Breaking News

ଶ୍ରାଦ୍ଧ ବାର୍ଷିକ ରେ ମନେ ପଡ଼ୁଛନ୍ତି ହାକିମ ବାବୁ Ajit Das, ମନେ ପକାଇ କାନ୍ଦିଲେ ଏହି ବଡ ବଡ କଳକାର, ଦେଖିଲେ ଆଖିରୁ ଲୁହ ଝରି ଯିବ ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ବହୁ ଚରିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇପାରିଥାନ୍ତି , ତେବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ଅଭିନୟ କରିଥିବା ଚରିତ୍ର ଟି ଯଦି ଦର୍ଶକ ମାନ ଙ୍କୁ ପସନ୍ଦ ଆସିଥାଏ ତାହେଲେ ସେ ସେହି ଚରିତ୍ର ନାମ ରେ ବେସ ପରିଚିତ ଥାନ୍ତି ନିଜ ପ୍ରକୃତ ନାମ ଅପେକ୍ଷା । ତେବେ ସେହିଭଳି ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ହାକିମ ବାବୁ ନାମ ପରିଚିତ ଥିବା ଅଜିତ ଦାସ ଙ୍କୁ ଜାଣିଥିବେ । ତେବେ ଅଜିତ ଦାସ ବର୍ତ୍ତମାନ ସମୟ ରେ ଆମ ଗହଣ ରେ ନଥିଲେ ମଧ୍ୟ ତାଙ୍କ ସ୍ମୃତି ରହିଛି । ତେବେ ଅଜିତ ଙ୍କ ଦେହାନ୍ତ ହବା ର 1 ବର୍ଷ ହୋଇଯାଇଛି , ଅଜିତ ଙ୍କ ବାର୍ଷିକୀୟ କାର୍ଯ୍ୟ ରେ ବହୁ ଅଭିନେତା ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।


ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ନାଟ୍ଯ ଜଗତ କୁ ବହୁତ ଆଗ କୁ ନେଇଛି ଓ ନାଟ୍ଯ ଜଗତ ରେ ତାଙ୍କ ଅବଦାନ ଅତୁଳନୀୟ , ତେବେ ତାଙ୍କର ଆହନକ ଦେହାନ୍ତ ହେବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ଓ ବର୍ତ୍ତମାନ ମଧ୍ୟ ବହୁ ଅଭିନେତା ବିଶ୍ବାସ ଯାଉ ନାହାଁନ୍ତି ତାଙ୍କର ଦେହାନ୍ତ ହୋଇଛି ବୋଲି । ତେବେ ଏହି ମହାନ ନାଟ୍ଯକାର ଙ୍କ ସ୍ମୃତି ରେ 4 ଟି ନାଟକ ପ୍ରସ୍ତୁତ କରା ଯାଇଛି ଓ ଏହି 4 ଟି ନାଟକ ହେଲା ଏନଏଚ ୩୧୬,ରୁଦାଳି,ଦିଲ ଲଗି,କତଲ ଏ କରୋନା । ତେବେ ଏହି ନାଟକ ଗୁଡିକୁ ଅଜିତ ଙ୍କ ଧର୍ମପତ୍ନୀ ଅଜିତ ଦେହାନ୍ତ ହବା ର ୧ ବର୍ଷ ସଂପୂର୍ଣ୍ଣ ହୋଇଛି ଓ ଏହି ଉଦ୍ଦେଶ୍ୟ ରେ ପ୍ରସ୍ତୁତ କରିଛନ୍ତି ।


ତେବେ ଏହି ସମସ୍ତ ନାଟକ ଗୁଡିକୁ ସେ ଆଗାମୀ ନାଟ୍ଯ ମଞ୍ଚ ରେ ପରିବେଷଣ କରିବା ପାଇଁ ଲକ୍ଷ ରଖିଛନ୍ତି କିନ୍ତୁ ଏହି କରୋନା ସମସ୍ତ ଲକ୍ଷ କୁ ବିଫଳ କରିଛି ବୋଲି ସେ ଗଣମାଧ୍ୟମ ନିକଟ ପ୍ରକାଶ କରିଛନ୍ତି । ତେବେ ବନ୍ଧୁଗଣ ଅଜିତ ଦାସ ନାଟକ ଜଗତ ପାଇଁ ବରଦାନ ଭଳି ଥିଲେ ବୋଲି ଅନେକ ଅଭିନେତା ମାନେ କହିଥିଲେ ଓ ଅଜିତ ଙ୍କ ମୃତ୍ୟୁ ବାର୍ଷିକ ରେ ଅଜିତ ଙ୍କ ପତ୍ନୀ ଙ୍କୁ ସାନ୍ତ୍ଵନା ଦେଇ କହିଥିଲେ ଯେ ଅଜିତ ଯେଉଁଠି ବି ଥାନ୍ତୁ ତାଙ୍କ ଆର୍ଶୀବାଦ ସଦା ସର୍ବଦା ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଥାଉ । ତେବେ ଅଜିତ ଏଇ ଦୁନିଆ ରେ ନଥିଲେ ମଧ୍ୟ ତାଙ୍କ ସ୍ମୃତି ଆମ ମନ ରେ ସଦା ସର୍ବଦା ରହିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.