ର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଲୋକ ପ୍ରିୟ ଗାୟକ ଅଛନ୍ତି ଓ ଏହି ଗାୟକ ମାନେ ତାଙ୍କ ସୁ ମଧୁର କଣ୍ଠ ରେ ଜବରଦସ୍ତ ଗୀତ ଗାଈ ଦର୍ଶକ ମାନ ଙ୍କୁ ବେସ ମନୋରଞ୍ଜନ କରାଇଛନ୍ତି , ତେବେ ବନ୍ଧୁଗଣ ଏହି ଗାୟକ ମଧ୍ୟ ରୁ ବହୁ କମ ଗାୟକ ଗୀତ ଗାଇବା ସହିତ ଗୀତ ନିର୍ଦ୍ଦେଶକ ଭାବେ ବେସ ପରିଚିତ ଥାନ୍ତି , ତାହେଲେ ଆଜି ଆମେ ସେହିଭଳି ଜଣେ ଗାୟକ ଏନକେ ବିଷୟ ରେ ଜାଣିବା ଯିଏ କି ଜବରଦସ୍ତ ଗୀତ ଗାଇବା ସହିତ ଗୀତ କୁ ଭଲ ନିର୍ଦ୍ଦେଶନା ଦେଇଥାନ୍ତି ।
ତେବେ ଏହି ଗାୟକ ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଗାୟକ ଅଭିଜିତ ମୁଜମାଦାର , ଏହି ଗାୟକ ଜଣକ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିଜିତ ଦାଦା ଭାବେ ବେସ ପରିଚିତ । ତେବେ ଆପଣ ମାନେ ଅଭଜିତ ଦାଦା ଙ୍କ ଜବରଦସ୍ତ ଗୀତ ଶୁଣିଥିବେ ତାଙ୍କ ଗୀତ ସଦା ସର୍ବଦା ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଥାଏ ଓ ଏଥି ସହିତ ସେ ନିର୍ଦ୍ଦେଶନା ଦେଇଥିବା ଗୀତ ଗୁଡିକ ମଧ୍ୟ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଥାଏ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭଜିତ ମୁଜମଦାର ଲୋକ ପ୍ରିୟ ଗାୟକ ଓ ନିର୍ଦ୍ଦେଶାକ ହବା ସହିତ ଘରେ ଘରେ ପରିଚିତ । ତେବେ ବର୍ତ୍ତମାନ ସମୟ ରେ ଅଭିଜିତ ଦାଦା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହି ଭିଡିଓ ରେ ଦାଦା ତାଙ୍କ 50 ତମ ଜନ୍ମ ଦିନ ଟି ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ଖାଲି ସେତିକି ନୁହେଁ ବନ୍ଧୁଗଣ ତାଙ୍କ ଜନ୍ମ ଦିନ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକପ୍ରିୟ କଳାକାର ମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଓ ଦାଦା ଙ୍କ ଜନ୍ମ ଦିନ ଟି ବେସ ଧୁମଧାମ ରେ ପାଳନ ହୋଇଥିଲା ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ