Breaking News

ଭିଡିଓ ଦେଖନ୍ତୁ – ବାହାଘର ପରେ ଶାଶୁ ଘରେ ସ୍ଵାମୀଙ୍କ ସହ କିପରି ଅଛନ୍ତି ଲିପି (Lipi)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟ ଅଭିନେତ୍ରୀ ଲିପି ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଲିପି ଙ୍କୁ ନେଇ ଏକ ଖବର ବେସ ଭାଇରାଲ ହବା ରେ ଲାଗିଛି ଯେ ଲିପି ବର୍ତ୍ତମାନ ସମୟ ରେ ସେ ତାଙ୍କ ଶାଶୁଘରେ ଅଛନ୍ତି , ତେବେ ଏହି କଥା ଟି ପଛ ରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ , ଲିପି ଙ୍କ ଜବରଦସ୍ତ ଅଭିନୟ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ତାରା ତାରିଣୀ ରେ । ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଥିଲେ ଓ ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ତାରା ତାରିଣୀ ଧାରାବାହିକ ଟି ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଥିଲା । ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବେଶ୍ ପସନ୍ଦ କରୁଥିଲେ । ତେବେ ଧାରାବାହିକ କୁ ସଂଯୋଗ କରି ଆଉ ଏକ ନୂଆ ଧାରାବାହିକ ପ୍ରସାରିତ ହେଉଛି ଯାହାର ନାମ ତାରିଣୀ ଆଖିରେ ତାରା ଓ ଏହି ଧାରାବାହିକ ରେ ତାରିଣୀ ଙ୍କ ଝିଅ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଛନ୍ତି ।

ତେବେ ବନ୍ଧୁଗଣ ପ୍ରକୃତ କଥା ହେଲା ଯେ ବର୍ତ୍ତମାନ ସମୟ ରେ ଲିପି ଙ୍କୁ 40 ବର୍ଷ ହୋଇଥିଲେ ମଧ୍ୟ ସେ ବିବାହ କରି ନାହାଁନ୍ତି । ତେବେ ଲିପିଙ୍କ ଆଉ ଏକ ନୂଆ ମେଘା ଧାରାବାହିକ ପ୍ରସାରିତ ହେଉଛି ଯାହାର ନାମ ହେଉଛି ର-କ୍ତସମ୍ପର୍କ ଓ ବର୍ତ୍ତମାନ ସମୟ ରେ ଏହା ର ଶୁଟିଙ୍ଗ ସେଟ ବେସ ଜୋରସୋର ରେ ଚାଲିଛି । ଏହି ଧୂଟିଙ୍ଗ ସେଟ ର କିଛି ଫଟୋ ଲିପି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *