ ରେ କମ୍ପାନୀ ପିଏଫ,ଇଏସଆଇସି ବେତନ କଟୁଥିବେ । ତେବେ ଜାଣନ୍ତୁ ସେହି ବ୍ୟକ୍ତି ମାନେ ଏହି ଯୋଜନା ରେ କେମିତି ଲାଭବାନ ହୋଇବେ , ତେବେ ପ୍ରଥମେ ଆପଣ ଇଏସଆଇସି ର ୱେବ ସାଇଟ www.ISIC.nic.in କୁ ଯାଇ ଅଟଳ ବିମିତବ୍ୟକ୍ତି କଲ୍ଯାଣ ଯୋଜନା ର ଫର୍ମ ଡାଉନଲୋଡ କରିବାକୁ ପଡିବ ଓ ଏହା ପରେ ତାକୁ ପୂରଣ କରି ନିକଟସ୍ଥ ଆଇଏସଆଇସି କାର୍ଯ୍ଯାଳୟ ରେ ଆବେଦନ କରିବାକୁ ପଡିବ ।
ତେବେ ଏହି ଫର୍ମ ସହିତ 20 ଟଙ୍କାର ନ-ନ-ଯୁ-ଡି-ସି-ଆ-ଲ ଷ୍ଟାମ୍ପ ପେପର ରେ ଏକ ନୋଟରି ର ଅଫିଡେଟିଭ ରହିବ । ତେବେ ଏହାର ଫାଇଦା ସେଇମାନେ ପାଇ ପାରିବେ ନହିଁ ଯେଉଁମାନେ ଚାକିରି ସମୟ ରେ ଦୁ-ର୍ବ୍ୟ-ବ-ହା-ର ଦେଖାଇ ଚାକିରି ଚାଲିଯାଇଥିବା ବ୍ୟକ୍ତି ମାନେ ଏହାର ଫାଇଦା ଉଠେଇ ପାରିବେ ନହିଁ ଓ ଯେଉଁ ବ୍ୟକ୍ତି ମାନେ ସ୍ବଇଚ୍ଛା ରେ ଚାକିରି ଅବସର ନେଇଥିବେ ସେମାନେ ବି ମଧ୍ୟ ଏହାର ଫାଇଦା ଉଠେ ପାରିବେ ନହିଁ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ