ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଜଣେ ଲୋକ ପ୍ରିୟ ଗାୟକ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ ଆଉ ଏଇ ଦୁନିଆ ରେ ନାହାଁନ୍ତି ସେ ସଦା ସର୍ବଦା ପାଇଁ ଆର ପାରି କୁ ଚାଲିଯାଇଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ଭୂପୃଷ୍ଠ ରେ ଯିଏ ବି ଜନ୍ମ କରିଛି ତ ମରଣ ନିଶ୍ଚୟ । ଆପଣ ମାନେ ଜାଣିଥିବେ କରୋନା ସମୟ ରେ ଆମ ଅଭିନୟ ଜଗତ ବହୁ ସୁପର ଷ୍ଟାର ଅଭିନେତା ଓ ଅଭିନେତ୍ରୀ ଓ ଲୋକ ପ୍ରିୟ ଗାୟକ ଓ ଗାୟିକା କରୋନା ରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି ।
ତେବେ ଠିକ ବର୍ତ୍ତମାନ ସମୟ ରେ ଠିକ ସେହିଭଳି ଜଣେ ଲୋକ ପ୍ରିୟ ଗାୟିକା କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହି ଗାୟକ ଜଣକ ହଉଛନ୍ତି ଶ୍ରୀଲଙ୍କା ର ଲୋକ ପ୍ରିୟ ଗାୟକ ବା ମ୍ୟୁଜିକ କମ୍ପୋଜ ର ସୁନୀଲ ପେରେରା ଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ର କରୋନା ରେ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ତେବେ ସେ ଗତ ମାସ ଅଗଷ୍ଟ ରେ ସେ କରୋନା ରେ ସଂକ୍ରମିତ ହୋଇ ଥିଲେ ।
କରୋନା ରେ ଆକ୍ରାନ୍ତ ହବା ପରେ ସେ ରାଜଧାନୀ କଲମ୍ବୋସ୍ଥିତ ହସ୍ପିଟାଲ ରେ ଚିକିତ୍ସା ହୋଇଥିଲେ ଓ ଚିକିତ୍ସା ହବା ପରେ ସୁସ୍ଥ ହବା ପରେ ଘର କୁ ଆସିଥିଲେ । ତେବେ ଘରେ ପୁଣି ଆଉ ଥରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ରୁ ସେ ଗତ ସୋମବାର ଦିନ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ଓ ତାଙ୍କର ଚିକିତ୍ସାଧୀନ ଅବସ୍ଥା ରେ ଦେହାନ୍ତ ହୋଇଛି । ତେବେ ମୃତ୍ୟୁ ବେଳ କୁ ତାଙ୍କୁ ମାତ୍ର 68 ବର୍ଷ ହୋଇଥିଲା । ଏହି ଗାୟକ ଜଣକ ଅନେକ ଗୀତ ଗାଇଛନ୍ତି ଓ ସେ ସାମାଜିକ ଓ ଅ-ନ୍ୟା-ୟ ଦୁ-ର୍ନୀ-ତି ପ୍ରସଙ୍ଗ ଉପରେ ସେ ତାଙ୍କ ମତ ରଖୁଥିଲେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ