Breaking News

ବର୍ଷାଙ୍କ ପ୍ରେମ ପାଇଁ ଅଲଗା ହେଲେ ଶ୍ରଦ୍ଧା (Sradha) ଓ ରାଜେଶ (Rajesh), ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଶ୍ରଦ୍ଧା ଓ ରାଜେସ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ପୂର୍ବ ରୁ ପରସ୍ପର କୁ ଭଲପାଇ ପାଉଥିଲେ ଓ ପରବର୍ତ୍ତୀ ସମୟ ରେ ଉଭୟ ଏନକେ ନିର୍ବନ୍ଧ ସରିଯାଇଥିଲା ଓ ବାହାଘର ପାଇଁ ମଧ୍ୟ ତାରିଖ ଠିକ ହୋଇଥିଲା କିନ୍ତୁ ଦୁହିଁଙ୍କ ଭିତରେ କିଛି ବ୍ୟକ୍ତିଗତ ବିବାଦ ହବା ରୁ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି ।


ତେବେ ବର୍ତ୍ତମାନ ସମୟ ରେ ରାଜେସ ଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ଓ ଏହି ଫଟୋ ରେ ରାଜେସ ଙ୍କ ସହିତ କୁଆଁରୀ ବୋହୁ ଧାରାବାହିକ ରେ ଅଭିନୟ କରୁଥିବା ବର୍ଷା ନଜର ଆସୁଛନ୍ତି । ତେବେ ଏହା ବର୍ତ୍ତମାନ ବେସ ଚର୍ଚ୍ଚା ର ବିଷୟ ପାଲଟିଛି । ହଁ ବନ୍ଧୁ କିଛି ଦିନ ତଳେ ରାଜେସ ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ ଶ୍ରଦ୍ଧା ଙ୍କ ଠାରୁ ସେ ଅଲଗା ହୋଇଯାଇଛନ୍ତି ।


ତେବେ ଏହି ସୂଚନା ଟି ଦବା ପରେ ରାଜେସ ଆହୁରି ମଧ୍ୟ କହିଥିଲେ ଯେ ସେ ବର୍ତ୍ତମାନ ସମୟ ରେ ରିଲେସନ ରେ ଅଛନ୍ତି । ତେବେ ଏହି କଥା କହିବ ପରେ ବର୍ତ୍ତମାନ ସମୟ ରେ ରାଜେସ ଓ ବର୍ଷା ଙ୍କ କିଛି ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ଓ ତେବେ କଣ ସତ ରେ ରାଜେସ ବର୍ଷା ଙ୍କୁ ଭଲପାଉଛନ୍ତି , ତେବେ ଏ ନେଇ ରାଜେସ କିଛି ନ କହିଥିଲେ ମଧ୍ୟ ତାଙ୍କ ପ୍ରଶଂସକ ମାନେ ଏହି ଅକଥା ଭାବୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *