Breaking News

କୁଆଁରୀ ବୋହୂ ସିରିଏଲର ଶ୍ରଦ୍ଧା (Priyanka Rath) କାନ୍ଦି କାନ୍ଦି ଭିଡିଓ କରି କଣ କହିଲେ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନେ ସଦା ସର୍ବଦା ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି ନିଜ ପ୍ରଶଂସକ । ତାହେଲେ ପ୍ରାୟ ଧାରାବାହିକ ର ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି , ହଁ ବନ୍ଧୁ କେତେବେ ଫଟୋ ବା ଭିଡିଓ ପୋଷ୍ଟ କରି ତ ଆଉ କେତେବେଳେ ସୋସିଆଲ ମିଡିଆ ରେ ଲାଇଭ ଆସି । ତେବେ ବର୍ତ୍ତମାନ ସମୟ ରେ ଜଣେ ଜଣାଶୁଣା ଲୋକ ପ୍ରିୟ ଅଭିନେତ୍ରୀ ସୋସିଆଲ ମିଡିଆ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଓ ଏହି ଭିଡିଓ ରେ ଅଭିନେତ୍ରୀ ଜଣକ ତାଙ୍କ ପ୍ରଶଂସକ ମାନ ଙ୍କୁ ଅନୁରୋଧ କରି କିଛି କହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକ କିଏ ଓ ସେ କଣ କହିଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ସଦା ସର୍ବଦା ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ କୁଆଁରୀ ବୋହୁ ନିଶ୍ଚୟ ଦେଖୁଥିବେ , ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ ତାଙ୍କର ପକୃତ ନାମ ହଉଛି ପ୍ରିୟଙ୍କା ରଥ , ତାହେଲେ ଏହି ଅଭିନେତ୍ରୀ ଜଣକ ପ୍ରିୟଙ୍କା ନାମ ରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ ।

ତେବେ ଏହି ଆକାଉଣ୍ଟ ବର୍ତ୍ତମାନ ସମୟ ରେ ହ୍ୟାକ ହୋଇଯାଇଛି ଓ ହ୍ୟାକ କରିଥିବା ବ୍ୟକ୍ତି ତାଙ୍କ ନାମ କୁ ନେଇ ଆକାଉଣ୍ଟ ଖୋଲାଯାଇଛି ସେଥିପାଇଁ ଆପଣ ଙ୍କୁ ଯଦି ପ୍ରିୟଙ୍କା ଙ୍କ ଆଇଡ଼ି ରୁ କିଛି ବି ମେସେଜ ବା ଯେ କୌଣସି ବାର୍ତ୍ତାଳାପ କରୁଛନ୍ତି ତାହେଲେ ସେଇଟା ମୋ ଆଇଡ଼ି ନୁହେଁ ସେଇଟା ଫେକ ଆଇଡ଼ି । ତେବେ ଏହି ସୂଚନା ଟି ଦବା ପାଇଁ ସୋସିଆଲ ମିଡିଆ ରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଓ ସେ ଆହୁରି କହିଛନ୍ତି ଯେ ସେ ଯେବେ ବି ଆକାଉଣ୍ଟ ଖୋଳିବେ ସେ ନିଶ୍ଚୟ ଜଣାଇବେ ବୋଲି ଏହି ଭିଡିଓ ରେ କହିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *