Breaking News

ଗତକାଲି ରାତିରେ କୁଆଁରୀ ବୋହୂ ସିରିଏଲ ଶ୍ରଦ୍ଧା(Priyanka Rath) ଙ୍କ ସହ ଘଟିଲା ବଡ ଅଘଟଣ, ଦୁଃଖରେ ଭାଙ୍ଗି ପଡିଲେ ଶ୍ରଦ୍ଧା- ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଧାରାବାହିକ ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି ଧାରାବାହିକ ର ଅଭିନେତ୍ରୀ ମାନ ଙ୍କ ଶୁଟିଙ୍ଗ ସେଟ ର ଭିଡିଓ ସଦା ସର୍ବଦା ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହୋଇଥାଏ କିନ୍ତୁ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ଶୁଟିଙ୍ଗ ସେଟ ରୁ କିଛି ସମୟ ବାହାର କରି ତାଙ୍କର ପ୍ରଶଂସକ ଏକ ବଡ ସୂଚନା ଦେଇଛନ୍ତି ନିଜ ସୋସିଆଲ ମିଡିଆ ଆକାଉଣ୍ଟ କୁ ନେଇ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକ କିଏ ଓ ସେ ନିଜ ଆକାଉଣ୍ଟ ବିଷୟ ରେ କଣ କହିଛନ୍ତି ଆସନ୍ତୁ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ତରଂଗ ଟିଭି ରେ ପ୍ରସାରିତ ହେଉଥିବା କୁଆଁରୀ ବୋହୁ ନିଶ୍ଚୟ ଦେଖୁଥିବେ । ତେବେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଶ୍ରଦ୍ଧା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତାହେଲେ ଶ୍ରଦ୍ଧା ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ନିଜେ ଲୋକ ପ୍ରିୟ ହବା ସହ ଧାରାବାହିକ ଟି କୁ ମଧ୍ୟ ବେସ ଲୋକ ପ୍ରିୟ କରାଇ ପାରିଛନ୍ତି । ଶ୍ରଦ୍ଧା ବର୍ତ୍ତମାନ ଘରେ ଘରେ ପରିଚିତ ।


ତେବେ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଜଣକ ତାଙ୍କ ପ୍ରଶଂସକ ମାନ ଙ୍କୁ କହିଛନ୍ତି ଯେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ଗତ କାଲି ହ୍ୟାକ ହୋଇଯାଇଛି ଓ ଏହି ଆକାଉଣ୍ଟ ହ୍ୟାକ ହବ ପରେ ତାଙ୍କ ନାମ କୁ ନେଇ ଆଉ ଏକ ଫେକ ଆଇଡ଼ି ଖୋଲାଯାଇଛି ସେଥିପାଇଁ ସେ ତାଙ୍କର ଏକ ସୋସିଆଲ ମିଡିଆ ଆକାଉଣ୍ଟ ରେ ଲାଇଭ ଆସି ଏହି ସୂଚନା ଟି ଦେଇଛନ୍ତି ତାଙ୍କ ପ୍ରଶଂସକ ମାନ ଙ୍କୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …

Leave a Reply

Your email address will not be published. Required fields are marked *