Breaking News

ACF ସୌମ୍ୟ ମାମଲାରେ ଫିଟୁଛି ଗୁମର, DFO ଓ ରୋଷେଇଆ ପରେ ଏବେ ବିଦ୍ୟାଙ୍କର ହେବ ଲାଏ ଡିଟେକସନ ହେବ

ଦର୍ଶକ ବନ୍ଧୁ ପାରଳାଖେମୁଣ୍ଡି ମୃତ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ମୃତ୍ୟୁ ପଛ ର ଥିବା ରହସ୍ୟ କୁ କ୍ରାଇମବ୍ରାଞ୍ଚ ଖୋଜୁଛି ଓ ବର୍ତ୍ତମାନ ସମୟ ରେ କ୍ରାଇମବ୍ରାଞ୍ଚ ପୁଣି ଥରେ ତଦନ୍ତ କୁ ବେସ ଜୋରସୋର କରିଛି । ହଁ ବନ୍ଧୁ ଡ଼ିଏଫଓ ବେହେରା ଙ୍କ ଲାଏ ଡିଟେକସନ ଟେଷ୍ଟ ସରିବା ପରେ ବର୍ତ୍ତମାନ ବିଦ୍ୟାଭାରତି ଙ୍କ ଲାଏ ଡିଟେକସନ ଟେଷ୍ଟ ଖୁବ ଶୀଘ୍ର ହବା କୁ ଯାଉଛି । ଯାହା ସୂଚନା ମିଳିଛି ଯେ ଟେଷ୍ଟ କରାଇବା ପାଇଁ ବିଦ୍ୟାଭାରତି ଙ୍କୁ ଭୁବନେଶ୍ବର ଅଣାଯିବ ।


ତେବେ ବନ୍ଧୁଗଣ ଏହି ଟେଷ୍ଟ ପାଇଁ ତାଙ୍କ ଅନୁମତି ଦରକାର , । ତେବେ ସୌମ୍ୟ ଙ୍କ ମୃତ୍ୟୁ ମାମଲା ରେ 3 ଜଣ ଙ୍କ ନାମ ରେ ଅଭିଯୋଗ ହୋଇଥିଲା , ପତ୍ନୀ ବିଦ୍ୟାଭାରତି, ଡ଼ିଏଫଓ ସଂଗ୍ରାମ କେସରୀ ବେହେରା ଓ ରୋଷେୟା । ତେବେ ଏହି 3 ଜଣ ଙ୍କ ର ଲାଏ ଡିଟେକସନ ଟେଷ୍ଟ କରାଯିବ । ତେବେ ଗତକାଲି ଡ଼ିଏଫଓ ସଂଗ୍ରାମ ବେହେରା ଙ୍କ ଲାଏ ଡିଟେକସନ ଟେଷ୍ଟ ସରିଯାଇଛି । ଲାଏ ଡିଟେକସନ ଟେଷ୍ଟ ହେଉଛି ଏମିତି ଏକ ଟେଷ୍ଟ ଯେଉଁଥିରେ ବ୍ୟକ୍ତି ମିଛ କହୁଥିଲେ ଧରା ପଡାଯିବ ।

ତେବେ ବନ୍ଧୁଗଣ ପୂର୍ବ ରୁ କ୍ରାଇମବ୍ରାଞ୍ଚ 3 ଟି ପର୍ଯ୍ୟାୟ ରେ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି ,ସୌମ୍ୟ ଙ୍କ ପରିବାର ଏବଂ ବିଦ୍ୟାଭାରତି ଓ ତାଙ୍କ ପରିବାର ଲୋକ ଙ୍କ ବୟାନ ରେକର୍ଡ କରିଥିଲେ । ତେବେ ବର୍ତ୍ତମାନ ଲାଏ ଡିଟେକସନ ଟେଷ୍ଟ କୁ ନେଇ ସୌମ୍ୟ ଙ୍କ ପରିବାର କହିଛନ୍ତି ଯେ ବିଦ୍ୟାଭାରତି ଙ୍କ ସହ ଚିକିତ୍ସା କରୁଥିବା ଡାକ୍ତର ଓ ମୃତ୍ୟୁ ଜମାନ ବନ୍ଦୀ ଲେଖା ହେଉଥିବା ସମୟ ରେ ଉପସ୍ଥିତ ଥିବା ତହସିଲଦାର ଙ୍କ ଲାଏ ଡିଟେକସନ ଟେଷ୍ଟ କରାଯାଉ ବୋଲି ଦାବି କରୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Govinda Sahu ବିରୋଧରେ ଫୁଣି ହେଲା ଆଉ ଏକ ଚାଞ୍ଚଲ୍ୟକର ଖୁଲାସା, ଆଉ ଜଣେ ଛା-ତ୍ରୀ ଙ୍କୁ ବି ମା-ରି ଦେଇଥିଲା ଗୋବିନ୍ଦ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋବିନ୍ଦ ଙ୍କ ବିଷୟ ରେ ଆସିଲା ବଡ ଚାଞ୍ଚଲ୍ୟ କଲା ଭଳି ଖବର …

Leave a Reply

Your email address will not be published. Required fields are marked *