ଦର୍ଶକ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ,ତେବେ ଏହି ଅଭିନେତ୍ରୀ ମାନ ମଧ୍ୟ ରୁ କମ ଅଭିନେତ୍ରୀ ଶିଶୁ କଳାକାର ଭାବେ ପରିଚିତ ହୋଇ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରି ଆସୁଛନ୍ତି ଓ ଆଉ କିଛି ଅଭିନେତ୍ରୀ ମାନେ କି କିଛି ରିଆଲିଟି ଶୋ ରେ ବିଜେତା ହୋଇ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି । ତାହେଲେ ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ ରିଆଲିଟି ସୋ ରେ ବିଜେତା ହବା ପରେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆସି ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲେ । ତାହେଲେ ଠିକ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ ।
ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏଲିନା ସାମନ୍ତରାୟ ଙ୍କୁ ବହୁସାରା ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ଶୋ ରେ ବିଜେତା ହୋଇ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ଓ ଏହି ରିଆଲିଟି ଶୋ ନାମ ଥିଲା ” କିଏ ହବ ମୋ ହିରୋଇନ୍ ” ରେ ୱିନର ହୋଇ ଓଡିଆ ଇଣ୍ଡଷ୍ଟ୍ରି ରେ କୁ ପ୍ରବେଶ କରି ଥିଲେ। ଆଉ ତା ପରେ ସେ ସମସ୍ତ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରି ସମସ୍ତ ଫିଲ୍ମ୍ ସୁପର୍ ହିଟ କରାଇବା ସହ ଲୋକ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି। ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ଇଶ୍କି ତୁହି ତୁ ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏଲିନା ଙ୍କ ଏକ ଭିଡିଓ ବହୁ ପରିମାଣ ରେ ସୋସିଆଲ ମିଡିଆ ରେ ଭାଇରାଲ ହବା ରେ ଲାଗିଛି । ତେବେ ଏହି ଭିଡିଓ ରେ ଏଲିନା ସାମନ୍ତରାୟ ଏକ ଗଉଁଲି ବୁଲା କୁକୁର କୁ କୋଳ ରେ ବସାଇ ଗେଲ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ