ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ଼ ଖବର ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଚନ୍ଦନ ଓ ଲୋକ ପ୍ରିୟ ଅଭିନେତ୍ରୀ ତୁଳସୀ,ଓ ନିଶା ଙ୍କ ର ଆଉ ଏକ ନୂଆ ମେଘା ଧାରାବାହିକ ଆସିବାକୁ ଯାଉଛି । ଏହି ଧାରାବାହିକ ଟି ତ୍ରିକୋନି ପ୍ରେମ କାହାଣୀ କୁ ନେଇ ହୋଇଛି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ” ତୋ ଅଗଣା ର ତୁଲସୀ ମୁଁ” ଆପଣ ମାନେ ନିଶ୍ଚୟ ଦେଖିଥିବେ , ତେବେ ଏହି ଧାରାବାହିକ ରେ ଅଭିନୟ କରିଥିବା ମୁଖ୍ୟ ଅଭିନେତ୍ରୀ ଭାବେ ପ୍ରଥମେ ନଜର ଆସୁଥିବା ତୁଲସୀ ଯାହାଙ୍କ ନାମ ଅଛି ସ୍ବେତାଳୀନ ଭଟାଚର୍ଯ୍ଯ ଓ ମୁଖ୍ୟ ଅଭିନେତା ଚନ୍ଦନ ,ଏବଂ ଏହି ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରୁଥିବା ଛନ୍ଦିତା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ସେମାନେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଥିଲେ । ତେବେ ଏହି ଧାରାବାହିକ ଟି ବନ୍ଦ ହବା ପରେ ସେମାନ ଙ୍କ ବହୁ ପ୍ରଶଂସକ ମାନେ ଚାହୁଁଥିଲେ ଯେ ସେମାନ ଙ୍କୁ ଏକାଠି ପୁଣି ଆଉ ଏକ ଧାରାବାହିକ ରେ ଦେଖିବାକୁ ।
ତେବେ ବର୍ତ୍ତମାନ ସମୟ ରେ ଏହି 3 ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନେଇ ସେପ୍ଟେମ୍ବର 27 ତାରିଖ ରେ ଏକ ଧାରାବାହିକ ପ୍ରସାରିତ ହବା କୁ ଯାଉଛି ଓ ଏହି ଧାରାବାହିକ ର ନାମ ରହିଛି ମଙ୍ଗୁଳା କନ୍ୟା । ତେବେ ଏହି ଧାରାବାହିକ ଟି ସିଦ୍ଧାର୍ଥ ଚ୍ଯ୍ଯାନେଲ ରେ ପ୍ରସାରିତ ହବା କୁ ଯାଉଛି । ତେବେ ବର୍ତ୍ତମାନ ସମୟ ରେ ଏହି ଧାରାବାହିକ ବେଶ ଜୋରସୋରେ ଚାଲିଛି ଓ ଏହି ସୁଟିଙ୍ଗ ସେଟ କିଛି ଦୃଶ୍ୟ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ