Breaking News

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି ବର୍ତ୍ତମାନ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇ ରାଜନୀତି ରେ ପାଦ ଦେଇଛନ୍ତି । ତେବେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ହଉଛନ୍ତି ଅନୁଭବ ମହାନ୍ତି ଯିଏ ବର୍ତ୍ତମାନ ସମୟ ରେ ଲୋକପ୍ରିୟ ନେତା ଭାବେ ବେସ ପରିଚିତ , ତେବେ ସେ ବର୍ତ୍ତମାନ ସମୟ ରେ ବିଜେଡି ର ସାଂସଦ ଅଟନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି , ତେବେ ଅନୁଭବ ମହାନ୍ତି ଡିସେମ୍ବର 24 ତାରିଖ 1981 ମସିହା ରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କ ପରିବାର କହିଲେ ତାଙ୍କ ବାପା,ମା, ଭାଇ,ଭାଉଜ । ଅନୁଭବ କ୍ରିଷ୍ଟ କଲେଜ ,କଟକ ରେ ପାଠ ପଢୁଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନୁଭବ 2014 ରେ ବର୍ଷା ଙ୍କୁ ବିବାହ କରିଥିଲେ । ଅନୁଭବ ମଧ୍ୟ ନିଜ କ୍ୟାରିଆର ଆଲବମ ଦୁନିଆ ରୁ ହିଁ ହୋଇଥିଲା ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହଉଛି ଆଇ ଲଭ ୟୁ , ତା ପରେ ବହୁସାରା ଫିଲ୍ମ ରେ ଅଭିନୟ କରିଛନ୍ତି । ଅନୁଭବ ବର୍ତ୍ତମାନ ସମୟ ରେ ବିଜେଡ଼ି ରେ ଯୋଗ ଦେଇ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି ।

ତାହେଲେ ଆପଣ ମାନେ ଜାଣିଥିବେ ଅନୁଭବ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଛନ୍ତି । ବନ୍ଧୁଗଣ ଅନୁଭବ ଭାଇ ଙ୍କ ନାମ ହଉଛି ଅନୁପ୍ରାସ ମହାନ୍ତି ଓ ସେ ଜଣେ ବିଜିନେଶ ମ୍ୟାନ ଅଟନ୍ତି । ତେବେ ବନ୍ଧୁଗଣ ଅନୁପ୍ରାସ ମହାନ୍ତି ୨୦୧୫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ତାଙ୍କ ପତ୍ନୀ ଙ୍କ ନାମ ହଉଛି ପ୍ରେରଣା ମହାନ୍ତି । ତେବେ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ ଏକ କୁନି ଝିଅ ଅଛି । ଅନୁଭବ ବର୍ତ୍ତମାନ ସମୟ ରେ ତାଙ୍କ ଭାଇ ଅନୁପ୍ରାସ ଙ୍କ ଝିଅ ସହିତ ବହୁ ସାରା ମଜାମସ୍ତି କରୁ ଥିବା ର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଆହୁରି ଦେଖିବାକୁ ମିଳିଛି ଅନୁଭବ ଙ୍କ ସାର୍ଟ ଙ୍କୁ ଏହି କୁନି ଝିଅ ଆଇରନ କରୁଥିବାର ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.