ଦର୍ଶକ ବନ୍ଧୁ ନିଖୋଜ ହେଲେ ତରଙ୍ଗ ଟିଭି ର ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ । ହଁ ବନ୍ଧୁ କୁଆଁରୀ ବୋହୁ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରୁଥିବା ବର୍ଶା ବର୍ତ୍ତମାନ ସମୟ ରେ ନିଖୋଜ କରୁଥିବାର ଖବର ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି , ଖାଲି ସେତିକି ନୁହେଁ ବରଂ ଅ-ପ-ରା-ଧୀ କହି ତାଙ୍କ ନାମ ରେ ସବୁଆଡେ ପୋଷ୍ଟର ମରା ହୋଇଛି । ତାହେଲେ ଦର୍ଶକ ବନ୍ଧୁ ଏହି ଖବର ଓ ଫଟୋ ରେ କଣ ରହିଛି ସତ୍ୟତା ଆସନ୍ତୁ ଜାଣିବା ଆଜି ଆମ ଏହି ପେଜ ମାଧ୍ୟମ ରେ ।
ଦର୍ଶକ ବନ୍ଧୁ ଆପଣ ମାନେ ବର୍ଶା ଙ୍କୁ ନିଶ୍ଚୟ ଦେଖିଥିବେ ନେଗେଟିଭ ଚରିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ଓ ତାଙ୍କର ଏହି ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ କରିଥାଆନ୍ତି । ତାହେଲେ ବନ୍ଧୁଗଣ ସେ ଏହି ଧାରାବାହିକ ଟି ରେ ଅଭିନୟ କରିବା ପୂର୍ବ ରୁ ଅନେକ ଗୁଡିଏ ଧାରାବାହିକ ରେ ଅଭିନୟ କରି ବେଶ ଲୋକ ପ୍ରିୟତା ହାସଲ କରି ପାରିଥିଲେ ଓ ଏଥି ସହିତ ସେ ବହୁ ଗୁଡିଏ ଆଲବମ ରେ ଅଭିନୟ କରିଥିବାର ଦେଖିବାକୁ ମିଳିଛି ।
ତାହେଲେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ରେ ଲାଗିଛି ଯେ ବର୍ଷା ନିଖୋଜ ଥିବା ର , ତେବେ ଏହି ନିଖୋଜ ର ଖବର ଦର୍ଶକ ମାନେ ଦେଖି ମନେ ମନେ ଭାବୁଛନ୍ତି ଯେ ସେ ସତ ସତିକା ନିଖୋଜ ଅଛନ୍ତି କିନ୍ତୁ ଦର୍ଶକ ବନ୍ଧୁ ଆମେ ଆପଣ ଙ୍କୁ ଏଠି କହି ରଖୁଛୁ ଯେ ଏହି ଫଟୋ ଓ ଖବର ଟି ସତ କିନ୍ତୁ ରିଅଲ ଲାଇଫ ରେ ନୁହେଁ , ଏହି ଫଟୋ ଓ ଖବର ଗୁଡିକ ହଉଛି ତାଙ୍କ ଶୁଟିଙ୍ଗ ସେଟ ର ତେବେ ବର୍ତ୍ତମାନ ସମୟ ରେ ବର୍ଷା ରିଲ ଲାଇଫ ରେ ନିଖୋଜ ଅଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ