Breaking News

ACF ସୌମ୍ୟ ମାମଲା ଏବେ ରହସ୍ୟ ଭିତରେ ତେବେ ଏଠାରେ କିଏ ପାୱାରଫୁଲ ? ଡିଏଫଓ ନା ବିଦ୍ୟାଭାରତୀ

ଦର୍ଶକ ବନ୍ଧୁ ପାରଳାଖେମୁଣ୍ଡି ମୃତ ଏସିଏଫ ସୌମ୍ଯରଞ୍ଜନ ଙ୍କ ମାମଲା ରେ କଣ ଫିକା ପଡିଗଲା କି କ୍ରାଇମବ୍ରାଞ୍ଚ ର ତଦନ୍ତ , ବିଦ୍ୟାଭାରତି କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପରେ ବର୍ତ୍ତମାନ ସମୟ ରେ କଣ କରୁଛି କ୍ରାଇମବ୍ରାଞ୍ଚ । କଣ ଏହି ମାମଲା ରୁ ଜାଣିଶୁଣି ଓହରି ଯିବା କୁ ଚେଷ୍ଟା କରୁଛି ନା ଉପରୁ କ୍ରାଇମବ୍ରାଞ୍ଚ ଉପରେ ଚାପ ପକାଯାଉଛି ।

ତେବେ ବନ୍ଧୁଗଣ ବିଧାନସଭା ରେ ଏହି କଥା ଉଠିବା ମାତ୍ର କେ କ୍ରାଇମବ୍ରାଞ୍ଚ ତାର ତଦନ୍ତ ବେସ ଜୋରସୋର କରିଥିଲା ତେବେ ବର୍ତ୍ତମାନ ସମୟ ରେ ବିଧାନସଭା ପରେ ଆଉ କୌଣସି ତଥ୍ୟ ମିଳୁଣୀ । ତେବେ ଏହି ଭଳି ଅନେକ ପ୍ରଶ୍ନ ଆସୁଛି ଜଣ ସାଧାରଣ ମାନ ଙ୍କ ମନ କୁ । ତେବେ ରାଜ୍ୟ ରେ ଥିବା କ୍ରାଇମବ୍ରାଞ୍ଚ ଟିମ କଣ ନ୍ୟାୟ ଦେବା ରେ ବିଫଳ କି ପୂର୍ବ ରୁ ସୌମ୍ୟ ଙ୍କୁ ନ୍ୟାୟ ଦେବା ପୋଲିସ ଯେତିକି ସମୟ ନେଇଥିଲା ତା ଠାରୁ ଅଧିକ ସମୟ କ୍ରାଇମବ୍ରାଞ୍ଚ ନେଇଥିଲେ ମଧ୍ୟ ନ୍ୟାୟ ମିଳି ପାରିଲା ନହିଁ ।


ତେବେ ବନ୍ଧୁଗଣ ପୂର୍ବ ରୁ ସୌମ୍ୟ ଙ୍କ ପରିବାର ଓ ସାଧାରଣ ଲୋକ ମାନେ ପୋଲିସ ଉପରୁ ବିଶ୍ବାସ ଉଠାଇବା ପରେ କ୍ରାଇମବ୍ରାଞ୍ଚ ଙ୍କୁ ଭରସା କରଥିଲା କିନ୍ତୁ କ୍ରାଇମବ୍ରାଞ୍ଚ ମଧ୍ୟ ପୋଲିସ ଭଳି କହୁଛି ଯେ ତଦନ୍ତ ହେଉଛି । ତେବେ କେବେ ସରିବ ତଦନ୍ତ ଓ କେବେ ସୌମ୍ୟ ଙ୍କୁ ମିଳିବ ନ୍ୟାୟ । ତେବେ ସୌମ୍ୟ ଙ୍କ ବାପା ପୁଅ କୁ ନ୍ୟାୟ ଦବା ପାଇଁ ଥାନା ଅଧିକାରୀ ଠୁ ରାଜ୍ୟପାଳ ଙ୍କୁ କହିଥିଲେ ମଧ୍ୟ ନ୍ୟାୟ ମିଳିନାହିଁ କଣ ସୌମ୍ୟ ସାଧାରଣ ଘରେ ଜନ୍ମ କରିଥିବାରୁ ନ୍ୟାୟ ପାଇବା ରେ ବିଳମ୍ବ ହେଉଛି କି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published. Required fields are marked *