Breaking News

ବ୍ରେକ ଅପ ପୂର୍ବରୁ କେମିତି ଏକାଠି ସମୟ କଟୁଥିଲେ ରାଜେଶ – ଶ୍ରଦ୍ଧା (Rajesh – Shradha) ଦେଖିଲେ ଆଖିରୁ ଲୁହ ଝରିଯିବ, ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଯୋଡି ଅଛନ୍ତି ଯେଉଁମାନେ ଶୁଟିଙ୍ଗ ସେଟ ରୁ ଭଲପାଇ ବିବାହ କରିଛନ୍ତି କିନ୍ତୁ ବହ କମ ଯୋଡି ଭଲପାଇ ପରେ ଅଲଗା ହୋଇଯାଇଛନ୍ତି । ତାହେଲେ ଆଜି ଆମେ ଆପଣ ଙ୍କୁ ସେହିଭଳି ଏକ ଯୋଡି ଙ୍କ ବିଷୟ ରେ କହିବୁ ଯେଉଁ ମାନେ ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲପାଇ ବସିଥିଲେ ଓ ଭଲପାଇବା ପରେ ବିବାହ କରିବାକୁ ମଧ୍ୟ ପ୍ରତିଶୃତି ଉଭୟ ଉଭୟ କୁ ଦେଇଥିଲେ , ଦୁହେଁ ଦୁହିଁ ଙ୍କ ହାତ ରେ ମୁଦି ପିନ୍ଧାଇଥିଲେ , କିନ୍ତୁ ପରବର୍ତ୍ତୀ ସମୟ ରେ ବ୍ରେକ ଅପ ହୋଇଗଲା ।

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣି ପାରିଥିବେ ଆମେ କେଉଁ ଯୋଡି ଙ୍କ ବିଷୟ ରେ କହୁଛୁ , ହଁ ବନ୍ଧୁ ଆମେ ଓଡିଆ ଧାରାବାହିକ ର ଲୋକ ପ୍ରିୟ ଯୋଡି ଶ୍ରଦ୍ଧା ଓ ରାଜେଶ ଙ୍କ ବିଷୟ ରେ କହୁଛୁ । ବନ୍ଧୁଗଣ ଏହି ଦୁଇ ଯୋଡି ପ୍ରଥମେ ଏକାଠି ହୋଇ ମିଠା ମିଠା ଚଳଚିତ୍ର ରେ ଏକାଠି ହୋଇ ଅଭିନୟ କରିଥିଲେ ଓ ଏହି ଚଳଚିତ୍ର ର ଶୁଟିଙ୍ଗ ସେଟ ରୁ ଭଲପାଇ ବସିଥିଲେ । ଏହି ଯୋଡି ଙ୍କ ଭଲପାଇବା କୁନେଇ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ର ବିଷୟ ପାଲଟି ଥାଏ ଓ ଉଭୟ ମଧ୍ୟ ସୋସିଆଲ ମିଡ଼ିଆ ରେ ଏକାଠି ନଜର ଆସୁଥିଲେ ।

ତେବେ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି , ତାହେଲେ ଅଲଗା ହବା ପଛ ର କାରଣ ଅସ୍ପଷ୍ଟ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ ବିଷୟ ରେ କହିବା ର କାରଣ ହେଉଛି ଯେ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓ ଏଥି ରେ ରାଜେସ ଓ ଶ୍ରଦ୍ଧା ଙ୍କ ବହୁ ସର୍ଟ ଭିଡିଓ ଦେଖିବାକୁ ମିଳିଛି ଓ ଭିଡ଼ିଓ ବହୁ ଦିନ ର । ହଁ ବନ୍ଧୁ ଯେତେବେଳେ ରାଜେଶ୍ ଓ ଶ୍ରଦ୍ଧା ଏକାଠି ଥିଲେ ସେହି ସମୟ ର ଏହି ଭିଡିଓ ଗୁଡ଼ିକ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *