Breaking News

ଅଭିଜିତ ମଜୁଦର (Abhijit Majumdar) କେମିତି ତାଙ୍କର ୫୦ ତମ ଜନ୍ମଦିନ ବଡ ଧୂମଧାମରେ ବଡ ବଡ ସିଙ୍ଗର ମାନଙ୍କ ସହ ପାଳନ କରିଲେ ଦେଖନ୍ତୁ ଭିଡିଓ

ର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଲୋକ ପ୍ରିୟ ଗାୟକ ଅଛନ୍ତି ଓ ଏହି ଗାୟକ ମାନେ ତାଙ୍କ ସୁ ମଧୁର କଣ୍ଠ ରେ ଜବରଦସ୍ତ ଗୀତ ଗାଈ ଦର୍ଶକ ମାନ ଙ୍କୁ ବେସ ମନୋରଞ୍ଜନ କରାଇଛନ୍ତି , ତେବେ ବନ୍ଧୁଗଣ ଏହି ଗାୟକ ମଧ୍ୟ ରୁ ବହୁ କମ ଗାୟକ ଗୀତ ଗାଇବା ସହିତ ଗୀତ ନିର୍ଦ୍ଦେଶକ ଭାବେ ବେସ ପରିଚିତ ଥାନ୍ତି , ତାହେଲେ ଆଜି ଆମେ ସେହିଭଳି ଜଣେ ଗାୟକ ଏନକେ ବିଷୟ ରେ ଜାଣିବା ଯିଏ କି ଜବରଦସ୍ତ ଗୀତ ଗାଇବା ସହିତ ଗୀତ କୁ ଭଲ ନିର୍ଦ୍ଦେଶନା ଦେଇଥାନ୍ତି ।

ତେବେ ଏହି ଗାୟକ ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଗାୟକ ଅଭିଜିତ ମୁଜମାଦାର , ଏହି ଗାୟକ ଜଣକ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିଜିତ ଦାଦା ଭାବେ ବେସ ପରିଚିତ । ତେବେ ଆପଣ ମାନେ ଅଭଜିତ ଦାଦା ଙ୍କ ଜବରଦସ୍ତ ଗୀତ ଶୁଣିଥିବେ ତାଙ୍କ ଗୀତ ସଦା ସର୍ବଦା ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଥାଏ ଓ ଏଥି ସହିତ ସେ ନିର୍ଦ୍ଦେଶନା ଦେଇଥିବା ଗୀତ ଗୁଡିକ ମଧ୍ୟ ଦର୍ଶକ ମାନ ଙ୍କୁ ବେସ ପସନ୍ଦ ଆସିଥାଏ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭଜିତ ମୁଜମଦାର ଲୋକ ପ୍ରିୟ ଗାୟକ ଓ ନିର୍ଦ୍ଦେଶାକ ହବା ସହିତ ଘରେ ଘରେ ପରିଚିତ । ତେବେ ବର୍ତ୍ତମାନ ସମୟ ରେ ଅଭିଜିତ ଦାଦା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହି ଭିଡିଓ ରେ ଦାଦା ତାଙ୍କ 50 ତମ ଜନ୍ମ ଦିନ ଟି ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ଖାଲି ସେତିକି ନୁହେଁ ବନ୍ଧୁଗଣ ତାଙ୍କ ଜନ୍ମ ଦିନ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକପ୍ରିୟ କଳାକାର ମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଓ ଦାଦା ଙ୍କ ଜନ୍ମ ଦିନ ଟି ବେସ ଧୁମଧାମ ରେ ପାଳନ ହୋଇଥିଲା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *