Breaking News

ଦୁଃଖ ଖବର:- କରୋନା ରେ ମୃତ୍ୟୁବରଣ କଲେ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ, ମନୋରଞ୍ଜନ ଦୁନିଆରେ ଶୋକରେ ଛାୟା

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଜଣେ ଲୋକ ପ୍ରିୟ ଗାୟକ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ ଆଉ ଏଇ ଦୁନିଆ ରେ ନାହାଁନ୍ତି ସେ ସଦା ସର୍ବଦା ପାଇଁ ଆର ପାରି କୁ ଚାଲିଯାଇଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ଭୂପୃଷ୍ଠ ରେ ଯିଏ ବି ଜନ୍ମ କରିଛି ତ ମରଣ ନିଶ୍ଚୟ । ଆପଣ ମାନେ ଜାଣିଥିବେ କରୋନା ସମୟ ରେ ଆମ ଅଭିନୟ ଜଗତ ବହୁ ସୁପର ଷ୍ଟାର ଅଭିନେତା ଓ ଅଭିନେତ୍ରୀ ଓ ଲୋକ ପ୍ରିୟ ଗାୟକ ଓ ଗାୟିକା କରୋନା ରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି ।

ତେବେ ଠିକ ବର୍ତ୍ତମାନ ସମୟ ରେ ଠିକ ସେହିଭଳି ଜଣେ ଲୋକ ପ୍ରିୟ ଗାୟିକା କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହି ଗାୟକ ଜଣକ ହଉଛନ୍ତି ଶ୍ରୀଲଙ୍କା ର ଲୋକ ପ୍ରିୟ ଗାୟକ ବା ମ୍ୟୁଜିକ କମ୍ପୋଜ ର ସୁନୀଲ ପେରେରା ଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ର କରୋନା ରେ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ତେବେ ସେ ଗତ ମାସ ଅଗଷ୍ଟ ରେ ସେ କରୋନା ରେ ସଂକ୍ରମିତ ହୋଇ ଥିଲେ ।

କରୋନା ରେ ଆକ୍ରାନ୍ତ ହବା ପରେ ସେ ରାଜଧାନୀ କଲମ୍ବୋସ୍ଥିତ ହସ୍ପିଟାଲ ରେ ଚିକିତ୍ସା ହୋଇଥିଲେ ଓ ଚିକିତ୍ସା ହବା ପରେ ସୁସ୍ଥ ହବା ପରେ ଘର କୁ ଆସିଥିଲେ । ତେବେ ଘରେ ପୁଣି ଆଉ ଥରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ରୁ ସେ ଗତ ସୋମବାର ଦିନ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ଓ ତାଙ୍କର ଚିକିତ୍ସାଧୀନ ଅବସ୍ଥା ରେ ଦେହାନ୍ତ ହୋଇଛି । ତେବେ ମୃତ୍ୟୁ ବେଳ କୁ ତାଙ୍କୁ ମାତ୍ର 68 ବର୍ଷ ହୋଇଥିଲା । ଏହି ଗାୟକ ଜଣକ ଅନେକ ଗୀତ ଗାଇଛନ୍ତି ଓ ସେ ସାମାଜିକ ଓ ଅ-ନ୍ୟା-ୟ ଦୁ-ର୍ନୀ-ତି ପ୍ରସଙ୍ଗ ଉପରେ ସେ ତାଙ୍କ ମତ ରଖୁଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.