Breaking News

ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ଦେଖନ୍ତୁ ଓଡିଆ ହିରୋ ଅରିନ୍ଦମଙ୍କ ପୁଅକୁ, ଆଗକୁ କେବେ ଦେଖି ନଥିବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି , ତେବେ ଏହି ଲୋକ ପ୍ରିୟ ଅଭିନେତା ମାନେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ଆଜି ଆମେ ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ଓ ଏହି ଅଭିନେତା ଙ୍କ ଅଭିନୟ ବର୍ତ୍ତମାନ ସମୟ ରେ ଆଉ ଦେଖିବାକୁ ମିଳୁନାହିଁ । ଏହି ଅଭିନେତା ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଅରିନ୍ଦମ ରାୟ , ତେବେ ଆଜି ଆମର ଏହି ପେଜ ରେ ଅରିନ୍ଦମ ଙ୍କ ବିଷୟ ରେ କିଛି ଅଜଣା କଥା ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣି ନଥିବେ କି ଶୁଣି ନଥିବେ ।

ତେବେ ବନ୍ଧୁଗଣ ଆପଣ ମାନେ ଅରିନ୍ଦମ ରାୟ ଙ୍କୁ ନିଶ୍ଚୟ ଜାଣିଥିବେ , ସେ ବହୁ ଚଳଚିତ୍ର ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥିଲେ । ଅରିନ୍ଦମ ପାଖାପାଖି 30 ଅଧିକ ଚଳଚିତ୍ର ଅଭିନୟ କରିଛନ୍ତି ଓ 2006 ମସିହା ରେ ସେ ପ୍ରେମ ଋତୁ ଆସିଲା ରେ ଚଳଚିତ୍ର ରେ ଅଭିନୟ କରି ଓଡିଆ ଇଣ୍ଡଷ୍ଟ୍ରି କୁ ପ୍ରବେଶ କରୁଥିଲେ । ତେବେ ବର୍ତ୍ତମାନ ସମୟ ରେ ଅରିନ୍ଦମ ଙ୍କୁ 37 ବର୍ଷ ସେ 1984 ମସିହା ରେ ଜନ୍ମ ଗ୍ରହଣ କରିଥିଲେ । 2016 ରେ ଅନୁପା ଦାସ ଙ୍କୁ ବିବାହ କରିଥିଲେ । ତେବେ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳ ଅରିନ୍ଦମ ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଲାଭ କରିଛି । ଅରିନ୍ଦମ ଗ୍ରାଜୁଏସନ ସଂପୂର୍ଣ୍ଣ କରିଥିଲେ କ୍ରିଷ୍ଟ କଲେଜ ରେ ।

ତେବେ ଅରିନ୍ଦମ ରାୟ ଙ୍କ ପାଖ ରେ 20 କୋଟି ଟଙ୍କା ର ସମ୍ପତ୍ତି ରହିଛି ଓ ସେ ଗୋଟିଏ ଚଳଚିତ୍ର କରିବା ପାଇଁ 5 ରୁ 15 ଲକ୍ଷ ଟଙ୍କା ନେଇଥାନ୍ତି । ତେବେ ଅରିନ୍ଦମ ଙ୍କ ଏକ ସାଇଟ ବିଜିନେସ ରହିବା ସହିତ ନିଜର ଏକ ଫିଲ୍ମ ପ୍ରଡକ୍ସନ ହାଉସ ମଧ୍ୟ ରହିଛି । ତେବେ ଏହି ଅଭିନେତା ଜଣକ ଓଡିଆ ଇଣ୍ଡଷ୍ଟ୍ରି କାମ କରିବା ସହିତ ବହୁ ଗୁଡିଏ ବଙ୍ଗାଳୀ ଚଳଚିତ୍ର ରେ ଅଭିନୟ କରିଛନ୍ତି । ତେବେ ଅରିନ୍ଦମ ଆମ ଓଡିଆ ଇଣ୍ଡଷ୍ଟ୍ରି କୁ ବହୁ ସୁପର ହିଟ ଚଳଚିତ୍ର ଦେଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହାସ୍ୟ ଅଭିନେତା ସୁମନ ମହାରଣା (Suman Maharana) ଙ୍କ ସ୍ତ୍ରୀ ଓ ପରିବାର ପ୍ରଥମ ଥର ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ସୁମନ ମହାରଣା ଙ୍କୁ ନିଶ୍ଚୟ ଜାଣିଥିବେ …

Leave a Reply

Your email address will not be published. Required fields are marked *